ଭୁବନେଶ୍ଵରରେ ତୃତୀୟ #covid19 corona ପଜିଟିଭ୍ ଚିହ୍ନଟ
ଭୁବନେଶ୍ଵର, (ଓଟି): ଓଡ଼ିଶାରେ ଆଉଜଣେ କୋଭିଡ୍-୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଏହି ଆକ୍ରାନ୍ତ ଜଣକ ଭୁବନେଶ୍ଵରର ବୋଲି ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗ ଟ୍ବିଟ୍ ଯୋଗେ ଜଣାଇଛନ୍ତି। ରୋଗୀଙ୍କ ବୟସ ୬୦ ବର୍ଷ ହେବ। ଏବେ ତାଙ୍କ ସହ କେଉଁମାନେ … Read More











