କରୋନା ଯୋଦ୍ଧାଙ୍କୁ ମିଳିବ ପ୍ରୋତ୍ସାହନ ରାଶି

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ମହାମାରୀ ମାଡି ମାଡି ଚାଲିଥିବା ବେଳେ ସେମାନଙ୍କ ସେବାରେ ଲାଗିପଡିଛନ୍ତି କରୋନା ଯୋଦ୍ଧା । ଏନେଇ ରାଜ୍ୟରେ କୋଭିଡ ସେବକଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି । କେବଳ କରୋନା ପଜିଟିଭ … Read More

ରାଜଧାନୀରୁ ଆଉ ୪୯ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) :ଭୁବନେଶ୍ୱରରୁ ଆଉ ୪୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୪ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ୧୫ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏକ ସରକାରୀ ଅଫିସର ୩୮ ବର୍ଷୀୟ କର୍ମଚାରୀ, ୟୁନିନ-୩ର … Read More

ଦେଶୀ କରୋନା ଭ୍ୟାକ୍ସିନର ସବୁଠାରୁ ବଡ ପରୀକ୍ଷା, ଏମ୍ସରେ ୧୦୦ ଲୋକଙ୍କୁ ଡୋଜ୍ ଦିଆଯିବ

ଭାରତରେ ନିର୍ମିତ ପ୍ରଥମ କରୋନା ଭୂତାଣୁ ଟୀକା କୋଭାକ୍ସିନ୍‌ ମାନବ ପରୀକ୍ଷା ଦିଲ୍ଲୀର ଏମ୍ସରେ ଆରମ୍ଭ ହେଉଛି । ଏହି ପରୀକ୍ଷା ପରିଚାଳନା କରୁଥିବା ମୁଖ୍ୟ ଅନୁସନ୍ଧାନକାରୀ ଡା. ସଞ୍ଜୟ ରାୟ ଅଲ ଇଣ୍ଡିଆ ରେଡ଼ିଓକୁ କହିଛନ୍ତି ଯେ ପଞ୍ଜୀକରଣ ପ୍ରକ୍ରିୟା … Read More

ଆସନ୍ତାକାଲିଠାରୁ ନବରଙ୍ଗପୁର ସଟଡାଉନ

ନବରଙ୍ଗପୁର, (ଓଡିଶା ଟାଇମ୍) : ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଏହାରି ମଧ୍ୟରେ ନବରଙ୍ଗପୁର ଜିଲ୍ଲାକୁ ସଟଡାଉନ କରାଯିବାକୁ ଘୋଷଣା କରାଯାଇଛି । ଆସନ୍ତାକାଲି ସକାଳ ୫ଟାରୁ ୨୨ ତାରିଖ ମଧ୍ୟରାତ୍ରୀ ଯାଏଁ ନବରଙ୍ଗପୁର … Read More

ମଲ୍ଟିନ୍ୟାସନାଲ୍ କମ୍ପାନୀର ୨୮୮ କର୍ମଚାରୀ କରୋନା ପଜିଟିଭ୍

ହରିଦ୍ଵାର, (ଓଡିଶା ଟାଇମ୍) :ଏକ ମଲ୍ଟିନ୍ୟାସନାଲ କମ୍ପାନୀର ୨୮୮ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି କର୍ମଚାରୀ ଅଲଗା ଅଲଗା ଅଞ୍ଚଳରେ ରୁହନ୍ତି | ପଜିଟିଭ୍ ଚିହ୍ନଟ ହୋଇଥିବା ସଂକ୍ରମିତ ସାଧାରଣ ଲୋକଙ୍କ ସମ୍ପର୍କରେ ମଧ୍ୟ ଆସିଛନ୍ତି । … Read More

ଜନମଙ୍ଗଳ ସରକାର ଓ କୋକୁଆ ମାୟା

ବିଜ୍ଞାନ ଯୁଗରେ ଆମେ କଣ ପୁରାଣ ଯୁଗର କୋକୁଆ ମାୟାରେ ବାୟା ହୋଇ ଯିବା କି ? ଦେଶରେ ବା ରାଜ୍ୟରେ ଜନମଙ୍ଗଳ ସରକାର ଶାସନ କରୁଛନ୍ତି କିମ୍ବା କୋକୁଆ ମାୟା ତିଆରୁଛନ୍ତି? ଏଭଳି ପ୍ରଶ୍ନ ଆଜି ଅନେକଙ୍କୁ ଆନ୍ଦୋଳିତ କରୁଛି, … Read More

ରାଜ୍ୟରେ ଆଜି ଆଉ ୬ ମୁଣ୍ଡ ନେଲା କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜି ରାଜ୍ୟରେ ୬୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ … Read More

ରାଜ୍ୟରେ ଆଉ ୬୭୩ କରୋନା ପଜିଟିଭ୍ ଚିହ୍ନଟ, ୧୮୦୦୦ ଟପିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୧୧୦ ରେ ପହଞ୍ଚିଛି । ଏନେଇ ରାଜ୍ୟ … Read More

ଆଜି ଦାୟିତ୍ବ ନେବେ ନୂଆ ଡିସିପି

ଭୁବନେଶ୍ବର,(ଓଡିଶା ଟାଇମ୍) : ଭୁବନେଶ୍ବର ଡିସିପି ଭାବେ ଆଜି ଦାୟିତ୍ବ ନେବେ ଉମାଶଙ୍କର ଦାଶ । ପୋଲିସ କମିସନର କାର୍ଯ୍ୟାଳୟରେ ଅନୁପ ସାହୁଙ୍କଠାରୁ ନେବେ ଦାୟିତ୍ବ । ତେବେ ୨୦୦୮ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ହେଇଛନ୍ତି ଉମାଶଙ୍କର ଦାଶ । ସେ … Read More

ଓଡ଼ିଶାର ୧୦ ସ୍ୱାଧୀନତା ସଂଗ୍ରାମୀଙ୍କୁ ମିଳିବ ରାଷ୍ଟ୍ରପତି ସମ୍ମାନ

ଭୁବନେଶ୍ବର, (ଓଡିଶା ଟାଇମ୍) : ଓଡ଼ିଶାର ୧୦ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ମିଳିବ ରାଷ୍ଟ୍ରପତି ସମ୍ମାନ । ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ରାଷ୍ଟ୍ରପତିଙ୍କ ପକ୍ଷରୁ ସମ୍ମାନିତ କରାଯିବ । କୋଭିଡ ଲାଗି ଏଥର ରାଷ୍ଟ୍ରପତି ଭବନକୁ ଯିବେ ନାହିଁ ସ୍ୱାଧୀନତା … Read More