କୋଭିଡ୍‍୧୯ ମୁକାବିଲା: ବେଦାନ୍ତ ପକ୍ଷରୁ ୧୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି

ଭୁବନେଶ୍ୱର, (ଓଟି): କୋଭିଡ୍‌-୧୯ କରୋନା ମୁକାବିଲା ଲାଗି ବେଦାନ୍ତ ଲିମିଟେଡ୍ ପକ୍ଷରୁ ୧୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ଘୋଷଣା କରାଯାଇଛି । ଏହି ପାଣ୍ଠିକୁ ତିନୋଟି ପ୍ରମୁଖ କ୍ଷେତ୍ର-ଦିନ ମଜୁରିଆ, କର୍ମଚାରୀ ଏବଂ ଚୁକ୍ତିଭିତ୍ତିକ ଶ୍ରମିକଙ୍କ ଜୀବନଜୀବିକା, ପ୍ରତିଷେଧମୂଳକ ସ୍ୱାସ୍ଥ୍ୟ … Read More

#covid19fund: ମୁଖ୍ୟମନ୍ତ୍ରୀ ଦେଲେ ୩ମାସର ଦରମା, ସାଂସଦ ଓ ବିଧାୟକଙ୍କୁ ଅନୁରୂପ ନିବେଦନ

ଭୁବନେଶ୍ଵର, (ଓଟି): ମାହାମାରୀ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରରୀ ସ୍ଵତନ୍ତ୍ର #covid19fund ଘୋଷଣା କରିଛନ୍ତି। ଏଥିଲାଗି ରାଜ୍ୟବାସୀଙ୍କ ଯଥାସମ୍ଭବ ସହାୟତା କାମନା କରିଛନ୍ତି। ପ୍ରଥମ ଉଦାହରଣ ସ୍ଵରୂପ ମୁଖ୍ୟମନ୍ତ୍ରୀ ତାଙ୍କର ତିନିମାସର ଦରମା ଏହି ପାଣ୍ଠି ଲାଗି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ  … Read More

ବୁର୍ଲା: #lockdownକୁ ଅମାନ୍ୟ କଲେ, ଗିରଫହେଲେ #covid19 ସନ୍ଦିଗ୍ଧ

ସମ୍ବଲପୁର, (ଓଟି): ବୁର୍ଲା ପୁଲିସ ଜଣେ ସନ୍ଦିଗ୍ଧ #covid19  ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇଛି। ସମ୍ପୃକ୍ତ ବ୍ୟକ୍ତି କିଛିଦିନ ତଳେ କାଜାଗିସ୍ତାନରୁ ଫେରିଥିଲେ। କିନ୍ତୁ କୋଭିଡ୍‌୧୯ ନିୟମାବଳୀ ତଥା ଲକ୍‌ଡାଉନ୍‌ ଆଦେଶକୁ ଅମାନ୍ୟ କରି ନଜର ଏବଂ ତାଙ୍କ ପାଖ … Read More

ବଢ଼ିଲା #covid19 ଲକ୍‌ଡାଉନ୍‌: ୫ ନୁହେଁ ୧୪ ଜିଲ୍ଲାରେ ତାଲାବନ୍ଦୀ

ଭୁବନେଶ୍ଵର, (ଓଟି): #corona  ଭୁତାଣୁକୁ ଓଡ଼ିଶାରେ ତାଲାବନ୍ଦୀ କରିବା ଲାଗି ରାଜ୍ୟ ସରକାର ରାଜ୍ରଣ ଆହୁରି ୯ ଜିଲ୍ଲାରେ ସମ୍ପୂଣ୍ଣ ଲକ୍‌ଡାଉନ୍‌ ଷଘାଷଣା କରିଛନ୍ତି। ଏହା ବାଦ୍‌ ସମସ୍ତ ପ୍ରକାରର ଆଭ୍ୟନ୍ତରୀଣ ଯାତାୟାତ ଉପରେ ନିଷିଦ୍ଧାଦେଶ ଜାରି କରିଛନ୍ତି। ଅର୍ଥାତ୍‌ ଏବେ … Read More

#covid19: ଘରେ ଥିବା ସନ୍ଦିଗ୍ଧଙ୍କ ଘର ଆଗରେ ଲାଗିବ ନୋଟିସ୍‌

ଭୁବନେଶ୍ଵର, (ଓଟି): ଆପଣ ଯଦି ବିଦେଶରୁ ଫେରିଛନ୍ତି, ବା କୌଣସି କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି ତେବେ ଆପଣଙ୍କ ଘରୁ ବାହାରିବା କଷ୍ଟକର ହେବ। ଗୋଟିଏ ପଟେ ଆପଣଙ୍କ କମ୍ୟୁନିଟି ତ ଆପଣଙ୍କୁ ବାରଣ କରିବ, ଏହା ସହ ଏବେ ସରକାର … Read More

