ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୩୨ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୨୨୫ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ … Read More

କୋରାପୁଟ ଗସ୍ତରେ ପୋଲିସ ଡିଜି, ମାଓ ସ୍ଥିତି ଏବଂ ନିର୍ବାଚନ ସୁପରିଚାଳନା ନେଇ ସମୀକ୍ଷା ବୈଠକ

କୋରାପୁଟ, (ଓଡିଶା ଟାଇମ୍):କୋରାପୁଟ ଗସ୍ତରେ ପୋଲିସ୍ ଡିଜି ସୁନିଲ କୁମାର ବଂଶଲ୍‌ । ଡିଜିପିଙ୍କ ସହ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ , ଗୁଇନ୍ଦା ବିଭାଗ, ଆଇଜି ଅପରେସନ ଓ ଆଇଜି ଗୁଇନ୍ଦା ଅଧିକାରୀ ଏହି ଗସ୍ତରେ ଅଛନ୍ତି । ଖବର … Read More

ପିପିଲିରେ ପୁଣି ନିର୍ବାଚନୀ ହିଂସା, କଂଗ୍ରେସ କ୍ୟାମ୍ପ କାର୍ଯ୍ୟାଳୟ ଜାଳିଲେ ଦୁର୍ବୃତ୍ତ

ପିପିଲି, (ଓଡିଶା ଟାଇମ୍): ପିପିଲିରେ ପୁଣି ନିର୍ବାଚନୀ ହିଂସା ଦେଖାଦେଇଛି । ଦୁର୍ବୃତ୍ତ ମାନେ କଂଗ୍ରେସ କ୍ୟାମ୍ପ କାର୍ଯ୍ୟାଳୟ ଜାଳିଦେଇଥିବା ଦେଖିବାକୁ ମିଳିଛି । ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇ ଫେରାର ହୋଇଯାଇଛନ୍ତି । ଫଳରେ କାର୍ଯ୍ୟାଳୟର ଅନେକ ଜିନିଷ … Read More

ଭାରତରେ ପହଁଚିଲା ଏମବିବିଏସ ଛାତ୍ର ନବୀନ ଶେଖରପ୍ପାଙ୍କ ମୃତଦେହ

କିଭ,( ଓଡିଶା ଟାଇମ୍): ଭାରତରେ ପହଁଚିଲା ନବୀନଙ୍କ ମୃତଦେହ । ଖାର୍‌କିଭ୍‌ ସହରରେ ରୁଷ-ୟୁକ୍ରେନ୍‌ ସେନାର ଯୁଦ୍ଧ ସମୟରେ ପ୍ରାଣ ହରାଇଥିବା ଭାରତର ଏମ୍‌ବିବିଏସ୍‌ ଛାତ୍ର ନବୀନ ଶେଖରପ୍ପାଙ୍କ ପାର୍ଥିବ ଶରୀର ସୋମବାର ଭୋରରୁ ବେଙ୍ଗାଲୁରୁରେ ପହଞ୍ଚିଛି । ନବୀନଙ୍କ ପିତା … Read More

ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୪୦ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୧୯୩ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ … Read More

ପଖାଳ ଦିବସ ପାଳିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାବାସୀଙ୍କୁ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ବର, (ଓଡିଶା ଟାଇମ୍): ଆଜି ହେଉଛି ପଖାଳ ଦିବସ । ଗାଁ ଠାଣୁ ସହର ସବୁଠି ଅତି ଆନନ୍ଦର ସହ ପାଳନ ହେଉଛି ଏହି ପଖାଳ ଦିବସ । ପଖାଳ ଦିବସ ଅବସରରେ ସବୁଠୁ ଜମୁଛି ପଖାଳ ଖିଆର ମଜା । … Read More

ଋଷିଆ ବିରୋଧରେ କଟକଣା ଜାରି କଲା ୟୁକ୍ରେନ, ଦେଶରେ ନିଷିଦ୍ଧ ହେଲେ ୧୧ ଋଷ ରାଜନୈତିକ ସଙ୍ଗଠନ

କିଭ୍,(ଓଡିଶା ଟାଇମ୍): ୟୁକ୍ରେନ ବିରୋଧରେ ଋଷିଆର ଯୁଦ୍ଧ ଏବେ ୨୫ଦିନରେ ପହଞ୍ଚିଛି। ତେବେ ଏପର୍ଯ୍ୟନ୍ତ ୟୁକ୍ରେନ ନଇଁ ନଥିବା ବେଳେ ରାଷ୍ଟ୍ରପତି ଭୋଲଦେମୀର ଜେଲଂସ୍କି ରବିବାର ଋଷିଆ ବିରୋଧରେ ରାଜନୈତିକ କଟକଣା ଜାରି କରିଛନ୍ତି। ଏଥିରେ ଦେଶରେ ଋଷ ସମ୍ପର୍କିତ ୧୧ … Read More

ପାକିସ୍ତାନରେ ବଡ଼ଧରଣର ବିସ୍ଫୋରଣ

ଇସଲାମାବାଦ, (ଓଡିଶା  ଟାଇମ୍): ପାକିସ୍ତାନର ଉତ୍ତର ସିଆଲକୋଟ ସହରରେ ଏକ ବଡ଼ ବିସ୍ଫୋରଣ ଘଟିଛି । ଜାତୀୟ ଗଣମାଧ୍ୟମରେ ଏନେଇ ସୂଚନା ଦିଆଯାଇଛି । ଗଣମାଧ୍ୟମର ସୂଚନା ଅନୁସାରେ ବିସ୍ଫୋରଣର ଶବ୍ଦ ଏତେ ଜୋରରେ ଥିଲା ଯେ ପଞ୍ଜାବ ପ୍ରଦେଶର କ୍ୟାଣ୍ଟନମେଣ୍ଟ … Read More

ୟୁକ୍ରେନ୍‌ ଉପରେ ଘନଘନ ଆକ୍ରମଣ କରୁଛି ରୁଷ, କିଭ୍‌ରେ ୨୨୮ ଜଣ ଲୋକଙ୍କ ମୃତ୍ୟୁ

କିଭ୍,(ଓଡିଶା ଟାଇମ୍): ଥମୁନି ୟୁକ୍ରେନ୍‌-ରୁଷ ଯୁଦ୍ଧ  । ଆଜି ଯୁଦ୍ଧର ୨୫ ଦିନରେ ଦୁଇ ଦେଶଙ୍କ ମଧ୍ୟରେ ଲଢ଼େଇ ଜାରି ରହିଛି ।  ୟୁକ୍ରେନ ଉପରେ ଏବେ ବି ରୁଷ କରୁଛି ଘନଘନ ଆକ୍ରମଣ । ରୁଷିଆ ସେନା ପକ୍ଷରୁ ୟୁକ୍ରେନର … Read More

ପୁଣି ଅଶାନ୍ତ ବାଣୀବିହାର କ୍ୟାମ୍ପସ, ହଷ୍ଟେଲ୍‌ ଆଗରେ ଦାମୀ ଗାଡି ପୋଡିଦେଲେ ଦୁର୍ବୃତ୍ତ

ଭୁବନେଶ୍ବର, (ଓଡ଼ିଶା ଟାଇମ୍): ପୁଣି ଅଶାନ୍ତ ବାଣୀ ବିହାର କ୍ୟାମ୍ପସ୍। ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଏହାପରେ ଗାଡି ପୋଡିଦେଲେ ଦୁର୍ବୁତ୍ତ । ଗାଡ଼ି ପୋଡ଼ାକୁ ନେଇ କ୍ୟାମ୍ପସରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି … Read More