ଫିଲିପାଇନ୍ସରେ ଶକ୍ତିଶାଳୀ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୭

ଫିଲିପାଇନ୍ସ, (ଓଡିଶା ଟାଇମ୍):ଫିଲିପାଇନ୍ସରେ ସକାଳେ ଶକ୍ତିଶାଲୀ ଭୂକମ୍ପ ଅନୁଭୂତ । ଯେତେବେଳେ ଭୂକମ୍ପ ହୋଇଥିଲା, ଲୋକମାନେ ଭୟଭୀତ ହୋଇ ଘରୁ ଦୌଡି ପଳାଇଆସିଥିଲେ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ ଥିଲା । ତେବେ ଏହି ସମୟ ମଧ୍ୟରେ କୌଣସି … Read More

ରାଜ୍ୟରେ କରୋନା ନେଲା ୬୮ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୧୮୬୪ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୪୪୫କୁ ବୃଦ୍ଧି … Read More

୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୮୬୪ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୧୮୬୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୬୫୭୧୫ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୮୨ଜଣ … Read More

ଆନ୍ଧ୍ରପ୍ରଦେଶରେ ଅଗଷ୍ଟ ୧୬ରୁ ଖୋଲିବ ସ୍କୁଲ: କେଉଁ ରାଜ୍ୟରେ କେବେଠୁ ଖୋଲିବ ଜାଣନ୍ତୁ…

ନୂଆଦିଲ୍ଲୀ, (ଓଡିଶା ଟାଇମ୍): କରୋନା ମହାମାରୀର ଦ୍ୱିତୀୟ ଲହର ଧିରେ ଧିରେ ହ୍ରାସ ପାଇବାକୁ ଲାଗିଛି। ଫଳରେ ଅନେକ ରାଜ୍ୟ ସ୍କୁଲ ଖୋଲିବା ପାଇଁ ବିଚାର କରୁଛନ୍ତି। ପ୍ରାୟ ୧୨ ଟି ରାଜ୍ୟରେ ସ୍କୁଲ ଖୋଲିଛି ବା ଏଥି ପାଇଁ ପ୍ରକ୍ରିୟା … Read More

ବିଜେପି ଛାଡି ଶଙ୍ଖ ଧରିଲେ ସାହାରପଡା ବ୍ଲକ୍ ଅଧ୍ୟକ୍ଷାଙ୍କ ସହ ଅନେକ କର୍ମୀ

ପାଟଣା, (ଓଡିଶା ଟାଇମ୍): ପଞ୍ଚାୟତିରାଜ ନିର୍ବାଚନ ଘୋଷଣା ପୂର୍ବରୁ ପାଟଣା ବିଧାୟକ ଜଗନ୍ନାଥ ନାଏକ ଏକ ମାଷ୍ଟର ଷ୍ଟ୍ରୋକ ମାରିଛନ୍ତି। ଦୀର୍ଘବର୍ଷ ଧରି ବିଜେପିର ଗଡ ହୋଇ ରହି ଆସିଥିବା ସାହାରପଡ଼ା ବ୍ଲକ ଅଞ୍ଚଳରୁ ବିଧାନସଭା ନିର୍ବାଚନରେ ଭଲ ଭୋଟ ପାଇବା … Read More

୨୪ ଘଣ୍ଟାରେ ବାହାରିଲେ ୩୫୦୦୦ରୁ ଅଧିକ ପଜିଟିଭ୍, ୪୮୩ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ୧ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ … Read More

ସୌମ୍ୟ ମୃତ୍ୟୁ ସସ୍‌ପେନ୍ସ; ଡିଏଫଓଙ୍କୁ ଜେରା

ଗଜପତି, (ଓଡିଶା ଟାଇମ୍): ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା ତଦନ୍ତ ପାଇଁ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ । କାର୍ଯ୍ୟାଳୟରେ ଡିଏଫଓଙ୍କୁ ଚାଲିଛି ପଚରାଉଚରା । କଡା ସୁରକ୍ଷାବଳୟ ମଧ୍ୟରେ ନିଜ … Read More

ସାଢେ ୧୧ଟାରେ କୋଭିଡ୍ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ କରୋନା ଭାଇରସର ମାମଲା ଧିରେଧିରେ ହ୍ରାସ ପାଉଛି । ୨୦୦୦ ତଳେ ଦୈନିକ ସଂକ୍ରମଣ ରହୁଛି । ଏସବୁ ମଧ୍ୟରେ ଶୁକ୍ରବାର କରୋନା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ … Read More

୨୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର, (ଓଡିଶା ଟାଇମ୍): ବର୍ଷା ଅଭାବରୁ ରାଜ୍ୟରେ ମରୁଡ଼ି ଆଶଙ୍କା ଦେଖା ଦେଇଥିବାବେଳେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ଏହା ପ୍ରଭାବରେ ଗୁରୁବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଛି । ଭାରତୀୟ ପାଣିପାଗ … Read More

ସେନା-ଆତଙ୍କବାଦୀ ମୁହାଁମୁହିଁ, ଟଳିଲେ ୨ ଆତଙ୍କୀ

ଶ୍ରୀନଗର, (ଓଡିଶା ଟାଇମ୍):ଉତ୍ତର କାଶ୍ମୀରର ସୋପୋର ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଏହି ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ଜଣାପଡିଛି । ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି । ସୂଚନାନୁସାରେ, ସେନାକୁ ଆତଙ୍କବାଦୀ … Read More