ଆଗାମୀ ୧୦ ବର୍ଷରେ ଓଡିଶାରେ ଏକ ଲକ୍ଷ କୋଟି ଟଙ୍କା ପୁଞ୍ଜି ନିବେଶ କରିବ JSPL

ଭୁବନେଶ୍ବର, (ଓଡିଶା ଟାଇମ୍): ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାଓ୍ଵାର ଲିମିଟେଡ୍(ଜେଏସପିଏଲ) ଆଗାମୀ ୧୦ ବର୍ଷରେ ଓଡିଶାରେ ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ। ଏହାର ସୂଚନା ଦେଇଛନ୍ତି ଜିନ୍ଦଲ କମ୍ପାନୀର ଚେୟାରମ୍ୟାନ ନବୀନ ଜିନ୍ଦଲ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ … Read More

ମୋଦୀଙ୍କ ଟିମରେ ସାମିଲ ହେବେ ୩୩ ନୂଆ ମୁହଁ, ୬ ନମ୍ବରରେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ନରେନ୍ଦ୍ର ମୋଦୀ ସରକାରର ଦ୍ଵିତୀୟ କାର୍ଯ୍ୟକାଳର ଆଜି ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇଛି। ଆଜି ସନ୍ଧ୍ୟା ୬ଟାରେ ୪୩ ମନ୍ତ୍ରୀ ଶପଥ ଗ୍ରହଣ କରିବେ। ନୂତନ ମନ୍ତ୍ରିମଣ୍ଡଳରେ ଅନେକ ନୂତନ ଚେହେରା ସାମିଲ କରାଯାଇଥିବା ବେଳେ ଅନେକ … Read More

ମମତାଙ୍କ ଉପରେ ୫ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କଲେ, ଶୁଣାଣିରୁ ଓହରିଲେ

କୋଲକାତା, (ଓଡିଶା ଟାଇମ୍): ଜଜ୍‌ଙ୍କ କର୍ତ୍ତବ୍ୟନିଷ୍ଠା ପ୍ରତି ଅଙ୍ଗୁଳି ଉଠାଇବା ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଲାଗି ମହଙ୍ଗା ପଡିଛି। ହାଇକୋର୍ଟ ଜଜ୍ ଜଷ୍ଟିସ୍‌ କୌଶିକ ଚନ୍ଦା ମମତାଙ୍କ ନନ୍ଦିଗ୍ରାମ ମାମଲାରୁ ନିଜକୁ ପୃଥକ କରିଛନ୍ତି। ତେବେ ମାମଲାରୁ ନିଜକୁ … Read More

କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ପ୍ରତାପ ଷଡ଼ଙ୍ଗୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ।  MSME  ଓ ପଶୁସମ୍ପଦ ରାଷ୍ଟ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସୂଚନା ଥାଉକି, କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ବଡ ଧରଣର ଅଦଳବଦଳ ହୋଇଯାଇଛି । … Read More

ଗୋଆରେ ହେବ ୫୨ତମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ (ଆଇଏଫଏଫଆଇ) ର ୫୨ ତମ ସଂସ୍କରଣର ନିୟମ ସହିତ ପୋଷ୍ଟର ଜାରି କରିଛନ୍ତି। ଏହି ଫିଲ୍ମ ମହୋତ୍ସବ ୨୦ ରୁ ୨୮ ନଭେମ୍ବର ୨୦୨୧ … Read More

୨୪ ଘଣ୍ଟାରେ ଦେଶରେ ବାହାରିଲେ ୪୩ ହଜାରରୁ ଅଧିକ ପଜିଟିଭ୍, ୯୩୦ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଦୈନିକ ଲକ୍ଷାଧିକ ସଂକ୍ରମଣ ପରେ ଏବେ ୧ ଲକ୍ଷ ତଳକୁ ଖସିଛି ପଜିଟିଭ । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୫ ହଜାରରୁ କମ୍ … Read More

ଭୂକମ୍ପର ଝଟକାରେ ଥରିଲା ଆସାମ: ରିକ୍ଟର ସ୍କେଲରେ ତୀବ୍ରତା ୫.୩

ନୂଆଦିଲ୍ଲୀ,(ଓଡିଶା ଟାଇମ୍): ଭୂକମ୍ପରେ ଥରିଲା ଆସାମ ମାଟି । ବୁଧବାର ସକାଳ  ୮ଟା ୪୫ରେ ଆସାମର ଗୋଲପାରା ଠାରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଏହାର ସୂଚନା … Read More

ଆଜି ସଂଧ୍ୟାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ !

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଆଜି ସଂଧ୍ୟାରେ ହୋଇପାରେ କେନ୍ଦ୍ରମନ୍ତ୍ରିମଣ୍ଡଳ ସଂପ୍ରସାରଣ । ଏଭିତରେ ଦିଲ୍ଲୀକୁ ଅନେକ ନେତାଙ୍କୁ ଡକରା ହୋଇଛି । ତେବେ କେମିତି ହେବ ମୋଦିଙ୍କ ଡ୍ରିମ୍ ଟିମ୍ ସେନେଇ ଆକଳନ ଚାଲିଛି । ନୂଆ ମନ୍ତ୍ରିମଣ୍ଡଳରେ ୬ କ୍ୟାବିନେଟ୍ … Read More

ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଆର କୁମାରମଙ୍ଗଳମ୍‍ଙ୍କ ପତ୍ନୀଙ୍କୁ ହତ୍ୟା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ସ୍ୱର୍ଗତ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀଙ୍କୁ ହତ୍ୟା । ପି ରଂଗରାଜନ କୁମାରମଙ୍ଗଲମଙ୍କ ପତ୍ନୀ କିଟ୍ଟି କୁମାରମଂଗଲମଙ୍କୁ ଗତକାଲି ରାତିରେ ବସନ୍ତ ବିହାରସ୍ଥିତ ତାଙ୍କ ବାସଭବନରେ ହତ୍ୟା କରାଯାଇଛି । ତେବେ ଏହି ଘଟଣାରେ ପୋଲିସ ଜଣେ ସଫେଇ … Read More

ବଲିଉଡର ‘ଟ୍ରାଜେଡି କିଙ୍ଗ’ ବର୍ଷିଆନ ବିଶିଷ୍ଟ ଅଭିନେତା ଦିଲୀପ କୁମାରଙ୍କ ପରଲୋକ

ମୁମ୍ବାଇ, (ଓଡ଼ିଶା ଟାଇମ୍):ବଲିଉଡ ପାଇଁ ଏକ ଦୁଃଖଦ  ଖବର । ପରଲୋକରେ ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାର । ଦୀର୍ଘଦିନ ହେବ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ , ହେଲେ ବୁଧବାର ଦିନ ସକାଳ ୭.୩୦ରେ ତାଙ୍କର ଦେହାନ୍ତ ହୋଇଯାଇଛି … Read More