ରହିବା ପାଇଁ ଭୁବନେଶ୍ୱର ଭଲ, ରୋଜଗାର ପାଇଁ ନୁହଁ: ସିଏସଇ ରିପୋର୍ଟ
ଭୁବନେଶ୍ବର, (ଓଡିଶା ଟାଇମ୍): ରାଜଧାନୀ ଭୁବନେଶ୍ୱରରେ ରହିବା ଦେଶର ଅନ୍ୟ ରାଜ୍ୟର ରାଜଧାନୀ ଅପେକ୍ଷା ଭଲ । ଏଭଳି ଏକ ରିପୋର୍ଟ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେଣ୍ଟର ଫର୍ ସାଇନ୍ସ ଆଣ୍ଡ ଏନଭିରନମେଣ୍ଟ … Read More











