ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ଜିତିଲେ କୃଷ୍ଣ ନାଗର
ଟୋକିଓ, (ଓଡିଶା ଟାଇମ୍): ପାରାଲିମ୍ପିକ୍ସରେ ଆଜି ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନ୍ ଏସଏଚ୬ ବର୍ଗ ଫାଇନାଲରେ ହଂକଂର ଚୁ ମ୍ୟାନ୍ କେଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି। ନାଗରର ଏହି ୨୨ ବର୍ଷୀୟ ବ୍ୟକ୍ତି ଫାଇନାଲରେ ମ୍ୟାନ୍ … Read More











