ଜେଲରେ କଏଦୀଙ୍କୁ କରୋନା ପ୍ରସଙ୍ଗ : ଚିନ୍ତା ପ୍ରଘଟ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, (ଓଡିଶା ଟାଇମ୍):ଦିଲ୍ଲୀର ସବୁଠାରୁ ବଡ ତିହାର ଜେଲରେ ୧୯୦ କଏଦୀଙ୍କ କରୋନା ସଂକ୍ରମିତ ହେବା ପରେ ଚିନ୍ତା ବଢିଛି । ଏହାସହ କରୋନାରେ କଏଦୀଙ୍କ ମୃତ୍ୟୁ ଖବର ନେଇ ସୁପ୍ରିମକୋର୍ଟ ତାଗିଦ୍ କରିଛନ୍ତି । ଜେଲରେ ସଂକ୍ରମଣ ପରେ ସୁପ୍ରିମକୋର୍ଟ … Read More











