ବୁର୍ଲା ଏମସିଏଲରେ ଭୟାବହ ଅଗ୍ନିକାଣ୍ଡ, ବହୁ ମୂଲ୍ୟବାନ ସାମଗ୍ରୀ ପୋଡି ନଷ୍ଟ
ବୁର୍ଲା, (ଓଡିଶା ଟାଇମ୍): ବୁର୍ଲାସ୍ଥିତ ଏମସିଏଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏମ୍ସିଏଲ୍ର ଆନନ୍ଦ ବିହାର କ୍ଲବରେ ହଠାତ୍ ନିଆଁ ଲାଗିଥିଲା।ଏହି ଘଟଣା ସ୍ଥାନୀୟଲୋକ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ବୁର୍ଲା ଅଗ୍ନିଶମ ବାହିନୀର ଦୁଇଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ … Read More











