କରୋନା: ଅସରନ୍ତି ଭୟ, ଦେଶରେ ୫୬ ନୂଆ ଆକ୍ରାନ୍ତ

ଭୁବନେଶ୍ଵର, (ଓଟି): କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବିନା ବ୍ରେକ୍‌ରେ ବଢ଼ି ଚାଲିଛି। ଶନିବାରଦିନ ଭାରତର କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟାରେ ଆହୁରି ୫୬ଜଣଙ୍କ ନାଁ ଯୋଡ଼ି ହୋଇଛି। ଏହାଦ୍ଵାରା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୩ ରହିଛି। ଏଥିରୁ ୨୪୪ ଭାରତୀୟ ନାଗରିକ ହୋଇଥିବାବେଳେ … Read More

କରୋନା ପାଇଁ ଲକ୍‌ଡାଉନ୍‌: ଆସ ପିତା ଖାଇବା

କୋଭିଡ୍‌ ୧୯ କରୋନା ଦୁଶ୍ଚିନ୍ତା ଦିନକୁ ଦିନ ଘାରିବାରେ ଲାଗିଛି। ଆମେ ଯେ ସଂକ୍ରମଣର ଷ୍ଟେଜ୍‌-୨ରେ ଅଛୁ ଏବଂ ଷ୍ଟେଜ୍‌-୩ରେ ପହଞ୍ଚି ନାହୁଁ ତାହା ବିଶ୍ଵାସ ହେଉନାହିଁ। ସରକାର ଏହା ଘୋଷଣା କରୁ ନଥିଲେ ମଧ୍ୟ ଯେଉଁ କାର୍ଯ୍ୟ ଆପଣାଉଛନ୍ତି ତାହା … Read More

୫ ଜିଲ୍ଲା, ୮ ସହରରେ ଜୀବନଯାତ୍ରା ପ୍ରାୟ ବନ୍ଦ ଆଦେଶ

ରାଜଧାନୀ ସମେତ ରାଜ୍ୟର ୪୦ ପ୍ରତିଶତ ଅଞ୍ଚଳକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ସଂକ୍ରମଣ ବିଷୟକୁ ଅନୁଧ୍ୟାନ କରି ଏହିପରି କଠୋର ପଦକ୍ଷେପ ସରକାର ନେଇଛନ୍ତି। ଘରେ ରହନ୍ତୁ ଏବଂ କରୋନାକୁ ଦୂରେଇ ରଖନ୍ତୁ ବୋଲି ମନ୍ତ୍ର … Read More

କରୋନା: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ କର୍ମଚାରୀମାନଙ୍କ ପାଇଁ “ୱାର୍କ ଫ୍ରମ୍ ହୋମ୍‌’

ଭୁବନେଶ୍ୱର: ଦେଶରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟାରେ ଘଟୁଥିବା ବୃଦ୍ଧି ପରିପ୍ରେକ୍ଷୀରେ ଭାରତର ସର୍ବବୃହତ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ କର୍ମଚାରୀମାନଙ୍କ ପାଇଁ ୱାର୍କ ଫ୍ରମ୍ ହୋମ୍ (ଘରେ ରହି କାର୍ଯ୍ୟ କରିବା) ବ୍ୟବସ୍ଥା ଆରମ୍ଭ କରାଯାଇଥିବା ବେଳେ ଗ୍ରାହକଙ୍କୁ ସାକ୍ଷାତ କରିବା … Read More

କରୋନା: ଜେଏସ୍‌ପିଏଲ୍‌ରେ ଥର୍ମାଲ୍‌ ସ୍କାନିଂ

ଭୁବନେଶତବର, (ଓଟି): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ନବୀନ ଜିନ୍ଦଲଙ୍କ ନେତୃତ୍ଵାଧୀନ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ (ଜେଏସପିଏଲ) ଦ୍ଵାରା ବହୁବିଧ ବ୍ୟବସ୍ଥା କରାଯାଇଛି I କମ୍ପାନୀର ପ୍ରତ୍ୟକ କର୍ମଚାରୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯିବ ସହିତ ଶରୀରର ତାପମାତ୍ରା … Read More

କରୋନା: ସି’ ଏବଂ ଡି’ ଶ୍ରେଣୀ କର୍ମଚାରୀଙ୍କୁ ଛୁଟି, ଘରୋଇ କମ୍ପାନୀଙ୍କ କର୍ମଚାରୀଙ୍କୁ ଘରୁ କାମ କରିବାକୁ ପରାମର୍ଶ

