ବିଧାନସଭାରେ ବିରୋଧୀଙ୍କ ଆଚରଣ ରାଜନୀତିର ‘ସିଫ୍ଟ୍ ଅଫ୍ ଗୋଲ୍ ପୋଷ୍ଟ’ : ବିଜେଡି ବିଧାୟକ ପ୍ରତାପ ଦେବ
ଭୁବନେଶ୍ବର, (ଓଡିଶା ଟାଇମ୍): ଖଣି ଦୁର୍ନୀତି ନେଇ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଲେ ବିଜେଡି ବିଧାୟକ ପ୍ରତାପ ଦେବ। କହିଛନ୍ତି, ବିଧାନସଭାରେ ବିରୋଧୀଙ୍କ ଆଚରଣ ରାଜନୀତିର ‘ସିଫ୍ଟ୍ ଅଫ୍ ଗୋଲ୍ ପୋଷ୍ଟ’ ପରି । ନିୟମାବଳୀ କରି ଖେଳ ଆରମ୍ଭ କରି … Read More











