ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ- ଆତଙ୍କବାଦୀ ମୁହାଁମୁହିଁ, ଜଣେ ଆତଙ୍କୀ ନିହତ
ଶ୍ରୀନଗର, (ଓଡିଶା ଟାଇମ୍) :ଜମ୍ମୁ-କାଶ୍ମୀରର ପୁଲଓ୍ୱାମା କାକାପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଏବେସୁଦ୍ଧା ମିଳିଥିବା ସୂଚନ ଅନୁସାରେ ୩ ଜଣ ଆତଙ୍କବାଦୀଙ୍କୁ ଯବାନମାନେ ଘେରି ରହିଛନ୍ତି । ଏହାସହ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି … Read More











