କରୋନା ପରେ ଡରାଇଲାଣି ଜିକା ଭାଇରସ

ମୁମ୍ବାଇ, (ଓଡିଶା ଟାଇମ୍): ମହାମରୀ କରୋନା ପରେ ଏବେ ଡରାଇଲାଣି ଜିକା ଭାଇରସ। ଲୋକଙ୍କ ଆଖିରୁ ନିଦ ହଜାଇଦେଇଛି ଜିକା। ମହାରାଷ୍ଟ୍ରରେ ଜିକା ଭାଇରସ ଆତଙ୍କ ଖେଳାଇଛି। ପୁଣେରେ ଜିକା ଭାଇରସ ସଂକ୍ରମଣର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଏଠାକାର ଜଣେ … Read More

ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ଜଣେ ହାର୍ଡକୋର ମାଓବାଦୀ ନିହତ

ମାଲକାନାଗିରି, (ଓଡିଶା ଟାଇମ୍): ପୋଲିସ-ମାଓବାଦୀ ଗୁଳିବିନିମୟ ।  ମାଲକାନଗିରି ତେଲେଙ୍ଗାନା ସୀମାନ୍ତ ଭଣ୍ଡାରି କୋତ୍ତାଗୂଡେମ ଜିଲ୍ଲାରେ ଘଟିଛି ଏନକାଣ୍ଟର । ପୋଲିସ ଗୁଳିରେ ଜଣେ ହାଡକୋର ମାଓବାଦୀ ପ୍ରାଣ ହରାଇଛନ୍ତି । ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି । … Read More

କେନ୍ଦ୍ରାପଡ଼ା ରସାବଳୀକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ଦାବି

କେନ୍ଦ୍ରାପଡା, (ଓଡିଶା ଟାଇମ୍):କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳୀକୁ ଜି.ଆଇ.ଟ୍ୟାଗ ମାନ୍ୟତା କରିବାକୁ ଦାବି କରିଛନ୍ତି ୩ ସାଂସଦ । ସୁବାଷ ସିଂହ ନେତୃତ୍ୱରେ ସାଂସଦ ମୁନା ଖାନ ଓ ସାଂସଦ ମମତା ମହନ୍ତ ପ୍ରମୁଖ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ତାଙ୍କ ପାର୍ଲିଆମେଣ୍ଟ କାର୍ଯ୍ୟଳରେ … Read More

ଆମେରିକାରେ ଚିନ୍ତା ବଢାଉଛି ଡେଲଟା ଭାଇରସ୍

ୱାସିଂଟନ, (ଓଡିଶା ଟାଇମ୍): ସର୍ବା‌ଧିକ ସଂକ୍ରାମକ ଡେଲ୍‌ଟା ପ୍ରଜାତି ପାଇଁ ଆମେରିକାରେ ଭୟଙ୍କର ସ୍ଥିତି ଉପୁଜିଛି। ଆମେରିକାରେ ଦୈନିକ ସଂକ୍ରମଣ ମାମଲା ‌ଏବେ ୧ ଲକ୍ଷରୁ ଅଧିକ ରହୁଛି। ଆମେରିକାରେ ସମସ୍ତ ନୂଆ ମାମଲାର କାରଣ ଡେଲ୍‌ଟା। ଆଜି ୧ ଲକ୍ଷ … Read More

୫ରୁ ଖୋଲିବ ଭିତରକନିକା

କେନ୍ଦ୍ରାପଡା, (ଓଡିଶା ଟାଇମ୍): ଅଗଷ୍ଟ ୫ ତାରିଖରୁ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ରାଜନଗର ବନଖଣ୍ଡ ଅଧିକାରୀ ଡ. ଯଜ୍ଞଦତ୍ତ ପତି ଦେଇଛନ୍ତି ଏହି ସୂଚନା l ଅଗଷ୍ଟ ମାସର କରୋନା କଟକଣା ଗାଇଡ୍‌ଲାଇନ୍ ଆସିବା ପରେ … Read More

କନ୍ଦାହାର ବିମାନବନ୍ଦର ଉପରେ ରକେଟ୍ ମାଡ; ସମସ୍ତ ଉଡ଼ାଣ ରଦ୍ଦ

କାବୁଲ, (ଓଡିଶା ଟାଇମ୍): ଆଫଗାନିସ୍ତାନର କନ୍ଦାହାର ବିମାନବନ୍ଦରରେ ରକେଟ୍ ମାଡ ହୋଇଛି। ବିମାନବନ୍ଦରରେ ଲଗାତାର ୩ଟି ରକେଟ୍‌ ମାଡ କରାଯାଇଥିବା ସୂଚନା ମିଳିଛି। ସେଥିମଧ୍ୟରୁ ଦୁଇଟି ରନୱେରେ ମାଡ ହୋଇଛି। ଏହାପରେ ବିମାନବନ୍ଦରରୁ ସମସ୍ତ ଉଡ଼ାଣ ରଦ୍ଦ କରାଯାଇଛି। ଏହି ଆକ୍ରମଣ … Read More

୨୪ ଘଣ୍ଟାରେ ବାହାରିଲେ ୪୧ ହଜାରରୁ ଅଧିକ ପଜିଟିଭ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ୧ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ … Read More

ଆସାମ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମିଜୋରାମ ପୁଲିସର ଏତଲା

ଦିମାପୁର ,(ଓଡିଶା ଟାଇମ୍): ସଂଘର୍ଷର ତଦନ୍ତ କୌଣସି ସ୍ବାଧୀନ ବା ନିରପେକ୍ଷ ସଂସ୍ଥା ଦ୍ବାରା କାହିଁକି କରାଯାଉ ନାହିଁ ବୋଲି ମିଜୋରାମ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା। ଶର୍ମାଙ୍କ ସମେତ ରାଜ୍ୟର ୪ବରିଷ୍ଠ ପୁଲିସ ଅଧିକାରୀ ଓ … Read More

ରାଜ୍ୟରେ କରୋନା ନେଲା ୬୪ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ୨୪ ଘଣ୍ଟା ମଧ୍ୟରେ ୧୪୩୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୯୬୬କୁ ବୃଦ୍ଧି ପାଇଛି … Read More

୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୪୩୭ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୧୪୩୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୭୮୭୦୫ ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ … Read More