ଆସାମ-ମିଜୋରାମ ସୀମାରେ ପୁଣି ଉତ୍ତେଜନା
ଗୌହାଟି,(ଓଡିଶା ଟାଇମ୍): ଆସାମ ଓ ମିଜୋରାମ ମଧ୍ୟରେ ଜଣେ ଶ୍ରମିକଙ୍କୁ ଅପହରଣ କରାଯିବା ଅଭିଯୋଗକୁ ନେଇ ପୁଣି ଉତ୍ତେଜନା ଦେଖାଦେଇଛି। ଦୁଇ ରାଜ୍ୟ ମଧ୍ୟରେ ବିବାଦୀୟ ସୀମାନ୍ତରୁ ଜଣେ ନିର୍ମାଣ ଶ୍ରମିକଙ୍କୁ ଆସାମ ପୁଲିସ ଅପହରଣ କରିନେଇଛନ୍ତି ବୋଲି ମିଜୋରାମ ଅଭିଯୋଗ … Read More











