ବାତ୍ୟା ପ୍ରଭାବିତଙ୍କୁ ମିଳିବ ୭ ଦିନ ରିଲିଫ୍, ୨୪ ଘଣ୍ଟା ମଧ୍ୟରେ ୮୦% ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ବର, (ଓଡିଶା ଟାଇମ୍): ବାତ୍ୟା ୟାସ୍ର ଟଳିଲା ବଡ ବିପଦ। ହେଲେ ପଛରେ ଲୋକଙ୍କ ପାଇଁ ଛାଡି ଦେଇଗଲା ଅନେକ ଦୁଃଖ। ଆଶା ଅନୁଯାୟୀ କ୍ଷତି ହୋଇନଥିବା କୁହାଯାଉଥିଲେ ମଧ୍ୟ ଲୋକେ ବହୁତ ପ୍ରଭାବିତ ହୋଇଛନ୍ତି। ଏବେ ରାଜ୍ୟ ସରକାର ଓ … Read More