ଭୁବନେଶ୍ଵର, (ଓଟି): ରାଜ୍ୟ ସରକାର କରୋନା ସହ ମୁକାବିଲାର ଲାଗି ଆଉ ଏକ ନୂଆ ନିର୍ଦେଶନାମା ଜାରି କରିଛନ୍ତି। ହି ନିର୍ଦେଶନାମାରେ ରାଜ୍ୟ ସରକାରଙ୍କ ସି’ ଏବଂ ଡି’ ଶ୍ରେଣୀ କର୍ମଚାରୀଙ୍କୁ ଅଫିସ ନଆସିବାକୁ କୁହାଯାଇଛି। ୨୦ରୁ ୩୧ ମାର୍ଚ ଯାଏ … Read More

ଶ୍ରୀମନ୍ଦିର ହେଲା ମନା: ୨୦ ମାର୍ଚରୁ ସବୁ ଧର୍ମାନୁଷ୍ଠାନରେ ଜନସାଧାରଣଙ୍କ ପ୍ରବେଶ ନିଷେଦ୍ଧ

ଭୁବନେଶତ୍ଵର, (ଓଟି): କରୋନା ମୁକାବିଲା ପାଇ: ରାଜ୍ୟ ସରକାର ସମସ୍ତ ଧର୍ମୀୟ ଅନୁଷ୍ଠାନ, ମନ୍ଦିର, ମସ୍‌ଜିଦ୍‌, ଗୀର୍ଜାଙ୍କ ସହଯୋଗ କାମନା କରିଛନ୍ତି। ଏହିକ୍ରମରେ ସମସ୍ତ ଧର୍ମୀୟ ଅନୁଷ୍ଠାନରେ ଜନସାଧାରଣଙ୍କ ପ୍ରବେଶ ଉପରେ ନିଷେଦ୍ଧ ଜାରି କରିଛନ୍ତି। ପ୍ରଥମକରି ଶୁକ୍ରବାରଠାରୁ ଏହି ଆଦେଶ … Read More

ଘରୋଇ ସ୍କୁଲ୍‌କୁ ପୁଣି ନୋଟିସ୍‌: ସବୁ ସ୍କୁଲ୍‌ କାର୍ଯ୍ୟକ୍ରମ ତୁରନ୍ତ ବନ୍ଦ କର

ଭୁବନେଶ୍ଵର, (ଓଟି): ଅମାନିଆ ହେଉଛନ୍ତି ଘରୋଇ ସ୍କୁଲ୍‌। କରୋନା ମୁକାବିଲା ପାଇ ରାଜ୍ୟ ସରକାର  ଏତେ ପରିମାଣର  ସତର୍କତା ଜାରି କରୁଛନ୍ତି, ଲୋକଙ୍କୁ ଯଥାସମ୍ଭବ ଘରେ ରହିବାକୁ ପ୍ରବର୍ତ୍ତାଉଛନ୍ତି କିନ୍ତୁ ଘରୋଇ ସ୍କୁଲ୍‌ଗୁଡ଼ିକ ଏହାକୁ ବିଭିନ୍ନ ବାହାନାରେ ଫୁ’ କରି ଚାଲୁଛନ୍ତି। … Read More

କରୋନା ମୁକାବିଲା: +୨ ପରୀକ୍ଷା, ମ୍ୟାଟ୍ରିକ୍‌ ଖାତା ଦେଖା ସ୍ଥଗିତ

ଭୁବନେଶ୍ଵର, (ଓଟି): ମହାମାରୀ କରୋନା ସହ ମୁକାବିଲା ଲାଗି ରାଜ୍ୟ ସରକାର ବିଶ୍ଵସ୍ଵାସ୍ଥ୍ୟ ସଂଗଠନ ନିର୍ଦେଶନାମା ଅନୁସାରେ ଲୋକଙ୍କୁ ଯଥାସମ୍ଭବ ପୃଥକୀକରଣ ରହିବା ଲାଗି ପ୍ରବର୍ତ୍ତାଉଛନ୍ତି। ସାମାଜିକ ଦୂରତ୍ଵ ବଜାୟ ରଖିବା, ନିଜକୁ ସଫାସୁତୁରା ରଖିବା ସହ ଅତ୍ୟାବଶ୍ୟକ କାମ ବ୍ୟତୀତ … Read More

22 ମାର୍ଚରେ ଜନତା କର୍ଫ୍ୟୁ: ସକାଳ ୭ରୁ ରାତି ୯ ଯାଏ ଘରୁ ନବାହାରିବାକୁ ଅନୁରୋଧ କଲେ ପ୍ରଧାମନ୍ତ୍ରୀ

ଭୁବନେଶ୍ଵର, (ଓଟି): ଦିନକୁ ଦିନ ବଢ଼ୁଥିବା ‘କରୋନା’ କଷ୍ଟରୁ ମୁକ୍ତି ପାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଥାସମ୍ଭବ ଘରେ ରହିବା ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି। ଏହିକ୍ରମରେ ରବିବାର ଦିନ ଏହି ଭୁତାଣୁ ସଂକ୍ରମଣ ବିରୋଧରେ … Read More