ମାଗଣାରେ ସ୍ପୁଟନିକ୍-ଭି ଟିକା ଦେବେ ସରକାର

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ମହାମାରୀକୁ ନିୟନ୍ତ୍ରଣକୁ ଆଣିବାକୁ ସରକାର ଜାରି ରଖିଛନ୍ତି ଟିକାକରଣ । ଏଥିପାଇଁ ଲୋକଙ୍କୁ ବ୍ୟାପକ ସଂଖ୍ୟାରେ ଟିକା ଦିଆଯାଉଛି । ବର୍ତ୍ତମାନ ଟିକାକରଣ କେନ୍ଦ୍ରରେ କେବଳ କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ଉପଲବ୍ଧ ହେଉଛି । … Read More

ଗତ ୨୪ଘଣ୍ଟାରେ କରୋନା ନେଲା ୫୨ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୨୮୭୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୨୪୮କୁ ବୃଦ୍ଧି … Read More

ଗତ ୨୪ଘଣ୍ଟାରେ କରୋନା ନେଲା ୪୨ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୨୮୭୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୧୯୬କୁ ବୃଦ୍ଧି … Read More

ରାଜ୍ୟରେ ୨୪ ଘଣ୍ଟାରେ ୨୮୭୦ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୨୮୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୨୧୮୯୬ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୬୫୨ଜଣ … Read More

ରାଜ୍ୟରେ ୨୪ ଘଣ୍ଟାରେ ୨୯୧୭ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୨୯୧୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୧୯୦୨୬ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୬୭୭ଜଣ … Read More

ଘଣ୍ଟାରେ ୪୬ ହଜାରରୁ ଅଧିକ ପଜିଟିଭ୍, ୮୫୩ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ୧ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ … Read More

ଭାରତୀୟ କୂଟନୀତିର ପ୍ରଭାବ: ୮ଟି ୟୁରୋପୀୟ ଦେଶରେ ‘ଗ୍ରୀନ୍ ପାସପୋର୍ଟ’ରେ କୋଭିଶିଲ୍ଡ ଅନ୍ତର୍ଭୁକ୍ତ

ଭାରତର ଲୋକମାନେ, ଯେଉଁମାନେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆଦ୍ୱାରା ନିର୍ମିତ କୋଭିଡଶିଲ୍ଡ ଟୀକା ନେଇଛନ୍ତି, ସେମାନେ ୟୁରୋପ ଯାତ୍ରା କରିବା ସମୟରେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ୟୁରୋପୀୟ ୟୁନିଅନ୍ ଏବଂ ସ୍ୱିଜରଲ୍ୟାଣ୍ଡର ସାତୋଟି ଦେଶ ମଧ୍ୟ ଭାରତର କୋଭିଡିଲ୍ଡ … Read More

ସେରମ୍ ଇନଷ୍ଟିଚ୍ୟୁଟକୁ ଝଟ୍‌କା, ଶିଶୁଙ୍କ ଉପରେ କୋଭୋଭାକ୍ସର ଟ୍ରାଏଲକୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ ୨ରୁ ୧୭ ବର୍ଷ ବୟସର ପିଲାଙ୍କ ଠାରେ କୋଭିଡ-୧୯ ଟିକା କୋଭୋଭାକ୍ସର ୨ୟ ଏବଂ ୩ୟ ପର୍ଯ୍ୟାୟ ପରୀକ୍ଷଣ କରିବାକୁ କରାଯାଇଥିବା ଆବେଦନକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଇଛନ୍ତି । ସେରମ୍‍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ … Read More

କରୋନା ଟୀକା ନ ନେଲେ ଦରମା ବନ୍ଦ

ଦେଶରେ ଅନେକ କର୍ମଚାରୀ ଅଛନ୍ତି ଯେଉଁମାନେ ଟୀକା ନେଇନାହାଁନ୍ତି । କିଛି ଲୋକ ଟୀକା ଗ୍ରହଣ କରୁନାହାଁନ୍ତି । ସେମାନେ ଭାବୁଛନ୍ତି ଅଫିସ୍ ନ ଯାଇ ଘରୁ କାମ କରିବାକୁ ପଡ଼ିବ, ତେବେ ଟୀକା କାହିଁକି ନେବେ ? ଯଦି ଆପଣ … Read More

ୟୁରୋପକୁ ଭାରତର କଡ଼ା ଚେତାବନୀ “ଆମର ଟୀକାକୁ ମାନ୍ୟତା ଦିଆ, ନଚେତ୍ ତୁମକୁ ସଂଗରୋଧ କରାଯିବ”

 ଭାରତ ସ୍ପଷ୍ଟ କରିଛି ଯେ ୟୁରୋପରେ ଭାରତୀୟ ଟୀକା ପ୍ରମାଣପତ୍ର ବୈଧ ହେବ, ନଚେତ୍ ଆମେ ୟୁରୋପୀୟ ନାଗରିକଙ୍କ ଟୀକା ପ୍ରମାଣପତ୍ରକୁ ମଧ୍ୟ ଚିହ୍ନି ପାରିବୁ ନାହିଁ । ଭାରତରେ ବିକଶିତ ଓ ଉତ୍ପାଦିତ କୋଭିଶିଲ୍ଡ ଏବଂ କୋଭାକ୍ସିନକୁ ସ୍ୱୀକୃତି ଦେବା … Read More