ବିଜୟଙ୍କୁ ହରାଇ ଭୁବନେଶ୍ୱର କ୍ଳବର ନୂଆ ସଭାପତି ହେଲେ ଅସିତ୍ ତ୍ରିପାଠୀ
ଭୁବନେଶ୍ବର,(ଓଡିଶା ଟାଇମ୍): ବାଜିମାତ କରିଲେ ଅସିତ ତ୍ରିପାଠୀ । ଭୁବନେଶ୍ୱର କ୍ଳବର ସଭାପତି ଭାବେ ମନୋନୀତ ହୋଇଛନ୍ତି ଅବସରପ୍ରାପ୍ତ ଆଇଏସ୍ ଅସିତ ତ୍ରିପାଠୀ । ମୋଟ ୭୭୬ଟି ଭୋଟ ପାଇ ସେ ଏହି ବିଜୟ ହାସଲ କରିଛନ୍ତି । ତାଙ୍କ ପ୍ରତିଦ୍ୱନ୍ଦୀ … Read More











