ଏସ୍‌ସିବିରେ ଆରମ୍ଭ ହେଲା କରୋନା ପରୀକ୍ଷା, ରାଜ୍ୟରେ ଦିନକୁ ୧୩୭ଟି ସାମ୍ପଲ୍‌ ଟେଷ୍ଟ

ଭୁବନେଶ୍ଵର, (ଓଟି): ଯଥାସମ୍ଭବ ଅଧିକ ସନ୍ଦିଗ୍ଧଙ୍କ ପରୀକ୍ଷଣ ପାଇଁ ରାଜ୍ୟରେ ତୃତୀୟ କରୋନା ପରୀକ୍ଷଣ ଲ୍ୟାବ୍‌ ଖୋଲିଛି। ଏହା କଟକ ଏସ୍‌ସିବିରେ କାର୍ଯ୍ୟ କରିବା ଆରମ୍ଭ କରିଛି। ପ୍ରଥମ ଦିନରେ ଏହି ଲ୍ୟାବରେ ୩ ଜଣଙ୍କ ତଣ୍ଟି ଓ ନାକରୁ ସାମ୍ପଲ୍‌ … Read More

ରାଜ୍ୟରେ ଚତୁର୍ଥ କରୋନା ପଜିଟିଭ୍‌ ଚିହ୍ନଟ, ରୋଗୀଙ୍କ ବୟସ ୨୯, ଯାଇଥିଲେ ଦୁବାଇ

ଭୁବନେଶ୍ଵର, (ଓଟି): ଓଡ଼ିଶାରେ ଆଉ ଜଣେ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏହାଦ୍ଵାରା ସମୁଦାୟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ଭୁବନେଶ୍ଵରସ୍ଥ ଏମ୍ସ ହସ୍‌ପିଟାଲ୍‌ରେ ତାଙ୍କର ସାମ୍ପଲ୍‌ ପରୀକ୍ଷଣ କରାଯାଇଥିଲା। ଚତୁର୍ଥ ପଜିଟିଭ୍‌ଙ୍କ ଘର ଭଦ୍ରକ ଜିଲ୍ଲାରେ। ସେ ଜଣେ … Read More

କରୋନା: ଗୋଟିଏ ଭେଣ୍ଟିଲେଟରରେ ଅନେକଙ୍କ ଚିକିତ୍ସା ସମ୍ଭବ

ନୂଆଦିଲ୍ଲୀ (ଓଟି): ଜରୁରୀକାଳୀନ ସ୍ଥିତିରେ ଭାରତର ସ୍ଵାସ୍ଥ୍ୟ ବ୍ୟବସ୍ଥାକୁ ଭେଣ୍ଟିଲେଟର ଦେବା ଲାଗି ପ୍ରସ୍ତୁତ ହେଉଛି ପ୍ରତିରକ୍ଷା ଗବେଷଣା ସଂଗଠନ ( ଡିଆର୍‌ଡିଓ)।  ଭାରତର କ୍ଷେପଣାସ୍ତ୍ର ଓ ଚାଳକ ବିହୀନ ବିମାନ ନିର୍ବାଣ କ୍ଷେତ୍ରରେ ନିଜସ୍ଵ ଜ୍ଞାନ କୌଶଳ ବ୍ୟବହାର କରି … Read More

ସୁରଟରେ ଓଡ଼ିଆ ଚିନ୍ତା: ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଧର୍ମେନ୍ଦ୍ର, ବିଜେଡି ପକ୍ଷରୁ ଅରୂପଙ୍କ ସୁରଟ ଗସ୍ତ

ଭୁବନେଶ୍ଵର, (ଓଟି): କୋଭିଡ୍‌୧୯ କରୋନା ମହାମାରୀ ପରିପ୍ରେକ୍ଷୀରେ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଫଶିଥିବା ଓଡ଼ିଆ ଶ୍ରମିକଙ୍କ ଚିନ୍ତାରେ ଉଭୟ ପ୍ରଶାସନ ଓ ରାଜନେତାମନେ ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ … Read More

ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର, ବୀମା ରହିବ ସମାନ, ପୁରୁଣା ନଥି ବି ଚଳିବ

ନୁଆଦିଲ୍ଲୀ (ଓଟି): କୋଭିଡ୍‌-୧୯ କରୋନା ମହାମାରୀ ପରିସ୍ଥିତିରେ ଗାଡ଼ି ଚାଳକ ଓ ପରିବହନକାରୀଙ୍କୁ ଖୁସି ଖବର ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ। ଏହି ଅନୁସାରେ ପୁରୁଣା ନଥି ନେଇ ଗାଡ଼ି ଚଳାଇ ହେବ, ସେଥିପାଇଁ କୌଣସି ଜରିମାନା ଦେୟ ଦେବାକୁ … Read More

