ଆନ୍ଧ୍ର ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କଲେ ୬ ହାଡକୋର ମାଓବାଦୀ

ମାଲକାନଗିରି, (ଓଡିଶା ଟାଇମ୍): ଆନ୍ଧ୍ରପ୍ରଦେଶ ଡିଜିପିଙ୍କ ନିକଟରେ ଆଜି ୬ ଜଣ ହାଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନେ ସମସ୍ତେ ହେଉଛନ୍ତି ଆନ୍ଧ୍ର-ଓଡିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର ସଦସ୍ୟ । ଆତ୍ମସମର୍ପଣ କରିଥିବା ୬ ଜଣଙ୍କ ମଧ୍ୟରୁ ଡିସିଏମ … Read More

କଂଗ୍ରେସର ଟ୍ବିଟର ଆକାଉଣ୍ଟ ଅଚଳ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସମେତ ଅନେକ ଦଳୀୟ ନେତାଙ୍କ ଆକାଉଣ୍ଟ ପରେ ଏବେ କଂଗ୍ରେସର ଅଫିସିଆଲ ଟ୍ୱିଟର ଆକାଉଣ୍ଟ ଅଚଳ ହୋଇଯାଇଛି। ଦଳର ଟ୍ବିଟର ଆକାଉଣ୍ଟକୁ ଅଚଳ କରିଦିଆଯାଇଥିବା ନେଇ ଗୁରୁବାର କଂଗ୍ରେସ ସୂଚନା ଦେବା … Read More

ରାଜ୍ୟ ଫରେନସିକ୍ ଲ୍ୟାବ୍‌ର ନୂତନ ଗୃହ କାର୍ଯ୍ୟକ୍ଷମ, ଲୋକର୍ପିତ କଲେ ପୋଲିସ ଡିଜି

ଭୁବନେଶ୍ବର, (ଓଡିଶା ଟାଇମ୍): ଭୁବନେଶ୍ବର ରସୁଲଗଡ ସ୍ଥିତ ରାଜ୍ୟ ଫରେନସିକ୍ ଲ୍ୟାବ୍ ର ନୂତନ ଗୃହକୁ ଉଦଘାଟନ କରିଛନ୍ତି ପୋଲିସ ଡିଜି ଅଭୟ । ଏହି ଫୋରେନସିକ୍ ଲ୍ୟାବ୍ ରେ ଉନ୍ନତମାନର ଯନ୍ତ୍ରପାତି ସହ ଅତ୍ୟାଧୁନିକ ପରୀକ୍ଷା ପାଇଁ ସମସ୍ତ ବ୍ୟବସ୍ଥା … Read More

ତୃତୀୟ ଲହର ପୂର୍ବରୁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି, ଶିଶୁଙ୍କ ପାଇଁ ବିଭିନ୍ନ ହସ୍ପିଟାଲରେ ହେବ ୩ ହଜାର ବେଡ୍

ଭୁବନେଶ୍ବର, (ଓଡିଶା ଟାଇମ୍): କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି। କେନ୍ଦ୍ର ସରକାରଙ୍କ ହିସାବ ଅନୁସାରେ ଠିକ୍ ସମୟରେ ଶିଶୁ ମାନଙ୍କ ପାଇଁ ୬ ଶହ ବେଡ୍ ର ଆବଶ୍ୟକତା ଅଛି। ରାଜ୍ୟ ସରକାର ୩ ହଜାର … Read More

ଦେଶରେ ଚିହ୍ନଟ ହେଲେ ଆଉ ୪୧,୧୯୫ କରୋନା ସଂକ୍ରମିତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧,୧୯୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଦିନକ ମଧ୍ୟରେ ୩୯,୦୬୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ମୋଟ ୩,୧୨,୬୦,୦୫୦ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଲେଣି। … Read More

ଆଜି ଠାରୁ ସେବାୟତଙ୍କ ପରିବାରଙ୍କ ଶ୍ରୀଜିଉଙ୍କ ଦର୍ଶନ

ପୁରୀ, (ଓଡିଶା ଟାଇମ୍): କରୋନା ୨ୟ ତରଙ୍ଗ ବୃଦ୍ଧି ପରେ ସମସ୍ତ ଧାର୍ମିକ ଅନୁଷ୍ଠାନ ସହ ପୁରୀ ଶ୍ରୀମନ୍ଦିର ମଧ୍ୟ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ହୋଇଥିଲା । ଦୀର୍ଘଦିନର ଅପେକ୍ଷା ପରେ ଆଜି ଜଗତରନାଥ ଜଗନ୍ନାଥଙ୍କୁ ଦର୍ଶନର ସୁଯୋଗ ମିଳିଛି । … Read More

ହିମାଚଳରେ ଭୀଷଣ ବର୍ଷା ଓ ଭୂସ୍ଖଳନ ପରେ ଭୂକମ୍ପ ଝଟକା

ଶିମଲା, (ଓଡିଶା ଟାଇମ୍): ହିମାଚଳ ପ୍ରଦେଶରେ ଭୀଷଣ ବର୍ଷା ଓ ଭୂସ୍ଖଳନ ମଧ୍ୟରେ ଭୂକମ୍ପ ଝଟକା ଲାଗିଛି। ରାଜଧାନୀ ଶିମଲାରେ ସକାଳେ ୮ଟା ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଶିମଲା ପାଣିପାଗ ବିଭାଗ ଏନେଇ ସ୍ପଷ୍ଟ କରିଛନ୍ତି। ତେବେ ଜନଜୀବନ … Read More

୧୬ ସୁଦ୍ଧା ମୌସୁମି ସ୍ବାଭାବିକ

ଭୁବନେଶ୍ବର, (ଓଡିଶା ଟାଇମ୍): ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ବିହାର ଓ ଅରୁଣାଞ୍ଚଳ ପ୍ରଦେଶ ପୂର୍ବରେ ରହିଛି। ଫଳରେ ରାଜ୍ୟରେ ଏବେ ଦୁର୍ବଳ ମୌସୁମି ବାୟୁ ରହିଛି। ଆସନ୍ତା ୧୫ରୁ ୧୬ ତାରିଖ ମଧ୍ୟରେ ରାଜ୍ୟରେ ମୌସୁମି ବାୟୁ ସ୍ବାଭାବିକ ପରିସ୍ଥିତିକୁ … Read More

୧୦୦ ପୁଲିସ କର୍ମଚାରୀ ମହାନିର୍ଦେଶକଙ୍କ ସମ୍ମାନ ପାଇଁ ମନୋନୀତ

ଭୁବନେଶ୍ବର, (ଓଡିଶା ଟାଇମ୍): ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟ ପୁଲିସର ବରିଷ୍ଠ ଆଇପିଏସ୍‌ ସ୍ତରରୁ ଆରମ୍ଭ କରି କନଷ୍ଟେବଳ ପର୍ଯ୍ୟନ୍ତ ୧୦୦ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ୨୦୨୧ ବର୍ଷ ପାଇଁ ଆସନ୍ତା ସ୍ବାଧୀନତା ଦିବସ ଅବସରରେ ପୁଲିସ ମହାନିର୍ଦେଶକଙ୍କ ସମ୍ମାନ … Read More

ରାଜ୍ୟରେ କରୋନା ନେଲା ୬୭ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧୦୭ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭ ଜଣ କରୋନା ଆକ୍ରାନ୍ତ … Read More