ଆଜି ଓଡ଼ିଶା ଦିବସ ନା ଉତ୍କଳ ଦିବସ!

ଏହା ଏକ ଜଟିଳ ପ୍ରଶ୍ନ- ଆଜି ଉତ୍କଳ ଦିବସ ନା ଓଡ଼ିଶା ଦିବସ? ଏ ପ୍ରଶ୍ନ ଆଜିକାଲିର ଯୁବାବର୍ଗଙ୍କୁ ପଚାରିଲେ ତାହାର କିଛି ଉତ୍ତର ନମିଳିପାରେ କିନ୍ତୁ ପୁରୁଣା ବର୍ଗଙ୍କୁ ପଚାରିଲେ ସେମାନଙ୍କ ମନରେ ଦ୍ଵନ୍ଦ୍ଵ ଆସିବା ସ୍ଵଭାବିକ। କେହି ଏଥିଲାଗି … Read More

ଆଜି ଉତ୍କଳ ଦିବସ: ଓଡ଼ିଆ ଭାଷାର ‘ନବୀନ’ କରଣ ଉପରେ ଏକ ନଜର

କଳାକଳେବର କହ୍ନାଇ ସଙ୍ଗେ ରୋହଣୀ ସୂତ, କରନ୍ତି ମଥୁରା ବିଜୟ ଦାଣ୍ଡେ ଦେଖ ସଙ୍ଗାତ। ଖସିପଡ଼ୁଛି କି ଆକାଶୁ କି ହେ ଗଙ୍ଗାଜମୁନା, ଖୀର ସଙ୍ଗେ ପ୍ରାଣ ଶେଷିଲେ ନାଶ ଗଲା ପୂତନା। କବି ଭକ୍ତଚରଣ ଦାସଙ୍କ ଦ୍ୱାରା ରଚନା ହୋଇଥିବା … Read More

କେମିତି ଜାଣିବେ କରୋନା ହୋଇଛି?

ଭୁବନେଶ୍ଵର, (ଓଟି): ବିଭିନ୍ନ ଗଣମାଧ୍ୟମରେ ଏବେ କୋଭିଡ୍‌-୧୯ କରୋନା ଆତଙ୍କ ଜୋର୍‌ଦାର ଚାଲିଛି।  ଯେଉଁଭଳି ସୂଚନା ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରୁ ବିସ୍ତାର କରାଯାଉଛି ସେଥିରେ ସାଧାରଣ ଲୋକଟିଏ ଆତଙ୍କିତ ହେବା ସ୍ଵଭାବିକ। ଯେହେତୁ ଏହାର ଲକ୍ଷଣ ସାଧାରଣ ଥଣ୍ଡାଜ୍ବର … Read More

ଅନ୍‌ଲାଇନ୍‌ରେ ବୁକ୍‌ କରନ୍ତୁ #corona ପରୀକ୍ଷା, ୨୪ରୁ ୪୮ ଘଣ୍ଟା ଭିତରେ ରିପୋର୍ଟ

ଭୁବନେଶ୍ଵର, (ଓଟି): କୋଭିଡ୍‌୧୯ କରୋନା ପରୀକ୍ଷଣ ଆଉ ଦୂର ହୋଇ ନାହିଁ। ଆପଣ ଯଦି କୌଣସି ବି ଲକ୍ଷଣ ଅନୁଭବ କରୁଛନ୍ତି ତେବେ ଘରେ ବସି ଅନ୍‌ଲାଇନ୍‌ରେ ଏକ ଟେଷ୍ଟ ବୁକିଂ କରିପାରିବେ। ଏହି ବୁକିଂକୁ ଆଧାର କରି ପ୍ରାଧୀକୃତ ସମ୍ପଲ୍‌ … Read More

କରୋନା ଅପ୍‌ଡେଟ୍‌: ବିଶ୍ଵରେ ସାଢ଼େ ସାତ ଲକ୍ଷ, ଭାରତରେ ୧୬୧୮; ଓଡ଼ିଶାରେ୪ କୋଭିଡ୍‌୧୯ ପ୍ରଭାବିତ

ଭୁବନେଶ୍ଵର, (ଓଟି): ବିଶ୍ଵରେ କରୋନା ତାଣ୍ଡବ ବଢ଼ିବାରେ ଲାଗିଛି। ଏଯାଏ କୌଣସି ଟୀକା, ଔଷଧ କରୋନା ପାଇଁ ପ୍ରସ୍ତୁତ ହୋଇ ପାରି ନାହିଁ। କେବଳ ନିଜକୁ ପୃଥକୀକରଣ ରଖିବାକୁ ସବୁଠାରୁ ବଡ଼ ଔଷଧ ବୋଲି ବିଚାର କରାଯାଇଛି । ଏହିକ୍ରମରେ ବିଶତ୍ଵର … Read More

