ମୁଖ୍ୟମନ୍ତ୍ରୀଙ୍କ #corona ଅପିଲ୍‌: ବାହାରକୁ ଯାଅନି; ଶପଥ ନିଅ, ଦୁଆରେ ଲଟ୍‌କାଅ, ଭିଡିଓ କରି ମୋତେ ପଠାଅ

ଭୁବନେଶ୍ଵର, (ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜନସାଧାରଣଙ୍କୁ ହାତଯୋଡ଼ି ଅପିଲ୍‌ କରିଛନ୍ତି।  ଏନେଇ ଏକ ଭିଡିଓ ମଧ୍ୟ ସୋଶାଲ୍‌ ମିଡିଆରେ ରିଲିଜ୍‌ କରିଛନ୍ତି। ଏଥିରେ ସେ ଓଡ଼ିଶା ବାସୀଙ୍କୁ ବାପା, ମା, ଛୁଆ ବା ପରିବାର ନାଁରେ ଶପଥ ନେବାକୁ … Read More

#covid19: ଜୁନ୍‌ ୩୦କୁ ବଢ଼ିଲା ଆୟକର, ଜିଏସ୍‌ଟି ରିଟଣ୍ଣ ଦାଖଲ ସମୟ ସୀମା

ଭୁବନେଶ୍ଵର, (ଓଟଇ): କୋଭିଡ୍‌-୧୯ ଜରୁରୀକାଳୀନ ସ୍ଥିତି ଓ ଲକ୍‌ଡାଉନ୍‌କୁ ଦେଖି ଆୟକରରିଟଣ୍ଣ ଦାଖଲ ସମୟସୀମାକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏଥିନେଇ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ବିଜ୍ୟପ୍ତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ମାର୍ଚ ୩୧ ବଦଳରେ ଆୟକର ରିଟଣ୍ଣ … Read More

#covid19: ଆକାଉଣ୍ଟକୁ ଆସିବ ନଗଦ ଟଙ୍କା, କମ୍ ସୁଧର ଋଣ; ଆଜି ହୋଇପାରେ ଘୋଷଣା

ଭୁବନେଶ୍ଵର, (ଓଟି): ସାରା ଦେଶରେ ପ୍ରଧାମନ୍ତ୍ରୀ ଆଜି ରାତି ୧୨ଟାରୁ ଲକ୍‌ଡାଉନ୍‌ ଆଦେଶ ଦେଇଛନ୍ତି। କେବଳ କିଛି ଜରୁରୀ ସେବା ବ୍ୟତୀତ ସମସ୍ତ କାରବାର ଏହି ସମୟରେ ବନ୍ଦ ରହିବ। ଲୋକଙ୍କୁ ଘରେ ବନ୍ଦୀ ହୋଇ ରହିବାକୁ ସରକାର ନିବେଦନ କରିଛନ୍ତି। … Read More

#covid19: ସାରା ଦେଶ #Lockdown, ରାତି ୮ଟାରେ ପ୍ରଧାମନ୍ତ୍ରୀଙ୍କ ଅଭିଭାଷଣ

ଭୁବନେଶ୍ଵର, (ଓଟି): କୋଭିଡ୍‌୧୯ କରୋନା ଭୁତାଣୁ ସଂକ୍ରମଣକୁ ନିରୋଧ କରିବା ଲାଗି ସରକାର ଦେଶର ୩୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସମ୍ପୂଣ୍ଣ ଲକ୍‌ଡାଉନ୍‌ ଜାରି କରହିଛନ୍ତି।  ଏହିକ୍ରମରେ ୫୬୦ ଜିଲ୍ଲାରେ ଦୈନନ୍ଦିନ ଜୀବନଯାତ୍ରା ଠପ୍‌ ହୋଇଯାଇଛି।  ଅନ୍ୟ ୪ ରାଜ୍ୟ … Read More

#article370: ଓମାର ଅବଦୁଲ୍ଲା ମୁକ୍ତ

ଭୁବନେଶ୍ଵର, (ଓଟି): ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ପ୍ରତିକାର ଅଟକ ( preventive detention)ରୁ ମୁକ୍ତ କରାଯାଇଛି। ଦୀର୍ଘ ୨୩୨ ଦିନ ପରେ ତାଙ୍କୁ ମୁକ୍ତି ମିଳିଛି। ଅଗଷ୍ଟ ୫ ତାରିଖରେ ତାଙ୍କୁ ଅଟକ ରଖାଯାଇଥିଲେ ମଧ୍ୟ ଫେବୃୟାରୀ ମାସରେ … Read More

