ତାଲିବାନକୁ ଝଟ୍କା, ଆର୍ଥିକ ସହାୟତା ବନ୍ଦ କଲା ଆଇଏମ୍ଏଫ୍
କାବୁଲ, (ଓଡିଶା ଟାଇମ୍): ଅସ୍ତ୍ର ବଳରେ ତାଲିବାନ ଆତଙ୍କି ଗୋଷ୍ଠୀ କ୍ଷମତା ଦଖଲ କରିବା ପରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମଏଫ) ଆଫଗାନିସ୍ତାନକୁ ପାଣ୍ଠି ଯୋଗାଣ ବନ୍ଦ କରିଦେଇଛି। ଏଥିସହିତ ଆଇଏମଏଫରେ ଗଚ୍ଛିତ ଥିବା ଦେଶର ମୁଦ୍ରା ତାଲିବାନ ଦ୍ୱାରା ବ୍ୟବହାର … Read More











