ଜୁଲାଇ ଦ୍ବିତୀୟ ସପ୍ତାହରେ କମିଯିବ ସଂକ୍ରମଣ, ୧୦ ଜିଲ୍ଲାରେ ଟିକେ ସମୟ ଲାଗିବ : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର, (ଓଡିଶା ଟାଇମ୍): ଜୁଲାଇ ଦ୍ବିତୀୟ ସପ୍ତାହରେ ସଂକ୍ରମଣ କମିଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ୧୦ ଜିଲ୍ଲାରେ କମିବାକୁ ଟିକେ ସମୟ ଲାଗିବ । ବ୍ଲାକ୍ ଫଙ୍ଗସ୍ ଆମକୁ ନେଗେଟିଭଲି ଆଫେକ୍ଟ କରିନି … Read More

ପୁଲୱାମାରେ ଯବାନ-ଆତଙ୍କବାଦୀ ଗୁଳିବିନିମୟ: ଜଣେ ଯବାନ ସହିଦ

ଶ୍ରୀନଗର, (ଓଡିଶା ଟାଇମ୍): ଜାମ୍ମୁ କାଶ୍ମୀରର ପୁଲୱାମାରେ ବିଳମ୍ବିତ ରାତିରେ ଆତଙ୍କବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଜୋରଦାର ଏନକାଉଣ୍ଟର । ତେବେ ଏହି ଏନକାଉଣ୍ଟରରେ ଜଣେ ଯବାନ ସହିଦ ହେବା ସହ ଜଣେ ଆତଙ୍କବାଦୀ ବି ନିହତ ହୋଇଛି । … Read More

ଭୁବନେଶ୍ୱରରେ ୧୦୦ ଟପିଲା ପେଟ୍ରୋଲ

ଭୁବନେଶ୍ବର, (ଓଡିଶା ଟାଇମ୍); ରାଜଧାନୀ ଭୁବନେଶ୍ୱରରେ ସେଞ୍ଚୁରି ମାରିଲା ପେଟ୍ରୋଲ ଦର। ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ଶହେ ଟପିଛି। ମହଙ୍ଗା ମାଡ଼ରେ ଜନସାଧାରଣ ଆକ୍ତାମାକ୍ତା ହେଉଥିବା ବେଳେ ଲଗାତର ଭାବେ ବଢ଼ି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର। … Read More

ପଶ୍ଚିମବଙ୍ଗ ଚାଲାଣ ବେଳେ ଜବତ ହେଲା ବ୍ରାଉନସୁଗାର, ଜଣେ ଗିରଫ

ଜଳେଶ୍ଵର, (ଓଡିଶା ଟାଇମ୍): ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଅଞ୍ଚଳରୁ ବ୍ରାଉନସୁଗାର ଜବତ କରାଯାଇଛି। ବାଇକ ଯୋଗେ ଜଳେଶ୍ଵର ଅଞ୍ଚଳରୁ ବ୍ରାଉନସୁଗାର ନେଇ ପଶ୍ଚିମବଙ୍ଗ ଗଲା ବେଳେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ତାଙ୍କଠାରୁ ପ୍ରାୟ ୧୭ ଗ୍ରାମର ବ୍ରାଉନସୁଗାର ଜବତ … Read More

ଘଣ୍ଟାରେ ୪୬ ହଜାରରୁ ଅଧିକ ପଜିଟିଭ୍, ୮୫୩ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ୧ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ … Read More

ଗତ ୨୪ଘଣ୍ଟାରେ କରୋନା ନେଲା ୪୬ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୩୨୨୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୧୦୯କୁ ବୃଦ୍ଧି … Read More

ରାଜ୍ୟରେ ୨୪ ଘଣ୍ଟାରେ ୩୨୨୨ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୩୨୨୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୧୬୧୦୯ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮୩୮ଜଣ … Read More

ପୋଲିସ ଏନକାଉଣ୍ଟରରେ ହାର୍ଡ କୋର ମାଓବାଦୀର ମୃତ୍ୟୁ

ମାଲାକାନଗିରି, (ଓଡିଶା ଟାଇମ୍): ପୋଲିସ ଏନକାଉଣ୍ଟରରେ ଜଣେ ହାର୍ଡ କୋର ମାଓବାଦୀର ମୃତ୍ୟୁ ହୋଇଛି। ଘଟଣା ସ୍ଥଳରୁ ଅତ୍ୟାଧୁନିକ ଓ୍ୱାକିଟକି ସହ ବନ୍ଧୁକ ଜବତ ହୋଇଛି। ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବସ୍ତର ଜିଲ୍ଲାର ଏଲନଗନାର ଜଙ୍ଗଲରେ ଏହି … Read More

ଏଲଓସିରେ ଅନୁପ୍ରବେଶ ବନ୍ଦ ରହିଛି’: ଡ୍ରୋନ୍‌ ଆକ୍ରମଣକୁ ନେଇ ଏମିତି କହିଲେ ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଜାମ୍ମୁକାଶ୍ମୀରରେ ଡ୍ରୋନ୍‌ ଆକ୍ରମଣ ବଢ଼ିବା ପରେ ଭାରତୀୟ ସେନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିଦିଆଯାଇଛି। ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବାଣେ ଲଗାତାର ସ୍ଥିତି ଉପରେ ନଜର ମଧ୍ୟ ରଖିଛନ୍ତି । ତାଙ୍କ … Read More

୨୦ ଜିଲ୍ଲାରେ ବସ୍‌ ଚଳାଚଳ ନେଇ ଜାରି ହେବ ଗାଇଡ୍‌ଲାଇନ୍‌

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ଜୁଲାଇ ମାସର ଗାଇଡ୍ ଲାଇନ୍ କିଛି କଟକଣାକୁ କୋହଳ କରାଯାଇଛି । ୩୦ଟି ଜିଲ୍ଲାକୁ ୨ଟି କାଟେଗୋରୀରେ ବିଭକ୍ତ କରାଯାଇଛି । ଏ- କାଟେଗୋରୀରେ ୨୦ ଜିଲ୍ଲା ରହିଥିବା ବେଳେ ସଂକ୍ରମଣ ୫ ପ୍ରତିଶରୁ ଅଧିକ … Read More