ଆଜି ରଜ ସଜବାଜ, କରୋନା ପାଇଁ ଚଳିତବର୍ଷ ଦେଖିବାକୁ ମିଳିବନି ଦୋଳି ଖେଳର ମଜା…

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ଆଜି ପହିଲି ରଜ। ଆନନ୍ଦ ଉଲ୍ଲାସର  କେତେ ଆଶା ଓ ଉଦ୍ଦୀପନା ନେଇ ଏହା ସବୁ ବର୍ଷ ପରି ଆମ ଆଗରେ ଉପସ୍ଥିତ। କିନ୍ତୁ ଏ ବର୍ଷ କରୋନା ସଂକ୍ରମଣ ସ୍ଥିତି ଦେଖି ଲକ୍‌ଡାଉନ୍ ଯୋଗୁ ଫିକାପଡିଛି … Read More

ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦିଙ୍କୁ କରୋନା

ପାକିସ୍ତାନ, (ଓଡିଶା ଟାଇମ୍) : ପାକିସ୍ତାନରେ ମଧ୍ୟ କରୋନାଭାଇରସର ପ୍ରଭାବ ବୃଦ୍ଧି ପାଉଛି। ବର୍ତ୍ତମାନ ପାକିସ୍ତାନରେ ଏକ ଲକ୍ଷରୁ ଅଧିକ ଲୋକ କରୋନା ଦ୍ୱାରା ସଂକ୍ରମିତ ହୋଇସାରିଛନ୍ତି । ଏବେ ପାକିସ୍ତାନର ପୂର୍ବତନ କ୍ରିକେଟ୍ ଅଧିନାୟକ ସହିଦ ଆଫ୍ରିଦି ମଧ୍ୟ ଏହି … Read More

ରଥଯାତ୍ରାବେଳେ ବୟନିକା ମାସ୍କ ପିନ୍ଧିବେ ସେବାୟତ

ପୁରୀ, (ଓଡିଶା ଟାଇମ୍) : ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ନେଇ ଲାଗି ରହିଛି ଆଶା-ଆସଙ୍କା । ମହାବାହୁଙ୍କୁ ଟିକେ ଦେଖିବାକୁ ଭକ୍ତ ଆକୁଳ ଆଶା ବାନ୍ଧି ରଖିଥିବା ବେଳେ କୋରୋନା ପାଇଁ ଆଶଙ୍କା ଭିତରେ ରହିଛନ୍ତି ସରକାର ଓ ଶ୍ରୀମନ୍ଦିନ ପ୍ରଶାସନ … Read More

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୦ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟ ପାଇଁ ଖୁସି ଖବର । ରାଜ୍ୟରେ ଆଜି ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୨୫୯୪କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା … Read More

ସଟଡାଉନରେ ୧୧ ଜିଲ୍ଲା ବନ୍ଦ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ସଟ୍ ଡାଉନର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନ । ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ଗତ ସପ୍ତାହରୁ ଜୁନ ମାସ ତମାମ ୧୧ ଜିଲ୍ଲାରେ ଦୁଇ ଦିନିଆ ସଟ ଡାଉନ କରାଯାଇଛି । ଆଜି … Read More

ଭୁବନେଶ୍ୱରରୁ ଆଜି ୩ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳର

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ଆଉ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି । ଏ ନେଇ ଭୁବନେଶ୍ବର ମହାନଗରନିଗମ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ … Read More

ଛତ୍ରପୁର SDPO ଏବଂ IICଙ୍କୁ କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍) : ପୁଣି ଆଉ ଦୁଇ କରୋନା ଯୋଦ୍ଧା ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁର SDPO ଓ IIC କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଗଞ୍ଜାମ ଏସ୍‌ପି ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। … Read More

ରାଜ୍ୟରେ ଚିହ୍ନଟ ହେଲେ ସର୍ବାଧିକ ୨୨୫ କରୋନା ସଂକ୍ରମିତ, ୩୭୨୩କୁ ବୃଦ୍ଧି

ଭୁବନେଶ୍ବର, (ଓଡିଶା ଟାଇମ ) : ରାଜ୍ୟରେ ଆଜି ଆଉ ୨୨୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭୨୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

କରୋନା ଟୀକା ଉପରେ ଭଲ ଖବର, କାହାଠାରୁ ଅଧିକ ଆଶା କରାଯାଏ

ପାନାସିଆ ବାୟୋଟେକ୍ ଆମେରିକୀୟ କମ୍ପାନୀ ସହିତ ସମ୍ପର୍କ ସ୍ଥାପନ କଲା, ସକ୍ରିୟ ଭୂତାଣୁ ଭିତ୍ତିକ ଟୀକା ବିକଶିତ କରିବ   ଜନ୍ ଏବଂ ଜନସନ ସେପ୍ଟେମ୍ବର ବଦଳରେ ଜୁଲାଇରେ ଟୀକା ପରୀକ୍ଷା ଆରମ୍ଭ କରିବାକୁ ଘୋଷଣା କରିଥିଲା   ସେପ୍ଟେମ୍ବର ସୁଦ୍ଧା … Read More

ରେକର୍ଡ ଭାଙ୍ଗିଲା କରୋନା : ୨୪ ଘଣ୍ଟାରେ ୧୧ ହଜାର ୪୫୮ ନୂଆ ମାମଲା, ୩୯୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ ଆଜି କରୋନାଭାଇରସ୍‌ ସଂକ୍ରମଣ ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଦେଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପ୍ରାୟ ୧୧ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହିତ ଭାରତ ବ୍ରିଟେନକୁ ପଛରେ … Read More