ମାଗଣାରେ ସ୍ପୁଟନିକ୍-ଭି ଟିକା ଦେବେ ସରକାର

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ମହାମାରୀକୁ ନିୟନ୍ତ୍ରଣକୁ ଆଣିବାକୁ ସରକାର ଜାରି ରଖିଛନ୍ତି ଟିକାକରଣ । ଏଥିପାଇଁ ଲୋକଙ୍କୁ ବ୍ୟାପକ ସଂଖ୍ୟାରେ ଟିକା ଦିଆଯାଉଛି । ବର୍ତ୍ତମାନ ଟିକାକରଣ କେନ୍ଦ୍ରରେ କେବଳ କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ଉପଲବ୍ଧ ହେଉଛି । … Read More

ଦେଶରେ କମୁଛି ଦୈନିକ ସଂକ୍ରମଣ; ୨୪ ଘଣ୍ଟାରେ ୩୪,୭୦୩ ଚିହ୍ନଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୪,୭୦୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ୧୧୧ ଦିନ ମଧ୍ୟରେ ସବୁଠାରୁ କମ୍‍ ଦୈନିକ ସଂକ୍ରମଣ ବୋଲି ଜଣାଯାଇଛି। … Read More

ଆଜିଠୁ ୪୩ ମାର୍ଗରେ ଗଡ଼ିବ ସରକାରୀ

ଭୁବନେଶ୍ବର, (ଓଡିଶା ଟାଇମ୍): ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି) ପକ୍ଷରୁ ମଙ୍ଗଳବାରଠାରୁ ୪୩ଟି ମାର୍ଗରେ ବସ୍ ଚଳାଚଳ ଆରମ୍ଭ କରିବ। ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବସ୍‌ରେ ଯାତ୍ରା ସମୟରେ ତୁଣ୍ଡି ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ରାଷ୍ଟ୍ରାୟତ୍ତ … Read More

ଆଜି ସୋନିଆଙ୍କୁ ଭେଟିବେ କ୍ୟାପଟେନ ଅମରିନ୍ଦର ସିଂ

ଚଣ୍ଡୀଗଡ, (ଓଡିଶା ଟାଇମ୍): ପଞ୍ଜାବ କଂଗ୍ରେସରେ ଥମୁନି ଦଳୀୟ କନ୍ଦଳ । ଏହାରି ଭିତରେ ପ୍ରଥମ ଥର ପାଇଁ କ୍ୟାପଟେନ ଅମରିନ୍ଦର ସିଂ ଆଜି ନୂଆଦିଲ୍ଲୀରେ ମଧ୍ୟବର୍ତ୍ତୀକାଳୀନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିବେ। ଏହାପୂର୍ବରୁ ସେ ଦିଲ୍ଲୀରେ ପାର୍ଟି ହାଇକମାଣ୍ଡ … Read More

ଗତ ୨୪ଘଣ୍ଟାରେ କରୋନା ନେଲା ୫୧ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୨୪୮୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୧ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୨୯୯କୁ ବୃଦ୍ଧି ପାଇଛି … Read More

ରାଜ୍ୟରେ ୨୪ ଘଣ୍ଟାରେ ୨୪୮୭ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୨୪୮୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୨୭୧୮୬ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪୨୮ଜଣ … Read More

ତୈଳ ଦର ବୃଦ୍ଧିକୁ ବିରୋଧ କରି ରାଜ ରାସ୍ତାକୁ ଓହ୍ଲାଇବ କଂଗ୍ରେସ

ଭୁବନେଶ୍ବର, (ଓଡିଶା ଟାଇମ୍): ବଢ଼ୁଥିବା ତୈଳ ଦରକୁ ବିରୋଧ କରି ରାସ୍ତାକୁ ଓହ୍ଲାଇବ କଂଗ୍ରେସ । ଆସନ୍ତା ୭ରୁ ୧୭ ତାରିଖ ଯାଏଁ ରାଜ୍ୟବ୍ୟାପୀ ପର୍ଯ୍ୟାୟକ୍ରମେ ବିକ୍ଷୋଭ ପ୍ରଦର୍ଶନ କରିବ ଦଳ । ୭ରେ ରାଜ୍ୟର ସମସ୍ତ ବ୍ଲକରେ ବିକ୍ଷୋଭ କରିବେ … Read More

ଏଣିକି ଅନଲାଇନ୍‌ରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇପାରିବେ ଅଭିଯୋଗ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): କୌଣସି ସରକାରୀ ବିଭାଗର କାର୍ଯ୍ୟରେ ଆପଣ ଖୁସୀ ନାହାନ୍ତି କି ? କେନ୍ଦ୍ର ସରକାରଙ୍କ ଯୋଜନାର ଲାଭ ଆପଣଙ୍କ ପାଖରେ ପହଞ୍ଚିପାରୁ ନାହିଁ କି ? ତେବେ ଆପଣଙ୍କୁ ଆଉ ବ୍ୟସ୍ତ ହେବାର ନାହିଁ। ଏବେ ନିଜର … Read More

PM ଆବାସ ଯୋଜନା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍): PM ଆବାସ ଯୋଜନା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫୋନି ପ୍ରଭାବିତ ୧୪ ଜିଲ୍ଲା ଛାଡ଼ି ଅନ୍ୟ ଜିଲ୍ଲା ପାଇଁ ଚିଠି ଲେଖିଛନ୍ତି ସିଏ । ଏହି ୧୬ ଜିଲ୍ଲାରେ ଆବାସ୍‌ … Read More

ମାଡି ଆସୁଛି ବାତ୍ୟା ‘ଏଲସା’

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଆସୁଛି ବାତ୍ୟା ଏଲସା । ଆମେରିକାର ଦକ୍ଷିଣ ପୂର୍ବ ରାଜ୍ୟ ଫ୍ଲୋରିଡାରେ ତାଣ୍ଡବ ରଚିବ ଏଲସା । ଏନେଇ ପ୍ରଶାସନ ମଧ୍ୟ ସତର୍କ ରହିଛି । ସୂଚନାନୁସାରେ, ବାତ୍ୟା ଏଲସା ଶନିବାର ହାଇତି ଓ ଡୋମିନିକା ରିପବ୍ଲିକରେ … Read More