କରୋନା ମୁକାବିଲା ପାଇଁ ଜେଏସ୍‌ପିଏଲ୍ ଦେଲା ୨୫ କୋଟି

ଭୂବନେଶ୍ୱର, (ଓଟି): କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଦେଶର ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ୍ ପାୱାର ଲିଃ (ଜେଏସ୍‌ପିଏଲ୍‌) ପ୍ରଧାନମନ୍ତ୍ରୀଙ୍କ ପିଏମ୍‌-କେୟାର୍ସ୍ ଫଣ୍ଡକୁ ୨୫ କୋଟି ଟଙ୍କା ପ୍ରଦାନ କରିବ ବୋଲି ଘୋଷଣା କରିଛି ।  “କୋଭିଡ … Read More

ଦ୍ୱିତୀୟ ବିଶ୍ୱଯୁଦ୍ଧ ଆତଙ୍କ ଠାରୁ ବଳିଗଲା କରୋନା ଆତଙ୍କ

କେନ୍ଦ୍ରାପଡା଼,:(ପ୍ରଦୀପ ଜେନା)ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଯେପରି ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଥିଲା ତା’ଠାରୁ ଅଧିକ ଆତଙ୍କ ଜନକ ଅବସ୍ଥା ଏବେ ସୃଷ୍ଟି ହୋଇଛି ସମଗ୍ର ବିଶ୍ୱରେ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପୃଥିବୀର ବହୁ ଦେଶ ସମ୍ପୃକ୍ତ ହେବା ଯୋଗୁ କେତେବେଳେ … Read More

ନିଜାମୁଦ୍ଦିନ ଧର୍ମ ସମ୍ମିଳନୀରେ କେନ୍ଦ୍ରାପଡ଼ାର ଦୁଇଜଣ କରୋନା ସନ୍ଦିଗ୍ଧ: ଜଣେ ଦିଲ୍ଲୀରେ, ଅନ୍ୟ ଜଣେ ଆଳିରେ

କେନ୍ଦ୍ରାପଡା଼,(ପ୍ରଦୀପ ଜେନା):ଦିଲ୍ଲୀର ନିଜାମୁଦ୍ଦିନରେ ହୋଇଥିବା ଧର୍ମ ସମ୍ମିଳନୀରେ କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇଜଣ ଯୋଗ ଦେଇଥିଲେ । ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ଦିଲ୍ଲୀରେ କ୍ୱୋରେଂଟାଇନରେ ରହିଥିବା ବେଳେ ଅନନ୍ୟ ଜଣେ କେନ୍ଦ୍ରାପଡ଼ା ଫେରିଆସିଥିବା ଜଣାପଡ଼ିଛି । ଏହି ଦୁଇଜଜଣଙ୍କ ମଧ୍ୟରୁ … Read More

କୋଭିଡ୍‌୧୯: କେନ୍ଦ୍ରାପଡ଼ାରେ ୫୬୯ ବିଦେଶ ଫେରନ୍ତା , ଅନ୍ୟରାଜ୍ୟରୁ ୮୩୯୭

କେନ୍ଦ୍ରାପଡା଼,(ପ୍ରଦୀପ ଜେନା) :  ବିଭିନ୍ନ ଦେଶରେ କରୋନା ସଂକ୍ରମଣ ହେବା ପରେ ବିଦେଶରେ ରହୁଥିବା ୫୬୯ ଜଣ ବ୍ୟକ୍ତି କେନ୍ଦ୍ରାପଡ଼ା ଜିଲ୍ଲାକୁ ଫେରି ଆସିଛନ୍ତି ଓ ରାଜ୍ୟ ବାହାରେ ଅନ୍ୟ ରାଜ୍ୟମାଙ୍କରେ ରହୁଥିବା ୮୩୯୭ ଜଣ ଲୋକ ଜିଲ୍ଲାକୁ ଫେରିଆସିଥିବା ଜିଲ୍ଲା … Read More

ଲକ୍‌ଡାଉନ୍‌ କୋହଳ ପାଇଁ ସମୟ ଆସିନି

ଭୁବନେଶ୍ଵର, (ଓଟି): କୋଭିଡ୍‌୧୯ କରୋନା ବିତ୍ପାତରୁ ରାଜ୍ୟବାସୀଙ୍କୁ ରକ୍ଷା କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୩ ତାରିଖରୁ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହା ୨୯ ତାରିଖ ଯାଏ କାର୍ଯ୍ୟକାରୀ ହେବାକୁ ପଅଥମେ ସ୍ଥିର କରାଯାଇଥିଲା। ଏହାପରେ ପରେ କେନ୍ଦ୍ର … Read More