୬୫ ହଜାର ରାସ୍ତାକଡ଼ ବିକାଳୀଙ୍କୁ ୩ ହଜାର ଟଙ୍କା, ନିରାଶ୍ରୟଙ୍କୁ ରନ୍ଧା ଖାଦ୍ୟ

ଭୁବନେଶ୍ଵର, (ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ପୌରାଞ୍ଚଳରେ ପଞ୍ଜିକୃତ ରାସ୍ତାକଡ଼ ବୁଲା ବିକାଳୀଙ୍କ ଲାଗି କରୋନା ଲକ୍‌ଡାଉନ୍‌ ସହାୟତା ଘୋଷଣା କରିଛନ୍ତି। ସେମାନଙ୍କୁ ଘରେ ନିରାପଦ ରହିବାକୁ ପ୍ରୋତ୍ସାହିତ କରିବା ଲାଗି ସେମାନଙ୍କୁ ୩ ହଜାର ଟଙ୍କା ଲେଖାଏଁ … Read More

#covid19: କେନ୍ଦ୍ରାପଡ଼ାରେ ଭିନ୍ନ ପ୍ରୟାସ, ୨୫ ଟଙ୍କାରେ ଘରେ ପହଞ୍ଚିବ ଭୋଜନ

କେନ୍ଦ୍ରାପଡ଼ା, (ଜ୍ୟୋତିରଞ୍ଜନ ନାୟକ): ତାଲାବନ୍ଦୀ ସମୟରେ ହୋଟେଲ୍‌ ବନ୍ଦ ରହୁଥିବାରୁ ଖାଇବ ସମସ୍ୟା ଉତ୍କଟ ହୋଇଛି। ଏହାକୁ ଦୂର କରିବା ତଥା ଲୋକଙ୍କ ସୁବିଧା ଲାଗି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ କିଛି ମହିଳା ସ୍ଵୟଂସହା୍ରୟକ ଗୋଷ୍ଠୀଙ୍କ ସହାୟତା ନେଇଛି। ସେମାନଙ୍କ ଦ୍ଵାରା … Read More

#covid19: ଓଡ଼ିଶା ଚାହୁଁଛି ଆପଣଙ୍କୁ, ତୂରନ୍ତ ଯୋଗାଯୋଗ କରିବାକୁ ସରକାରଙ୍କ ଆହ୍ବାନ

ଭୁବନେଶ୍ଵର, (ଓଟି): ସାରା ବିଶ୍ଵ ଏବେ କୋଭିଡ୍‌-୧୯ ଭୁତାଣୁରେ ଆକ୍ରାନ୍ତ। ଓଡ଼ିଶା ଏଥିରୁ ବାଦ୍‌ ପଡ଼ି ନାହିଁ। ଏଯାଏ କରୋନା ପଜିଟିଭ୍ ଚିହ୍ନଟ ସଂଖ୍ୟା ୩ ଥିଲେ ମଧ୍ୟ ଆଗକୁ ତାହା ବିସ୍ଫୋରକ ହେବ ବୋଲି ଆଶଙ୍କା କରାଯାଉଛି। ଏହି ଆଶଙ୍କା … Read More

କୋଭିଡ୍୧୯: କେନ୍ଦ୍ରାପଡ଼ାରେ ଫସି ରହିଛନ୍ତି ଇଟାଭାଟି ଶ୍ରମିକ, ଉଦ୍ଧାର ପାଇଁ ନିବେଦନ

କେନ୍ଦ୍ରାପଡା଼,୨୬/୩:କରୋନାକୁ ନେଇ ସମଗ୍ର ଦେଶରେ ଏବେ ଲକ୍‌ଡାଉନ ହୋଇଥିବା ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଶହ ଶହ ସଂଖ୍ୟାର ଶ୍ରମିକ ଫସି ରହିଛନ୍ତି । ଫସି ରହିଥିବା ଏହି ଶ୍ରମିକମାନେ ନିଜ ଘରକୁ ଫେରି ଯିବାକୁ ଚାହୁଁଥିଲେ ମଧ୍ୟ ଯାଇପାରୁ ନାହାଁନ୍ତି । … Read More

ଟ୍ୟୁସନ କରି ଗିରଫ ହେଲେ ଶିକ୍ଷକ

କେନ୍ଦ୍ରାପଡା଼,(ଓଟି):ସମଗ୍ର ଦେଶ ଏବେ ଲକ ଡାଉନ ଥିବା ବେଳେ ରାଜନଗର ବ୍ଲକ ଅନ୍ତର୍ଗତ କୁରୁଂଟି ପଂଚାୟତର ବଳରାମପୁର ପ୍ରଥମିକ ବିଦ୍ୟାଳୟରେ କଳ୍ପତରୁ ପରିଡ଼ା ନାମକ ଜଣେ ଶିକ୍ଷକ ପ୍ରାୟ ୮୦ ଜଣ ଛତ୍ରଛାତ୍ରୀଙ୍କୁ ଗୁରୁବମାର ବିଦ୍ୟାଳୟ ପରିସରରେ ଟ୍ୟୁସନ କରି ଗିରଫ … Read More

