ବାଂଲାଦେଶର ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ: ୪୦ ଜଣଙ୍କ ମୃତ୍ୟୁ
ଢାକା, (ଓଡିଶା ଟାଇମ୍): ବାଂଲାଦେଶ ଏକ କାରଖାନାରେ ଶୁକ୍ରବାର ଦିନ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪୦ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡରେ ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ଶ୍ରମିକ ଜୀବନ ବିକଳରେ … Read More











