ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ

ଲକ୍ଷ୍ନୋ, (ଓଡିଶା ଟାଇମ୍): ଶୁକ୍ରବାର ଉତ୍ତରପ୍ରଦେଶରେ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଯୋଗୀ ଆଦିତ୍ୟନାଥ।ଶପଥ ଗ୍ରହଣ ସମାରୋହ ଅପରାହ୍ମଣ ୪ଟାରେ ଲକ୍ଷ୍ନୌ ସ୍ଥିତ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ … Read More

ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୫୫ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୩୭୮ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ … Read More

ପତ୍ନୀଙ୍କ ସହ ଆସି ଭୋଟ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର, (ଓଡିଶା ଟାଇମ୍): ଭୋଟ ଦେଲେ ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟ ନିର୍ବାଚନ କମିଶନର । ଭୁବନେଶ୍ୱର ୪୦ ନମ୍ବର ଓ୍ୱାର୍ଡର୪୧୬ ନମ୍ବର ବୁଥ୍‌ରେ ଉଭୟ ନିଜ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି । ଏହାସହିତ ଲୋକମାନଙ୍କୁ ନିର୍ବାଚନ ପ୍ରକ୍ରିୟାରେ … Read More

ଆରପାରିରେ ଲୋକପ୍ରିୟ ବଙ୍ଗାଳି ଅଭିନେତା ଅଭିଷେକ ଚାଟାର୍ଜୀ

କୋଲକାତା, (ଓଡିଶା ଟାଇମ୍): ବଙ୍ଗଳା ସିନେଜଗତର ଲୋକପ୍ରିୟ ଅଭିନେତା ଅଭିଷେକ ଚାଟାର୍ଜୀଙ୍କ ପରଲୋକ ଘଟିଛି। ହୃଦଘାତ କାରଣରୁ ୫୮ ବର୍ଷୀୟ ଅଭିନେତା ବୁଧବାର ବିଳମ୍ବିତ ରାତିରେ ଶେଷ ନିଃଶ୍ବାସ ତ୍ୟାଗ କରିଥିବା ଜଣାପଡ଼ିଛି। ଗତ କିଛି ଦିନ ହେବ ସେ ଅସୁସ୍ଥ … Read More

ପୁରୀ ଯାଇ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କଲେ ୫-T ସଚିବ

ପୁରୀ, ( ଓଡିଶା ଟାଇମ୍): ପୁରୀ ଗସ୍ତ କରିଛନ୍ତି ୫-T ସଚିବ ଭି.କେ ପାଣ୍ଡିଆନ୍ । ଆଜି ସକାଳେ ୫-T ସଚିବ ଭି. କେ ପାଣ୍ଡିଆନ୍ ପୁରୀରେ ପହଞ୍ଚିବା ପରେ ମରଚିକୋଟ ଛକ ଠାରୁ ବ୍ୟାଟେରୀ ଚାଳିତ ଗାଡିରେ ଶ୍ରୀମନ୍ଦିର ଯାଇଥିଲେ … Read More

ଭୋଟ ଦେଲେ ଭୁବନେଶ୍ୱର ମେୟର ପ୍ରାର୍ଥୀ ସୁଲୋଚନା ଦାସ

ଭୁବନେଶ୍ବର, (ଓଡିଶା ଟାଇମ୍): ଭୋଟ ଦେଲେ ସୁଲୋଚନା ଦାସ । ପୌର ନିର୍ବାଚନ ପାଇଁ ନିଜର ମତ ସାବ୍ୟସ୍ତ କରିଛନ୍ତି ଏହି ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ।  ଭୁବନେଶ୍ୱର ନୟାପଲ୍ଲୀ ନୂଆସାହିର ଗୋପବନ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ  ୩୯ … Read More

ମଧ୍ୟାହ୍ନ ୧୨ଟା ସୁଦ୍ଧା ୩୨ ପ୍ରତିଶତ ପୋଲିଂ, ସୁରୁଖୁରୁରେ ଚାଲିଛି ମତଦାନ

ଭୁବନେଶ୍ବର, (ଓଡିଶା ଟାଇମ୍): ଜାରି ରହିଛି ପୌର ଭୋଟ । ମଧ୍ୟାହ୍ନ ୧୨ଟା ସୁଦ୍ଧା ୩୨ ପ୍ରତିଶତ ପୋଲିଂ ହୋଇଛି । ବେଶ୍‌ ସୁରୁଖୁରୁ ଓ ଶାନ୍ତିଶୃଙ୍ଖଳା ସହ ଭୋଟଦାନ ଜାରି ରହିଛି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ … Read More

ୟୁକ୍ରେନ ଯୁଦ୍ଧ ଭୂମିରେ ଖବର ସଂଗ୍ରହ କରୁଥିବାବେଳେ ଋଷ ସାମ୍ବାଦିକଙ୍କୁ ହତ୍ୟା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଯୁଦ୍ଧ ଭୂମିରେ ଖବର ସଂଗ୍ରହ କରୁଥିବାବେଳେ ଚାଲିଗଲା ସାମ୍ୱାଦିକଙ୍କ ଜୀବନ । ଅନୁସନ୍ଧାନକାରୀ ସମ୍ବାଦପତ୍ର ପାଇଁ ଜଣେ ଋଷର ସାମ୍ବାଦିକ ୟୁକ୍ରେନ ରାଜଧାନୀରେ ଏକ ଆବାସିକ ପଡ଼ିଆରେ ସୈନ୍ୟଙ୍କ ଗୁଳିରେ ତାଙ୍କ ଜୀବନ ଚାଲିଯାଇଛି । ବୁଧବାର … Read More

ଇଭିଏମ୍‌ ତ୍ରୁଟି, ମତଦାନ ବିଳମ୍ବ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ଆରମ୍ଭ ହୋଇଛି ପୌର ନିର୍ବାଚନ । ହେଲେ ବଭିନ୍ନ ବୁଥରେ ମତଦାନ ଆରମ୍ଭରୁ ଇଭିଏକ୍‌ ତ୍ରୁଟି ଦେଖାଦେଇଛି । ରାଜଧାନୀ ଭୁବନେଶ୍ବରର ବିଭିନ୍ନ ବୁଥରେ ଇଭିଏମ୍‌ ତ୍ରୁଟି ଦେଖିବାକୁ ମିଳିଛି । ଫଳରେ ଭୋଟର ମାନେ … Read More

ଆମେରିକାକୁ ରୁଷର କଡ଼ା ଧମକ, ପରମାଣୁ ଯୁଦ୍ଧ ପାଇଁ ଦେଲା ଚେତାବନୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍):  ଚାରି ଦିନିଆ ୟୁରୋପ ଗସ୍ତରେ ଅଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ । ୟୁରୋପରେ ବାଇଡେନ୍‌ ୟୁକ୍ରେନରେ ଉପରେ ରୁଷର ଆକ୍ରମଣକୁ ନେଇ ଆଲୋଚନା କରିବେ । ଗତକାଲି ୟୁରୋପ ଗସ୍ତ ସମୟରେ ବାଇଡେନ୍‌ ଗଣମାଧ୍ୟମକୁ  ଏନେଇ … Read More