ନୂଆଁଖାଇ ପାଇଁ ବଲାଙ୍ଗୀର ଚଳଚଞ୍ଚଳ : ଇଷ୍ଟଦେବୀଙ୍କୁ ଲାଗିହେବ ନବାନ୍ନ
ବଲାଙ୍ଗୀର, (ଓଡିଶା ଟାଇମ୍):ଆଜି ନୂଆଁଖାଇ। ଉତ୍ସବ ମୁଖର ବଲାଙ୍ଗୀର ଜିଲ୍ଲା। କୃଷି ଭିତ୍ତିକ ପର୍ବ ନୂଆଁଖାଇ ପାଇଁ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଘରେ ଘରେ ପରିବାର ପରିଜନଙ୍କ ସହ ଏକାଠି ହୋଇଛନ୍ତି ସମସ୍ତେ। ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ … Read More











