ଆଜି ଭୁବନେଶ୍ୱରରୁ ୬୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ହୁ ହୁ ହୋଇ କରୋନା ସଂକ୍ରମିତ ବଢୁଥିବା ବେଳେ ପୁଣି ଆଜି ରାଜ୍ୟରେ ୫୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । … Read More

ଚୀନ୍‌ର ଅସଲ ଚେହେରା ପଦାରେ ପକାଇବା ପାଇଁ ୱୁହାନ ଲ୍ୟାବ୍‌ର ବିଶେଷଜ୍ଞମାନେ ଆମେରିକାର ଗୁପ୍ତଚର ସଂସ୍ଥାଗୁଡ଼ିକୁ ସାହାଯ୍ୟ କରୁଛନ୍ତି କି ?

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୁଖ୍ୟ ରଣନୀତିଜ୍ଞ ଷ୍ଟିଭ ବ୍ୟାନନ ଦାବି କରିଛନ୍ତି ଯେ ଚୀନ୍‌ର ୱୁହାନ ଲ୍ୟାବ୍‌ର ବିଶେଷଜ୍ଞମାନେ ପାଶ୍ଚାତ୍ୟ ଗୁପ୍ତଚର ସହିତ ମିଶ୍ରଣ କରିଛନ୍ତି । ସେ କହିଛନ୍ତି ଯେ ୱୁହାନର ଭାଇରୋଲୋଜି ଲ୍ୟାବରୁ କରୋନା ଭାଇରସ ମହାମାରୀ … Read More

ଅମିତାଭ ଏବଂ ଅଭିଷେକଙ୍କ ପରେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା ମଧ୍ୟ କରୋନାଙ୍କୁ ପଜିଟିଭ୍

କରୋନା ଭାଇରସ୍ ବଲିଉଡରେ ହଇଚଇ ସୃଷ୍ଟି କରିବା ଆରମ୍ଭ କରିଛି । ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ପରେ ବର୍ତ୍ତମାନ ଏଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ତାଙ୍କ ଝିଅ ଆରାଧ୍ୟା ବଚ୍ଚନ ମଧ୍ୟ କରୋନା ପରୀକ୍ଷାରେ ସକରାତ୍ମକ ସନ୍ଧାନ … Read More

ଗଞ୍ଜାମରେ ହେବ ଆଉ ୮ଟି କୋଭିଡ଼ ହସ୍ପିଟାଲ

ଭୁବନେଶ୍ବର, (ଓଡିଶା ଟାଇମ୍) :  ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମରେ ଆଉ ୮ଟି କୋଭିଡ୍‌ ହସ୍ପିଟାଲ । ୫ଟି CCC (CCC- କୋଭିଡ୍‌ କେୟାର ସେଣ୍ଟର) ଓ ୩ଟି DCHC (ଡେଡିକେଟେଡ କୋଭିଡ୍‌ ହେଲ୍‌ଥ … Read More

କେନ୍ଦ୍ରାପଡ଼ାରେ କରୋନା ଧରାଇଲା ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ

କେନ୍ଦ୍ରାପଡ଼ା, (ଓଡ଼ିଶା ଟାଇମ୍‌): କରୋନା ଧରାଇ ଦେଇଛି ବର୍ଷେ ତଳେ କେନ୍ଦ୍ରାପଡ଼ା ସହରରେ ହୋଇଥିବା ଏକ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ  ଗୁଳିକାଣ୍ଡ ଘଟାଇବା ପରେ ଏହି ଅଭିଯୁକ୍ତ ଜଣକ କେନ୍ଦ୍ରାପଡ଼ାରୁ ଫେରାର ହୋଇ ଆବୁଧାବି ପଳାଇଯାଇଥିଲା । ସେଠାରେ ସେ ଲୁଚି … Read More

ଆସନ୍ତାକାଲିଠୁ ବନ୍ଦ ରହିବ ରାଉରକେଲା ମୁଖ୍ୟ ଡାକ୍ତରଖାନାର ଓପିଡି

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଉରକେଲା ସରକାରୀ ଡ଼ାକ୍ତରଖାନାର ଓପିଡ଼ି ଆସନ୍ତାକାଲି ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଡ଼ାକ୍ତରଖାନାରେ ଜଣେ ରୋଗୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ହସ୍ପିଟାଲ କର୍ତୁପକ୍ଷଙ୍କ ତରଫରୁ ଆଜି ଏଭଳି ନିଷ୍ପତି ନିଆଯାଇଛି। … Read More

ଓଡ଼ିଶାରେ ଆଉ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର, (ଓଡିଶା ଟାଇମ୍) :ଓଡ଼ିଶାରେ କରୋନା ଆକ୍ରାନ୍ତରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ସମସ୍ତ ୩ ଜଣ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି। ଏହାସହ … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୯୫ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୯୫ ଜଣ  କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୧୨୧ ରେ ପହଞ୍ଚିଛି । ଏହାସହ ମୋଟ ସଂଖ୍ୟା … Read More

ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୨୮,୬୩୭ ଆକ୍ରାନ୍ତ, ୫୫୧ ମୃତ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୮,୪୯,୫୫୩ ଲକ୍ଷରୁ ଅଧିକ ଟପିଛି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨, … Read More

ଅମିତାଭ ବଚ୍ଚନଙ୍କୁ କରୋନା, ମୁମ୍ବାଇ ସ୍ଥିତ ନାନାବତି ହସ୍ପିଟାଲକୁ କରାଗଲା ସ୍ଥାନାନ୍ତର

ମୁମ୍ବାଇ, (ଓଡିଶା ଟାଇମ୍) : ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସ୍ବାବ ନମୁନା ପରୀକ୍ଷାରେ କୋଭିଡ୍ ପଜିଟିଭ ବାହାରିବା ପରେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅମିତାଭ ନିଜେ ଟୁଇଟ୍ … Read More