ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୩୪୨୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୭୩୯୨୫ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୫୪ଜଣ … Read More

ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ +୨ ପରୀକ୍ଷାଫଳ

ଭୁବନେଶ୍ବର, (ଓଡିଶା ଟାଇମ୍): ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ +୨ ପରୀକ୍ଷାଫଳ। ରେଜଲ୍ଟ ଓ ମୂଲ୍ୟାୟନ ପଦ୍ଧତ୍ତି ନେଇ CHSE ପକ୍ଷରୁ ସୂଚନା ଦିଆଯାଇଛି। ଦଶମ ପରୀକ୍ଷା ମାର୍କ ଭିତ୍ତିରେ ମୂଲ୍ୟାୟନ ହେବାକୁ ନିଷ୍ପତ୍ତି ହୋଇଛି। ରେଗୁଲାର ପିଲାଙ୍କ ମାର୍କିଂ … Read More

ଡ୍ରୋନ୍ ମାଧ୍ୟମରେ ଫୁଡ୍ ଡେଲିଭରି କରିବ ସ୍ୱିଗି : ମିଳିଲା ମଞ୍ଜୁରୀ, ପରୀକ୍ଷା ଆରମ୍ଭ

ନୂଆଦିଲ୍ଲୀ,(ଓଡିଶା ଟାଇମ୍): ଡ୍ରୋନ୍ ସାହାଯ୍ୟରେ ଫୁଡ଼ି ଡେଲିଭରି କରିବ ସ୍ୱିଗି । ଅର୍ଡର ଦେବା ମାତ୍ରେ ଘରେ ଡ୍ରୋନ୍ ମାଧ୍ୟମରେ ପହଞ୍ଚିଯିବ ଖାଇବା । ଏଥିଯୋଗୁଁ ଉଭୟ ଫୁଡ ଓ ମେଡ଼ିକାଲ ପାଇଁ ପରୀକ୍ଷଣ ଆରମ୍ଭ ହୋଇଯାଇଛି । ସ୍ୱିଗିର ଡ୍ରୋନ୍ … Read More

ଆସାମରୁ କଂଗ୍ରେସକୁ ବଡ ଝଟକା : ଇସ୍ତଫା ଦେଲେ ବିଧାୟକ ରୂପଜ୍ୟୋତି କୁର୍ମୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଆସାମରେ ଜିତିବାର ଦେଢ ମାସ ମଧ୍ୟରେ କଂଗ୍ରେସ ବିଧାୟକ ରୂପଜ୍ୟୋତି କୁର୍ମୀ ଦଳରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ପଞ୍ଜାବ, ରାଜସ୍ଥାନରୁ ନେଇ ମୁମ୍ବାଇ ପର୍ଯ୍ୟନ୍ତ ଲାଗିରହିଥିବା ଆଭ୍ୟନ୍ତରୀଣ କଳହର ସମ୍ମୁଖୀନ ହେଉଥିବା କଂଗ୍ରେସକୁ ଆଉ … Read More

ଅନ୍‌ଲାଇନ୍‌ରେ ୟୁଜି-ପିଜି ଫାଇନାଲ୍ ପରୀକ୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍): ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର)କୁ ନେଇ ବଡ଼ ଘୋଷଣା ହୋଇଛି । ଚଳିତ ବର୍ଷ ଅନ୍‌ଲାଇନ୍ ଯୋଗେ ପରୀକ୍ଷା ହେବା ନେଇ ନିଷ୍ପତ୍ତି ହୋଇଛି ।  କୁଳପତିମାନଙ୍କୁ ନେଇ ବସିଥିବା ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଜୁଲାଇ-ଅଗଷ୍ଟ … Read More

ଆଗକୁ ତୃତୀୟ ଲହର ଆଶଙ୍କା : ଓଡିଶା ସରକାର ପ୍ରସ୍ତୁତି ଜୋରଦାର

ଭୁବନେଶ୍ବର, (ଓଡିଶା ଟାଇମ୍): ମହାରାଷ୍ଟ୍ର ସରକାରଙ୍କ ଚେତାବନୀ ପରେ ତୃତୀୟ ଲହର ପାଇଁ ଓଡ଼ିଶା ସରକାରଙ୍କ ଜୋରଦାର ପ୍ରସ୍ତୁତି ଆରମ୍ଭ । ଏସଓପି ଜାରି ସହ ଭିତ୍ତିଭୂମି ପ୍ରସ୍ତୁତ ଅଛି ବୋଲି କହିଛନ୍ତି ଡିଏମ୍‌ଇଟି ସିବିକେ ମହାନ୍ତି । ଡିଏମଇଟି କହିଛନ୍ତି … Read More

ଏଲ୍‌ଓସିରେ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ କୋଟିଏ ଦେଲେ ଅକ୍ଷୟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଜାମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖା (ଏଲଓସି)ରେ ଥିବା ଗାଁରେ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବଲିଉଡ ଅଭିନେତା ଅକ୍ଷୟ କୁମାର ୧କୋଟି ଟଙ୍କା ଦାନ କରିଛନ୍ତି। ଗୁରୁବାର ଅକ୍ଷୟ କୁମାର ସୀମା ପରିଦର୍ଶନ ପୂର୍ବକ ସେନା ଓ ବିଏସଏଫ୍ ଯବାନଙ୍କ … Read More

ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬୨ ହଜାରରୁ ଅଧିକ ପଜିଟିଭ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ ତଳମୁହାଁ ହେବାରେ ଲାଗିଛି । ୨ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ଏବେ ୧ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ … Read More

ଉତ୍ତର-ପୂର୍ବର ୩ଟି ରାଜ୍ୟରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଭାରତର ଉତ୍ତର ପୂର୍ବ ତିନୋଟି ରାଜ୍ୟ ଆସାମ, ମଣିପୁର, ମେଘାଳୟରେ ଭୂକମ୍ପର ଝଟକା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ତରଫରୁ ଏହି ସୂଚନମା ଦିଆଯାଇଛି । ଏନସିଏସ କହିଛି ଯେ ଆସାମର ସୋନିଟପୁର ଜିଲ୍ଲାରେ … Read More

ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୭ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୩୮୦୬ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୫୦୮କୁ ବୃଦ୍ଧି … Read More