ଗାଁ ନିକଟ ଜଙ୍ଗଲରେ ୩୦ ଟିକିଆ ହାତୀପଲ, ଭୟରେ ଗ୍ରାମବାସୀ
ତେଲକୋଇ, (ଓଡିଶା ଟାଇମ୍): କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ ଅଞ୍ଚଳ ଦୁଲ୍ଲଭପୁର ଗାଁ ନିକଟରେ ହାତୀ ଆତଙ୍କ । ଲୋକେ ଭୟଭୀତ ।ଦୁଲ୍ଲଭପୁର ଗାଁ ନିକଟ ବାଘଡିଆଁ ଜଙ୍ଗଲରେ ଡେରା ପକାଇଛନ୍ତି ୩୦ ଟିକିଆ ହାତୀପଲ। ଦଳରେ … Read More