କରୋନା ଆତଙ୍କ: ଗାଁ ହେଉଛି ସିଲ

କେନ୍ଦ୍ରାପଡା଼,(ପ୍ରଦୀପ ଜେନା):କରୋନା ଆତଙ୍କ ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଗାଁ ଲୋକେ ନିଜ ଗାଁକୁ ଏବେ ସିଲ କରି ଦେଇଛନ୍ତି । କୌଣସି ବାହାର ଗାଁର ଲୋକଙ୍କୁ ଗାଁ ଲୋକେ ଗାଁ ଭିତରକୁ ପୁରାଇ ଦେଉ ନାହାଁନ୍ତି । ଗାଁ ମୁଣ୍ଡରେ … Read More

ବିଦେଶ ଫେରନ୍ତାଙ୍କୁ ନେଇ ଆତଙ୍କିତ କେନ୍ଦ୍ରାପଡ଼ା

କେନ୍ଦ୍ରାପଡା଼,(ପ୍ରଦୀପ ଜେନା):କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱରେ ଏବେ ଆତଙ୍କ ସୃଷ୍ଟି ହୋଇଥିବା ସହ କେନ୍ଦ୍ରାପଡ଼ା ଜିଲ୍ଲାର ଲୋକମାନେ ମଧ୍ୟ ଆତଙ୍କିତ ହୋଇପଡ଼ିଛନ୍ତି । ମୁଖ୍ୟତଃ ବିଦେଶରୁ ଦେଶକୁ ଆସୁଥିବା ଲୋକଙ୍କ ମାଧ୍ୟମରେ କୋରନା ଭାଇରସ ଦେଶକୁ ପ୍ରବେଶ କରି ବହୁ … Read More

କୋଭିଡ୍‌୧୯: ମୁଖ୍ୟମନ୍ତ୍ରୀଙ୍କ ୨୨୦୦ କୋଟି ଟଙ୍କାର ସାମାଜିକ ସହାୟତା ପ୍ୟାକେଜ୍‌

ଭୁବନେଶ୍ଵର, (ଓଟି): କୋଭିଡ୍‌-୧୯ କରୋନା ବିପର୍ଯ୍ୟୟକୁ ମୁକାବିଲା ତଥା ଗରିବ ଲୋକଙ୍କ ସାମାଜିକ ସୁରକ୍ଷା ଲାଗି ଇଓଡ଼ିଶା ସରକାର ଏକ ୨୨୦୦ କୋଟି ଟଙ୍କାର ସ୍ଵତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଖାଦ୍ୟ ସୁରକ୍ଷା ଯୋଜାରେ ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କ ଲାଗି ସରକାର … Read More

ତିନିମାସ ଯାଏ ଇଏମ୍‌ଆଇ କଟିବ ନାହିଁ

ମୁମ୍ବାଇ : କରୋନା ଭାଇରସ ମହାମାରୀ ଯୋଗୁଁ ସାରା ଦେଶରେ ୨୧ ଦିନିଆ ଲକଡାଉନ ଘୋଷଣା କରାଯାଇଥିବାବେଳେ ଦେଶର ଅର୍ଥନୀତି ଗୁରୁତରଭାବେ ପ୍ରଭାବିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଜି ଏକ ଜରୁରୀ ପଦକ୍ଷେପ ନିଆଯାଇ … Read More

#covid19 update: ୧୯୬ ଦେଶ, ୪ଲକ୍ଷ୧୬ ହଜାର୬୮୬ ଆକ୍ରାନ୍ତ, ଭାରତରେ ୬୩୩ ପଜିଟିଭ୍‌, ୧୬ ମୃତ

ଭୁବନେଶ୍ଵର, (ଓଟି): ବିଶ୍ଵର ୧୯୬ ଦେଶ ଏବେ କରୋନା କବଳିତ। ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ୧୬ ହଜାର୬୮୬ରୁ ଅଧିକ। ଏମାନେ ବିଭିନ୍ନ କୋଣରେ ଚିକିତ୍ସିତ। ବିଗତ ଡିସେମ୍ବରରେ ଚୀନରେ ସୃଷ୍ଟି ହୋଇଥିବା ଏହି ଭୁତାଣୁ ଦ୍ଵାରା ବିଶ୍ଵର ୧୮୫୮୯ ଜଣ ପ୍ରାଣ … Read More