କରୋନାରେ ଚାଲିଗଲା ଡିଏମ୍‌କେ ବିଧାୟକଙ୍କ ଜୀବନ

ଚେନ୍ନାଇ, (ଓଡିଶା ଟାଇମ ) : କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିବା ଡିଏମ୍‌କେ ବିଧାୟକ ଜେ ଅମ୍ବାଜଗନ ବୁଧବାର ସକାଳେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତ। ଦୁଃଖର ବିଷୟ ଆଜି ମଧ୍ୟ ତାଙ୍କର ୬୨ତମ ଜନ୍ମଦିନ । ଅମ୍ବାଜଗନଙ୍କର ଅନ୍ୟାନ୍ୟ ଶାରୀରିକ … Read More

୨୪ ଘଣ୍ଟାରେ ୯୯୮୫ ନୂଆ ସଂକ୍ରମିତ ଚିହ୍ନଟ, ୨୭୯ ମୃତ

ନୂଆଦିଲ୍ଲୀ , (ଓଡିଶା ଟାଇମ୍) :  ଭାରତରେ କରୋନା ଭୂତାଣୁ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ବୁଧବାର ସକାଳ ସାଢ଼େ ୯ଟା ସୁଦ୍ଧା​‌ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୬ ହଜାର ୫୮୩ରେ ପହଞ୍ଚିଥିବାବେଳେ ମୃତ୍ୟୁ … Read More

ମୌସୁମୀରେ କରୋନା ଅଧିକ ଦ୍ରୁତ ଗତିରେ ବିସ୍ତାର ହେବ-ଆଇଆଇଟି

କରୋନା ଭାଇରସ୍ ସଂକ୍ରମଣ ଏବଂ ପାଣିପାଗ ସଂଯୋଗ ଉପରେ ଗବେଷଣା ଏକ ନୂତନ ବିଷୟ ପ୍ରକାଶ କରିଛି । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ବମ୍ବେର ଅଧ୍ୟୟନ ଅନୁଯାୟୀ, ଆର୍ଦ୍ରତା ବଢୁଥିବାରୁ କରୋନା ବାୟୁମଣ୍ଡଳରେ ଅଧିକ ସମୟ ବଞ୍ଚିପାରେ । … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୦ ଆକ୍ରାନ୍ତ, ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୨୫୦କୁ ବୃଦ୍ଧି

ଭୁବନେଶ୍ବର, (ଓଡିଶା ଟାଇମ ) : ରାଜ୍ୟରେ ଆଉ ୧୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୫୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ … Read More

ଆଜିଠୁ ମଦ ଶସ୍ତା, ପ୍ରତ୍ୟାହାର ହେଲା କରୋନା ଟ୍ୟାକ୍ସ

ନୂଆଦିଲ୍ଲୀ , (ଓଡିଶା ଟାଇମ୍) : ଦିଲ୍ଲୀରେ ଆଜିଠୁ ଶସ୍ତା ହେଲା ମଦ । ଏହାକୁ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିକଟରେ ମଦ ଉପରେ ୭୦ ପ୍ରତିଶତ କୋରୋନା ଟ୍ୟାକ୍ସ ଲଗାଇଥିଲେ ଦିଲ୍ଲୀ ସରକାର । ଏବେ ଏହା … Read More

କୋଭିଡ୍ ଯୋଦ୍ଧା କରୋନାରେ ଆକ୍ରାନ୍ତ ନେଇ ଚିନ୍ତା, ସ୍ବାସ୍ଥ୍ୟକର୍ମୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ସଂକ୍ରମିତ ଦିନକୁ ଦିନ ବଢୁଛି । ସଂକ୍ରମିତଙ୍କ ମଧ୍ୟରେ କୋଭିଡ୍ ଯୋଦ୍ଧା କରୋନାରେ ଆକ୍ରାନ୍ତ ହେବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ଆଜି ଦିନ … Read More

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ କରୋନା ରିପୋର୍ଟ ନେଗେଟିଭ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି । ତାଙ୍କର ସାମାନ୍ୟ ଜ୍ୱର ଓ ଗଳାରେ କଷ୍ଟ ଅନୁଭବ ହେବାରୁ ସେ ଅସୁସ୍ଥ ଅନୁଭବ କରୁଥିଲେ । ଏଥିସହିତ ଏହାସବୁ କରୋନା ଲକ୍ଷଣ … Read More

ମାସ୍କ କିଣା ଦୁର୍ନୀତି ନେଇ ହେମନ୍ତ ଶର୍ମାଙ୍କ ନାଁରେ ଏତଲା

ଭୁବନେଶ୍ବର, (ଓଡିଶା ଟାଇମ୍) :  ରାଜ୍ୟରେ ମାସ୍କ କିଣାରେ ଦୁର୍ନୀତି ହୋଇଥିବା ନେଇ ଆଇଏଏସ ଅଫିସର ହେମନ୍ତ ଶର୍ମାଙ୍କ ନାଁରେ  ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି । ଧାର୍ଯ୍ୟ ଦରଠାରୁ ଅଢ଼େଇଗୁଣ ଅଧିକ ଦରରେ … Read More

ବିଏମସିର କରୋନା ମୁକାବିଲା ଅଭିଯାନ : ଘର ଘର ବୁଲିବେ ଭଲ୍ୟୁଣ୍ଟିୟର, ବାଣ୍ଟିବେ କିଟ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ୱରରେ କରୋନା ସଚେତନତା ଲାଗି ନିୟୋଜିତ ହେବେ ବାଇଶି ଶହରୁ ଅଧିକ ଭଲ୍ୟୁଣ୍ଟିୟର ବା ସ୍ୱେଚ୍ଛାସେବୀ ଏବଂ ମେଣ୍ଟର । ପ୍ରତି ୱାର୍ଡ଼ରେ ୨୫ ସ୍ୱେଚ୍ଛାସେବୀ ଏବଂ ତାଙ୍କୁ ଗାଇଡ଼ କରିବାକୁ ୫ ଜଣ ମେଣ୍ଟରଙ୍କୁ … Read More

ଓଡିଶା କ୍ୟାଡର ଆଇଏଏସ ତୁହିନକାନ୍ତ ପାଣ୍ଡେଙ୍କୁ କରୋନା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :  ଓଡିଶା କ୍ୟାଡର ଆଇଏଏସ ତୁହିନକାନ୍ତ ପାଣ୍ଡେଙ୍କୁ କରୋନା । ଏନେଇ ନେଇ ଖବର ସରବରାହ ସଂସ୍ଥା ଚଞଓ ଖବର ପ୍ରକାଶ କରିଛି । ୧୯୮୭ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ଅଛନ୍ତି ତୁହିନିକାନ୍ତ ପାଣ୍ଡେ … Read More