କଟକ ସହରରୁ ବାହାରିଲେ ଆଉ ୭୪ କରୋନା ଆକ୍ରାନ୍ତ

କଟକ, (ଓଡିଶା ଟାଇମ୍) : କଟକରେ କାୟା ମେଲାଇବାରେ ଲାଗିଛି କରୋନା ଭାଇରସ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରବିବାର ଦିନ ରାଜ୍ୟରେ ୪୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତାହା ମଧ୍ୟରୁ … Read More

ଆଜି ଭୁବନେଶ୍ୱରୁ ୧୯ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ରାଜଧାନୀ ଭୁବନେଶ୍ୱରରୁ ୧୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ କରୋନା ଯୋଦ୍ଧା ମଧ୍ୟ ପଜିଟିଭ୍ ହୋଇଛନ୍ତି । ତେବେ କ୍ୱାରେଣ୍ଟାଇନ ସେଣ୍ଟରରୁ ୯ ଜଣ ଚିହ୍ନଟ … Read More

ଖୋର୍ଦ୍ଧାର ଶୈବପୀଠରେ ୧୪୪ ଧାରା ଲାଗୁ

ଭୁବନେଶ୍ବର, (ଓଡିଶା ଟାଇମ୍) : ଖୋର୍ଦ୍ଧା ସବ ଡିଭିଜନ ଅଧୀନ ସବୁ ଶୈବପୀଠରେ ଲାଗୁ ହୋଇଛି ୧୪୪ ଧାରା । ଜୁଲାଇ ୩୧ ତାରିଖ ଯାଏଁ ୧୪୪ ଧାରା ଜାରି କରିଛନ୍ତି ଉପଜିଲ୍ଲାପାଳ । ଟାଙ୍ଗୀ, ବାଣପୁର, ବାଲୁଗାଁ, ବେଗୁନିଆ, ବୋଲଗଡର … Read More

ହାଇକୋର୍ଟର ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ

କଟକ, (ଓଡିଶା ଟାଇମ୍) :  ଓଡିଶା ହାଇକୋର୍ଟର ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ଆସନ୍ତା ୮ତାରିଖ ପର୍ଯ୍ୟନ୍ତ ହାଇକୋର୍ଟର ନୂଆ ଓ ପୁରୁଣା ବିଲ୍ଡିକୁ ବନ୍ଦ କରିଦିଆଯାଇଛି । ସୂଚନାଯୋଗ୍ୟ ଯେ, ହାଇକୋର୍ଟର ଜଣେ କର୍ମଚାରୀ … Read More

ବିଏମ୍‌ସିର ଦୁଇ ଯନ୍ତ୍ରୀ ଓ ଡ୍ରାଇଭର କୋଭିଡ୍‌ ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) :ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ୨ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତ ୨ ଜଣ ଇଞ୍ଜିନିୟର ବୋଲି ଜଣାପଡ଼ିଛି। ସେହିପରି ଜଣେ ଡ୍ରାଇଭର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ବିଏମ୍‌ସିର ୨ଜଣ … Read More

କଟକରେ କରୋନା ଆକ୍ରାନ୍ତଙ୍କ ଉନ୍ମତକାଣ୍ଡ

କଟକ, (ଓଡିଶା ଟାଇମ୍) : ଆଚାର୍ଯ୍ୟ ହରିହର କ୍ୟାନସର ହସ୍‌ପିଟାଲ୍‌ରେ କରୋନା ସଂକ୍ରମଣ ସ୍ଥିତି ଏବେ ଅଣାୟତ୍ତ ହୋଇପଡିଛି। ଶନିବାର ପୁଣି ଗୋଟିଏ ଦିନରେ ୩୮ ଜଣ କରୋନା ଆକ୍ରାନ୍ତ ଏଠାରେ ଚିହ୍ନଟ ହେବା ପରେ ଡାକ୍ତରଖାନା ପରିସରରେ ଅଭାବନୀୟ ପରିସ୍ଥିତି … Read More

କରୋନା ନେଲା ଆଉ ୨ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିବାରେ ଲାଗିଲାଣି । ଏହାରି ମଧ୍ୟରେ ଆଜି ୪୬୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେଆଉ ୨ ଜଣଙ୍କର ଜୀବନ ନେଇଛି କରୋନା । … Read More

ରାଜ୍ୟରେ ଆଉ ୪୬୯ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଦିନକୁ ଦିନ ବଢିବାରେ  ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୪୬୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା … Read More

ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୨୪,୮୫୦ ଆକ୍ରାନ୍ତ, ୬୧୩ ମୃତ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୬ ଲକ୍ଷରୁ ଅଧିକ ଟପିଛି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯, … Read More

କେମିତି ଆସିଲା କରୋନା; ଯାଞ୍ଚ ପାଇଁ ଚୀନ୍ ଯିବେ ଡବ୍ଲ୍ୟୁଏଚଓ ଟିମ୍‌

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): କରୋନା ଭାଇରସ୍ ମହାମାରୀର ଉତ୍ପତ୍ତି ସ୍ଥଳ ଜାଣିବା ପାଇଁ ଆସନ୍ତା ସପ୍ତାହରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚଓ)ର ଏକ ଟିମ୍ ଚୀନ ଗସ୍ତରେ ଯିବେ । ଏସମ୍ପର୍କରେ ଘୋଷଣା କରିଛନ୍ତି ଡବ୍ଲ୍ୟୁଏଚଓର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଅଧାନୋମ ଘେବ୍ରେୟସନ। … Read More