ଝାରସୁଗୁଡ଼ାରେ ସାପ୍ତାହିକ ସଟଡାଉନ୍ କଟକଣା ବୃଦ୍ଧି

ଝାରସୁଗୁଡ଼ା, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ ବଢିବାରେ ଲାଗିଛି।ଝାରସୁଗୁଡା ଜିଲ୍ଲାରେ ଲାଗୁ ହୋଇଥିବା ସପ୍ତାହରେ ୨ ଦିନିଆ ସଟଡାଉନ୍ କଟକଣା ଅବଧି ବୃଦ୍ଧି ହୋଇଛି।ଅଗଷ୍ଟ  ୩୧ ଯାଏଁ ସପ୍ତାହରେ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ବନ୍ଦ … Read More

କରୋନାରୁ ସୁସ୍ଥ ହେଲେ ୧୪୨୨

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟାରେ ୨୭ଜିଲ୍ଲାରୁ ୧୪୨୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବଢୁଥିବା ଆକ୍ରାନ୍ତଙ୍କ ସହିତ ତାଳ ଦେଇ ସୁସ୍ଥ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆରୋଗ୍ୟକାରୀଙ୍କ … Read More

ଭୁବନେଶ୍ବରରୁ ଆଜି ୨୩୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ଭୁବନେଶ୍ୱରରୁ ୨୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଚିହ୍ନଟ ହୋଇଥିବା ୨୩୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୩୨ ଓ ସ୍ଥାନୀୟ ଅଞ୍ଚଳରୁ ୧୦୫ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ … Read More

ଜେଲ୍‌ରୁ ପୁଣି ଚିହ୍ନଟ ହେଲେ କରୋନା ପଜିଟିଭ୍‌

ରାଉରକେଲା, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ ବଢିବାରେ ଲାଗିଛି। ଆଉ ଏଥିରୁ ବାଦ ପଡିନି ବିଭିନ୍ନ ଜେଲ। ଜେଲ୍‌ରୁ ପୁଣି ଚିହ୍ନଟ ହେଲେ କରୋନା ପଜିଟିଭ୍‌।ରାଉରକେଲା ସ୍ବତନ୍ତ୍ର କାରାଗାରରୁ ୫୪ ଅନ୍ତେବାସୀ  କରୋନା ପଜିଟିଭ୍ ଚିହ୍ନଟ … Read More

ରାଜ୍ୟରେ ଆଜି ୯ଜୀବନ ନେଲା କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ୧୯୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୯ଜୀବନ ନେଇଛି କରୋନା । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୩, ମୟୁରଭଞ୍ଜରୁ ୨, କଟକରୁ ୨, କନ୍ଧମାଳ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ … Read More

ରାଜ୍ୟରେ ଚିହ୍ନଟ ହେଲେ ସର୍ବାଧିକ ୧୯୮୧ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୮୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୨୬୫୩ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ … Read More

୫ ଦିନ ପାଇଁ ବୁର୍ଲା ଥାନା ସିଲ୍

ବୁର୍ଲା, (ଓଡିଶା ଟାଇମ୍) : ସିଲ୍ ହେଲା ସମ୍ବଲପୁରର ବୁର୍ଲା ଥାନା । ଦୁଇ ଜଣ ପୋଲିସ କର୍ମଚାରୀ କରୋନା ପୋଜେଟିଭ୍ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନେଇ ପୋଲିସ ପ୍ରଶାସନ । ତେବେ ଆସନ୍ତା ୫ ଦିନ ପାଇଁ … Read More

ସଂକ୍ରମଣକୁ ଦୃଷ୍ଟିରେ ରଖି ପଦକ୍ଷେପ, ସହରର ୭ଟି ସ୍ଥାନରେ ୧୪୪ ଧାରା ଜାରି

ସମ୍ବଲପୁର , (ଓଡିଶା ଟାଇମ୍) :ସମ୍ବଲପୁର ସହରର ପୁଣି ୭ଟି ସ୍ଥାନରେ ଲାଗୁ ହେଲା ୧୪୪ ଧାରା । ଆଜିଠାରୁ ୧୭ ତାରିଖ ପର୍ଯ୍ୟନ୍ତ ୭ଟି ସ୍ଥାନରେ ୧୪୪ ଧାରା ଲାଗୁ ହୋଇଛି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାର ଦେଖି … Read More

ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି; ୨୪ ଘଣ୍ଟାରେ ୬୬,୯୯୯ ଆକ୍ରାନ୍ତ ଓ ୯୪୨ ମୃତ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୨୩ ଲକ୍ଷ ୯୬ ହଜାର ୬୩୮ରୁ ଅଧିକ ଟପିଛି । ଦେଶରେ କରୋନା … Read More

୨ ସପ୍ତାହ ମଧ୍ୟରେ ପ୍ରଥମ ବ୍ୟାଚ୍‌ କରୋନା ଟିକା ବାହାରିବ: ଋଷ

ମସ୍କୋ, (ଓଡିଶା ଟାଇମ୍‌): ଋଷ ପକ୍ଷରୁ ବିଶ୍ୱର ପ୍ରଥମ ଟିକା ବାହାର କରାଯାଇଥିବା ବେଳେ ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଏହାର ପ୍ରଥମ ବ୍ୟାଚ୍‌ ବାହାରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମିଖାଇଲ୍ ମୁରାସ୍କୋ ବୁଧବାର ଦିନ ସୂଚନା ଦେଇଛନ୍ତି । ଋଷର ଟିକାକୁ … Read More