ଦେଶର ୫ ହାଇକୋର୍ଟରେ ନିଯୁକ୍ତ ହେଲେ ୯ ନୂଆ ବିଚାରପତି
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶର ୯ ଜଣ ବିଚାରପତିଙ୍କୁ ୫ଟି ହାଇକୋର୍ଟରେ ନିଯୁକ୍ତି ପ୍ରଦାନ କରାଯିବା ନେଇ ଗୁରୁବାର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି । ଗତ ମାସରେ ସୁପ୍ରିମକୋର୍ଟଙ୍କ କଲେଜିୟମ ଦ୍ବାରା ବିଭିନ୍ନ ହାଇକୋର୍ଟରେ ଖାଲିଥିବା … Read More











