CMC ଯନ୍ତ୍ରୀ ବିଭାଗରେ ଭୟାବହ ଅଗ୍ନିକାଣ୍ଡ

କଟକ, (ଓଡିଶା ଟାଇମ୍) :କଟକ ମହାନଗର ନିଗମର ଯନ୍ତ୍ରୀ ବିଭାଗ ଷ୍ଟୋରରୁମରେ ଭୟାବହ ଅଗ୍ନିକାଣ୍ଡ । ଷ୍ଟୋରରୁମ ପଛରେ ଥିବା ଅଳିଆଗଦାରୁ ପ୍ରଥମେ ନିଆଁ ଲାଗିଥିଲା । ଯାହା ଧିରେ ଧିରେ ଷ୍ଟୋରରୁମକୁ ବ୍ୟାପିଥିଲା । ତେବେ ଉଚିତ ସମୟରେ ଦମକଳ … Read More

ତାଜମହଲରେ ବୋମା ଗୁଜବ, ପର୍ଯ୍ୟଟକ ଆତଙ୍କିତ

ଆଗ୍ରା, (ଓଡିଶା ଟାଇମ୍) :ଦୁନିଆର ୭ ଚମତ୍କାର ମଧ୍ୟରୁ ଗୋଟିଏ ହେଲା ତାଜମହଲ। ତାଜମହଲରେ ବୋମା ଥିବା ଖବର ଆସିଥିଲା। କିନ୍ତୁ ଏହି ଖବର ମିଛ ବୋଲି ଜଣାପଡିଛି। ବୋମା ସୂଚନା ପାଇବା ପରେ ତାଜମହଲ ପରିସରରେ ଉପସ୍ଥିତ ଥିବା ପର୍ଯ୍ୟଟକଙ୍କୁ … Read More

ଛାତ୍ରଙ୍କ ନାଁରେ ଜିଏସଟି ଠକେଇ ଅଭିଯୋଗ

ରାଉରକେଲା, (ଓଡିଶା ଟାଇମ୍) : ରାଉରକେଲାରେ ପୁଣି ଜିଏସଟି ଠକେଇ । ଏଥର କଲେଜ ଛାତ୍ରଙ୍କ ନାଁରେ ଆସିଛି ଜିଏସଟି ଠକେଇ ଅଭିଯୋଗ । ଜଣେ ଛାତ୍ର ଷ୍ଟାର ବିଲେଟ୍ ନାଁରେ କମ୍ପାନୀ ଖୋଲି ୩୮କୋଟି ଟଙ୍କାର ଜିଏସଟି ଠକେଇ କରିଥିବା … Read More

ନବୀକରଣ ହେବ ଆଠଗଡ଼ ପୁରୁଣା ତହସିଲ କାର୍ଯ୍ୟାଳୟ

ଆଠଗଡ଼, (ଓଡିଶା ଟାଇମ୍) :ନବୀକରଣ ହେବ ଆଠଗଡ଼ ପୁରୁଣା ତହସିଲ କାର୍ଯ୍ୟାଳୟ । ବିଗତ ଦିନରେ ତହସିଲ କାର୍ଯ୍ୟାଳୟ ଭାବରେ କାର୍ଯ୍ୟ କରାଯାଇଥିବା ପୁରୁଣା ତହସିଲ ଅଫିସର ପୁନରୁଦ୍ଧାର କରାଯିବ । ବିଗତ ଦିନରେ ଏହି କୋଠା ବିପଦ ସଙ୍କୁଳ ହୋଇ … Read More

