୧୮ଜଣଙ୍କ ପାଣି ଓ ବିଜୁଳି ସଂଯୋଗ କଟିବ
ଭୁବନେଶ୍ଵର, (ଓଟି): ହୋଲ୍ଡିଂ ଟିକସ ଦେଉନ, ବିଜୁଳି ଆଉ ପାଣି କଟାଯିବ। ଏମିତି କଠୋର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଲାଗି ବିଏମ୍ସି ସେସୁ ଏବଂ ୱାଟ୍କୋଙ୍କୁ ଅନୁରୋଧ କରିଛନ୍ତି ବିଏମ୍ସି ଉତ୍ତରାଞ୍ଚଳ ଡେପୁଟି କମିଶନର । ଚିଠି ସହ ଏକ ତାଲିକା … Read More