ହୁହୁ ହୋଇ ବଢ଼ୁଛି #covid19 ଆତଙ୍କ, କିନ୍ତୁ ଆମେ ଅସହାୟ ନୋହୁଁ

ଭୁବନେଶ୍ଵର, (ଓଟି): ବିଶ୍ଵରେ କୋଭିଡ୍‌୧୯ ଅଣାୟତ୍ତ ହୋଇ ବଢ଼ି ଚାଲିଛି। ଏହା ବିଶ୍ଵସ୍ଵାସ୍ଥ୍ୟ ସଂଗଠନ ପାଇଁ ଏକ ଚିନ୍ତାର କାରଣ ହୋଇଛି । ଏଣୁ ପ୍ରତି ଜନସାଧାରଣ ଓ ରାଷ୍ଟ୍ରକୁ ଏଥିନେଇ ଆବଶ୍ୟକ ସଚେତନତା ଓ ପ୍ରତିକାର ପଦକ୍ଷେପ ନେବାକୁ ବିଶ୍ଵସ୍ଵାସ୍ଥ୍ୟ … Read More

#covid19: ନିୟନ୍ତ୍ରଣ ପାଇଁ ଭାରତ ପାଖରେ ରହିଛି ଯଥେଷ୍ଟ କ୍ଷମତା

ଭୁବନେଶ୍ଵର, (ଓଟି): କୋଭିଡ୍‌-୧୯ କରୋନା ମୁକାବିଲା ପାଇଁ ଭାରତ ପାଖରେ ଯଥେଷ୍ଟ କ୍ଷମତା ରହିଛି। ଏହା ପୂର୍ବରୁ ପ୍ରମାଣିତ ହୋଇ ସାରିଛି ବୋଲି କହିଛନ୍ତି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ। ସଂଗଠନର କାର୍ଯ୍ୟ ନିର୍ବାହୀ ନିର୍ଦେଶକ ମାଇକେଲ୍‌ ରିୟାନ୍‌ କହିଛନ୍ତି, ଭାରତ ପୂର୍ବରୁ … Read More

#corona: ଭାରତରେ ପାଖାପାଖି ୫୦୦ #covid19 ପ୍ରଭାବିତ

ଭୁବନେଶ୍ଵର, (ଓଟି): ମଙ୍ଗଳବାର ସକାଳୁ ସ୍ଵାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ଭାରତରେ କୋଭିଡ୍‌୧୯ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୫୦୦ରେ ପହଞ୍ଚିଛି। ଏହି ସଂଖ୍ୟା ଏବେ ୪୯୨ ରହିଛି। ଯେଉଁଥିରେ ୪୧ଜଣ ବିଦେଶୀ ନାଗରିକ ସାମିଲ୍‌। ଏଥିରୁ ୩୬ ଜଣ … Read More

ଡାକ୍ତର ଆଶୁତୋଷ ମହାପାତ୍ର ସାଜିଲେ #covid19 ଯୋଦ୍ଧା

ଭୁବନେଶ୍ଵର, (ଓଟି): କୋଭିଡ୍‌-୧୯ କରୋନା ଭୁତାଣୁ ସାରା ବିଶ୍ଵକୁ ଆତଙ୍କିତ କରିଛି। ଏହି ଘଡ଼ିସନ୍ଧୁ ମୁହୂର୍ତ୍ତରେ ପ୍ରତିଟି ନାଗରିକର ସଚେତନତା ଓ ସେବା ହିଁ ନିଜକୁ ଓ ଦେଶକୁ ବଞ୍ଚାଇବାରେ ସକ୍ଷମ ହୋଇପାରିବ। ଏହି ବାର୍ତ୍ତାକୁ ଅନୁଭବ କରି ଅନେକ ସଚେତନ … Read More

କରୋନା: ରିଲାଏନ୍ସ ସ୍ଥାପନ କଲା ସ୍ୱତନ୍ତ୍ର #covid19 ହସ୍‌ପିଟାଲ୍

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ ପକ୍ଷରୁ କୋଭିଡ୧୯ ବିରୁଦ୍ଧରେ ଭାରତର ସାମଗ୍ରିକ ସଂଗ୍ରାମରେ ସହଯୋଗ ସ୍ୱରୂପ ଅନେକ ପଦକ୍ଷେପର ଘୋଷଣା କରାଯାଇଛି । ରାଷ୍ଟ୍ର ସେବାରେ ଅବିରତ ୨୪ଞ୍ଚ୭ ନିଜ ଦାୟିତ୍ୱ ନିର୍ବାହ କରିବାକୁ ସଂକଳ୍ପ ନେଇ ରିଲାଏନ୍ସ ପକ୍ଷରୁ ଆରମ୍ଭରୁ … Read More