୨୦୪ ଦେଶରେ କୋଭିଡ୍‌୧୯: ଭାରତରେ ୧୨୮୦ ପଜିଟିଭ୍‌, ମୃତକଙ୍କ ସଂଖ୍ୟା ୪୩

ଭୁବନେଶ୍ଵର, (ଓଟି): କୋଭିଡ୍‌ ୧୯ କରୋନା ସାରା ବିଶ୍ଵରେ ତାଣ୍ଡବ ସୃଷ୍ଟି କରିଛି।    ଏବେ ୨୦୪ ଦେଶ ଏହି ସଂକ୍ରମଣରେ ପ୍ରଭାବିତ। ସୋମବାର ସୁଦ୍ଧା ବିଶ୍ଵର ୧୯୯ ଦେଶ ପ୍ରଭାବିତ ଥିଲେ। ବିଶ୍ଵସ୍ଵାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ ଏଯାଏ ୬୯୭୨୪୭ … Read More

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ପିଏମ୍ କେୟାରସ୍ ଫଣ୍ଡ୍‌କୁ ୫୦୦ କୋଟି ଟଙ୍କାର ସହାୟତା

ଭୁବନେଶ୍ୱର(ଓଟି): କରୋନା ଭୂତାଣୁ ବିରୋଧରେ ଲଢେଇରେ ଦେଶକୁ ସହାୟତା କରିବା ଲାଗି ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନ ପରିପ୍ରେକ୍ଷୀରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ) ତରଫରୁ ଆଜି ପ୍ରଧାନମନ୍ତ୍ରୀ କେୟାରସ୍ ଫଣ୍ଡ୍‌କୁ ୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଥିବା ଘୋଷଣା କରାଯାଇଛି । … Read More

ଶିଶୁର ଶ୍ୱାସନଳୀରୁ ବାହାରିଲା ହୁଇସିଲ: ସମ ଅଲଟିମେଟ ମେଡିକେଆରରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର, (ଓଟି): ଜଟିଳ ଜୀବନ ରକ୍ଷାକାରି ପ୍ରକ୍ରିୟାରେ ସମ ଅଲଟିମେଟ ମେଡିକେଆର ହସ୍ପିଟାଲ ର ଡାକ୍ତର ସଫଳତାର ସହ 4 ବର୍ଷ ଝିଅର ଶ୍ୱାସନଳୀ ରେ ଅଟକି ଥିବା ହୁଇସିଲ କାଢ଼ିବାରେ ସକ୍ଷମ ହୋଇପାରିଛନ୍ତି । ସୋନପୁର ଅଂଚଳର ମିନୁ ମିଶ୍ର … Read More

କୋଭିଡ୍୧୯ କରୋନା ଚିକିତ୍ସା ମାଗଣା ଘୋଷଣା କଲେ ଓଡ଼ିଶା ସରକାର

ଭୁବନେଶ୍ଵର, (ଓଟି): ଓଡ଼ିଶା ସରକାରଙ୍କ କୋଭିଡ୍‌-୧୯ କରୋନା ମୁକାବିଲା ପୂର୍ବ ପ୍ରସ୍ତୁତିକୁ ସାରା ଦେଶରେ ସମର୍ଥନ ଓ ପ୍ରଶଂସା ମିଳୁଥିବା ବେଳେ ଓଡ଼ିଶା ସରକାର ଏଥିରେ ଆଉ ଏକ ପାଦ ଆଗକୁ ବଢ଼ିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି କରୋନା ଚିକିତ୍ସାକୁ … Read More

ବଙ୍ଗୀୟ ଶ୍ରମିକଙ୍କୁ ସୀମାରେ ଛାଡ଼ିଲା ଓଡ଼ିଶା: ସୀମା ହେଲା ଲକ୍‌ଡାଉନ୍‌

ବାଲେଶ୍ଵର, (ମନୀଶ ରାଇମୋଙ୍ଗିଆ): ସୁନ୍ଦରଗଡ଼ରେ କାମ କରୁଥିବା ୩୬ ବଙ୍ଗୀୟ ଶ୍ରମିକଙ୍କୁ ବାଲେଶ୍ଵର ଜିଲ୍ଲାର ପଶ୍ଚିମବଙ୍ଗ ସୀମାରେ ଛାଡ଼ିଛି ଜିଲ୍ଲା ପ୍ରଶାସନ। କିନ୍ତୁ ପଶ୍ଚିମବଙ୍ଗ ପକ୍ଷରୁ ସେମାନଙ୍କୁ ନିଜ ରାଜ୍ୟରେ ପ୍ରବେଶ ଅନୁମତି ମିଳୁ ନଥିବାରୁ ସେମାନେ ଏବେ ପରତ୍ୟକ୍ତ ପ୍ରାୟ।  … Read More