ଦେଶରେ ୨୪ ଘଣ୍ଟାରେ ବାହାରିଲେ ୪୧ ହଜାରରୁ ଅଧିକ ପଜିଟିଭ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍):ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ୧ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ … Read More

ପୁଣି ବଢ଼ିଲା ଇନ୍ଧନ ଦର: ପେଟ୍ରୋଲ୍‌ ୩୯ ପଇସା, ଡିଜେଲ୍‌ ୨୧ ପଇସା ବୃଦ୍ଧି

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ତିନିଦିନ ସ୍ଥିର ରହିବା ପରେ ପୁଣି ଆଜି ପେଟ୍ରୋଲ୍‌-ଡିଜେଲ୍‌ ଦର ବୃଦ୍ଧି ପାଇଛି ।  କମ୍ପାନୀମାନେ ଗୁରୁବାର ପୁଣି ଥରେ ଇନ୍ଧନର ଦର ବୃଦ୍ଧି କରିଛନ୍ତି। ପ୍ରତିଲିଟର ପେଟ୍ରୋଲ ୩୧-୩୯ ପଇସା ବୃଦ୍ଧି କରିଥିବା ବେଳେ ଡିଜେଲ … Read More

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ, (ଓଡିଶା ଟାଇମ୍): ଆଡ଼ପ ମଣ୍ଡପରେ ଶ୍ରୀଜୀଉ । ଚତୁର୍ଦ୍ଧାମୂର୍ତ୍ତିଙ୍କ ଚାଲିଛି ନୀତିକାନ୍ତି । ଆଜି ଗୁରୁବାର ଆଷାଢ ଶୁକ୍ଳ ପଞ୍ଚମୀ ମାସନ୍ତ ତିଥି ଥିବାରୁ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ରୀତିନୀତି ଅନୁସାରେ ମହାପ୍ରଭୁଙ୍କ ଦ୍ୱିତୀୟ ଭୋଗ … Read More

ରାଜ୍ୟରେ କରୋନା ନେଲା ୬୬ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୨୧୧୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୮୬୧କୁ ବୃଦ୍ଧି … Read More

ରାଜ୍ୟରେ ୨୪ ଘଣ୍ଟାରେ ୨୧୧୦ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୨୧୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୪୭୮୫୯ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ … Read More

ଆଜି ନୂଆ ଗାଇଡଲାଇନ୍ ଜାରି କରିବେ ସରକାର !

ଭୁବନେଶ୍ବର, (ଓଡିଶା ଟାଇମ୍): ଶୁକ୍ରବାର ସରୁଛି ଆଂଶିକ ଲକଡାଉନ୍ । ଗୁରୁବାର ରାଜ୍ୟ ସରକାର ଘୋଷଣା କରିପାରନ୍ତି ନୂଆ ଗାଇଡଲାଇନ୍ । ତେବେ କ’ଣ ହେବ ନୂଆ ଗାଇଡ୍ ଲାଇନର ରୂପରେଖ । କ’ଣ ଖୋଲିବ, କ’ଣ ବନ୍ଦ ରହିବ । … Read More

ପୀୟୂଷ ଗୋୟଲ ସଂସଦୀୟ ଦଳ ନେତା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ବରିଷ୍ଠ ବିଜେପି ନେତା ପିୟୁଷ ଗୋଏଲ, ରାଜ୍ୟସଭାରେ ବିଜେପି ସଂସଦୀୟ ଦଳ ନେତା ନିଯୁକ୍ତ ହୋଇଛନ୍ତି । କେନ୍ଦ୍ର କ୍ୟାବିନେଟ୍‌ରେ ଗୁରୁତ୍ବପୂର୍ଣ୍ଣ (ବାଣିଜ୍ୟ ଓ ଶିଳ୍ପ, ଉପଭୋକ୍ତା ବ୍ୟାପାର ଓ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ଓ … Read More

ବଢିଲା କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ସୂଚନାଯୋଗ୍ୟ, ଗତ ବର୍ଷ ଏହାକୁ ବନ୍ଦ କରାଯାଇଥିବା ବେଳେ ଏବେ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଦୀର୍ଘ ଦିନ ଧରି ଅପେକ୍ଷାରତ ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏହା … Read More

ପାକିସ୍ତାନରେ ବସରେ ବିସ୍ଫୋରଣ; ୬ ଚାଇନା ନାଗରିକଙ୍କ ସମେତ ୮ ମୃତ

ପାକିସ୍ତାନ, (ଓଡିଶା ଟାଇମ୍): ପାକିସ୍ତାନରେ ଏକ ବସରେ ବିସ୍ଫୋରଣ ଘଟିବାରୁ ସେଥିରେ ଯାଉଥିବା ଅନ୍ୟୂନ ୬ ଜଣ ଚାଇନା ନାଗରିକଙ୍କ ସମେତ ମୋଟ ୮ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ପାକିସ୍ତାନୀ ସୈନ୍ୟ ମଧ୍ୟ ରହିଛନ୍ତି । … Read More

କରୋନାରେ ମୋଷ୍ଟ ଓ୍ୱାଣ୍ଟେଡ୍ ମାଓବାଦୀ ହୁଙ୍ଗାର ମୃତ୍ୟୁ, ୧୫ ଲକ୍ଷ ଟଙ୍କାର ରହିଥିଲା ପୁରସ୍କାର ରାଶି

ଛତ୍ତିଶଗଡ଼, (ଓଡିଶା ଟାଇମ୍): ଛତିଶଗଡର ସୁକମା ମାଓ କ୍ୟାମ୍ପରେ ମାତିଲା ମହାମାରୀ । କରୋନାରେ ମୋଷ୍ଟ ଓ୍ୱାଣ୍ଟେଡ୍ ମାଓବାଦୀ ହେମଲା ହୁଙ୍ଗାର ମୃତ୍ୟୁ । ମେ ୨୦୧୩ରେ ଜିରାମ ଘାଟିରେ କଂଗ୍ରେସ ନେତାଙ୍କ ହତ୍ୟା ମାମଲାରେ ହେମଲା ହୁଙ୍ଗା ଅଭିଯୁକ୍ତ ଥିଲା … Read More