#covid19: ଏବେ #corona ନେଗେଟିଭ୍‌ ସନ୍ଦିଗ୍ଧଙ୍କୁ ବି ୧୪ ଦିନ ଏକାନ୍ତୀକରଣ

ଭୁବନେଶ୍ଵର, (ଓଟି): ଆପଣ ଯଦି କୌଣସି କୋଭିଡ୍‌୧୯ ପ୍ରଭାବିତ ଦେଶରୁ ଫେରିଛନ୍ତି, ବା ଆପଣଙ୍କ ପରିବାରର କେହି ଫେରିଛନ୍ତି ବା କୌଣସି କରୋନା ରୋଗୀଙ୍କ ସଂସ୍କର୍ଶରେ ଆପଣ ଆସିଛନ୍ତି ଏବଂ ଆପଣଙ୍କ ଶରୀରରେ କାଶ, ଛିଙ୍କ ପରି ସମସ୍ୟା ରହିଛି ତେବେ … Read More

#covid19: ଗୋଟିଏ ରାତିରେ ୫୫ ଚିହ୍ନଟ, ମୋଟ୍‌ ସଂଖ୍ୟା ୪୧୫

ଭୁବନେଶ୍ଵର, (ଓଟି): ଦ୍ରୁତ ଗତିରେ ବଢ଼ି ଚାଲିଛି କୋଭିଡ୍‌-୧୯ କରୋନା ଭୁତାଣୁ ଆକ୍ରାନ୍ତଙ୍କ ସଂଖ୍ୟା। ରବିବାରୁ ରାତିରୁ ସୋମବାର ସକାଳ ଭିତରେ ଦେଶର ମୋଟ୍‌ କରୋନା ପଜିଟିଭ୍‌ଙ୍କ ସଂଖ୍ୟାରେ ଆହଚରି ୫୫ ଜଣଙ୍କ ନାଁ ସାମିଲ୍‌ ହୋଇଛି। ଏହି ରୋଗୀମାନେ କୁଆଡ଼ୁ … Read More

ଏମସ୍ ବିରୋଧରେ ଜାତୀୟ ମାନବିକ ଅଧିକାର କମିଶନରେ ମାମଲା

ଭୁବନେଶ୍ଵର, (ଓଟି): ରାଜ୍ୟ ସରକାରଙ୍କ ସବୁ ନିର୍ଦ୍ଦେଶାବଳୀକୁ ଉଲଂଘନ କରି ଭୁବନେଶ୍ୱର ଏମ୍ସର ସୁପରିନଟେଣ୍ଡେଣ୍ଟ୍‌ କୌଣସି ସୂଚନା ନ ଦେଇ ନିଜ ପୁଅକୁ ସେଠାରେ ଲୁଚାଇ ଚିକିତ୍ସା କରାଇବା ଘଟଣା ଏବେ ଜାତୀୟ ମାନବିକ ଅଧିକାର କମିଶନଙ୍କ ନିକଟରେ ପହଞ୍ଚିଛି । … Read More

ଓଡ଼ିଶାରେ #corona ସ୍ଥିତି ସ୍ଥିର, ୨୮ ହସ୍‌ପିଟାଲ୍‌ରେ ୨ ପଜିଟିଭ୍‌

ଭୁବନେଶ୍ଵର, (ଓଟି): ପ୍ରଥମ ରାଜ୍ୟ ଭାବେ ଲକ୍‌ଡାଉନ୍‌ ଲାଗୁ କରିଥିବା ଓଡ଼ିଶାରେ କରୋନା ସ୍ଥିତି ସ୍ଥିର ରହିଛି। ଜନସାଧାରଣଙ୍କୁ ନିରାପଦ ଯୋଗାଇବା ତଥା ସଂକ୍ରମଣରୁ ରକ୍ଷା କରିବା ଲାଗି ରାଜ୍ୟ ସରକାର ଅନ୍ୟମାନଙ୍କଠାରୁ ଦୁଇପାଦ ଆଗରେ ରହିଛନ୍ତି ବୋଲି କହିବା ସହ … Read More

#Covid19 test: ସର୍ବାଧିକ ୪୫୦୦ ଟଙ୍କା ନେଇପାରିବେ ଘରୋଇ ହସ୍‌ପିଟାଲ୍‌

ଭୁବନେଶ୍ଵର, (ଓଟି): କେନ୍ଦ୍ର ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କରୋନା ସଂକ୍ରମଣ ବାବଦ କୋଭିଡ୍‌୧୯ ଭୁତାଣୁ ଚିହ୍ନଟ ପରୀକ୍ଷଣ ଏଣିକି ଘରୋଇ ହସ୍‌ପିଟାଲ୍‌ମାନେ କରିପାରିବେ। କିନ୍ତୁ ପରୀକ୍ଷଣ ପାଇଁ ସେମାନେ ସର୍ବାଧିକ ୪୫୦୦ ଟଙ୍କା ଦେୟ ଗ୍ରହଣ … Read More