ନିଜ କର୍ମଚାରୀଙ୍କ ଟିକା ଖର୍ଚ୍ଚ ବହନ କରିବ ଇନଫୋସିସ୍‌

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ସୂଚନା ପ୍ରଯୁକ୍ତି କମ୍ପାନୀ ଇନଫୋସିସ୍‌ ଲିମିଟେଡ୍ ଦେଶବ୍ୟାପୀ ଏହାର ସମସ୍ତ କର୍ମଚାରୀଙ୍କ କରୋନା ଟିକାକରଣ ବାବଦ ଖର୍ଚ୍ଚ ବହନ କରିବ ବୋଲି ଘୋଷଣା କରିଛି। ଇନଫୋସିସ୍‌ରେ ପ୍ରାୟ ୨ଲକ୍ଷ ୪୨ହଜାର କର୍ମଚାରୀ ଅଛନ୍ତି। ଏହା ସହିତ … Read More

ଆଜି ମାର୍ଚ୍ଚ ୦୪ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛ

ମେଷ ଦ୍ୱିଜା ନକ୍ଷତ୍ରର ପାରିବାରିକ କ୍ଷେତ୍ରରେ ମତାନ୍ତର ଥାଇ ମଧ୍ୟ କାମବେଳକୁ ସମସ୍ତେ ଏକ ମନ ନେଇ କାମ କରିପାରିବେ । ଅବହେଳା କାରନରୁ କୈଫିୟତ୍ ଦେବାକୁ ପଡିପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ । … Read More

ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜର ନିଲମ୍ବିତ

ସମ୍ବଲପୁର, (ଓଡିଶା ଟାଇମ୍) :ସମ୍ବଲପୁର ଜିଲ୍ଲା ଯୁଜୁମୁରା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର । ସଦର ରେଞ୍ଜର ଗୌରୀ ଶଙ୍କର ଦାଶଙ୍କୁ ନିଲମ୍ବନ କରାଯାଇଛି । ଏନେଇ ଡିଏଫଓ ଡ.ସଂଜୀତ କୁମାର ସୂଚନା ଦେଇଛନ୍ତି। … Read More

ରାଜ୍ୟରେ ୬ଲକ୍ଷ ୬୯ହଜାରଙ୍କୁ ଟିକାକରଣ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କୋଭିଡ଼ ଟିକାକରଣ ଅଭିଯାନ ଏବେ ଦ୍ରୁତ୍ ଗତିରେ ଚାଲିଛି। ସୋମବାରଠାରୁ ଆରମ୍ଭ ହୋଇଥିବା ବରିଷ୍ଠ ନାଗରିକଙ୍କ ଟିକାକରଣ ଅଭିଯାନର ଦୁଇ ଦିନ ମଧ୍ୟରେ ୩୨ହଜାର ୨୪୧ଜଣ ଟିକା ନେଇ ସାରିଲେଣି। ଗତକାଲି ବିଧାନସଭାରେ ବରିଷ୍ଠ … Read More

ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :କରୋନା ଭାଇରସର ବ୍ରାଜିଲ ଭାରିଏଣ୍ଟକୁ ସାରା ବିଶ୍ୱର ବୈଜ୍ଞାନିକମାନେ ଚିନ୍ତାରେ ପଡିଛନ୍ତି । ଏକ ନୂଆ ରିପୋର୍ଟରେ କୁହାଯାଇଛି ଯେ, ବ୍ରାଜିଲର ଭାରିଏଣ୍ଟ ସାଧାରଣ ଭାଇରସଠାରୁ ୨.୨ ଗୁଣା ଅଧିକ ସଂକ୍ରାମକ । ଏହାସହ ଏହା ଦ୍ୱିତୀୟ … Read More

ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ

ଗଜପତି, (ଓଡିଶା ଟାଇମ୍) :ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲା ରାୟଗଡା ବ୍ଲକରେ କାର୍ଯ୍ୟରତ ଯନ୍ତ୍ରୀ କେ.ନାଗେଶ୍ବର ସେନାପତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ବ୍ରହ୍ମପୁରରେ ଥିବା ଶଳାଘର, ଆସିକା ସ୍ଥିତ ପୈତୃକ ଘର, ରାୟଗଡ଼ ଅଫିସ … Read More