ରାଜ୍ୟରେ ୨୪ ଘଣ୍ଟାରେ ୩୪୫୬ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୩୪୫୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୮୬୯୪୬ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୭୩ଜଣ … Read More

ଓଡିଶା ପୋଲିସ Recruitment: ୪୭୭ ଏସ୍.ଆଇ ପଦବୀ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର, (ଓଡିଶା ଟାଇମ୍): ପୋଲିସ ଚାକିରି କରିବାକୁ ଚାହୁଁଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର।  ୪୭୭ଟି ପୋଲିସ ଏସ୍.ଆଇ ପଦବୀ ପୂରଣ ପାଇଁ ଓଡ଼ିଶା ପୋଲିସ ଆରମ୍ଭ କରିଛି ପ୍ରକ୍ରିୟା। ଏଥିପାଇଁ ଅନଲାଇନ୍‌ରେ ଆବେଦନପତ୍ର ଆହ୍ୱାନ କରାଯାଇଛି। ଆଜିଠୁ ଏହି … Read More

ଜାଲ ଜାତି ପ୍ରମାଣପତ୍ର ମାମଲା : ଅମରାବତୀ ସାଂସଦ ନବନୀତ କୌରଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ବସ୍ତି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଅମରାବତୀରୁ ନିର୍ଦଳୀୟ ସାଂସଦ ତଥା ଅଭିନେତ୍ରୀ ନବନୀତ କୌରଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ବସ୍ତି ମିଳିଛି । ନବନୀତ କୌରଙ୍କ ଜାତି ପ୍ରମାଣପତ୍ରକୁ ନିରସ୍ତ୍ର କରିବାକୁ ନେଇ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । … Read More

ଗୋଛାପଡ଼ା ଜଙ୍ଗଲରେ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ

କନ୍ଧମାଳ, (ଓଡିଶା ଟାଇମ୍) :ପୋଲିସ ଓ ମାଓବାଦୀ ଗୁଳି ବିନିମୟ । କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଜଙ୍ଗଲରେ କମ୍ବିଂ ବେଳେ ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବାର ସୂଚନା ମିଳିଛି … Read More

ଓଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀସ୍ତରରେ କେତେକ ଅଦଳବଦଳ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁଯାୟୀ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ସଚିବ ଗିରୀଶ ଚନ୍ଦ୍ର ସିଂହଙ୍କୁ ଉତ୍ତରାଞ୍ଚଳ ରାଜସ୍ବ … Read More

ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ସମ୍ଭାବ୍ୟ ତାରିଖ ଘୋଷଣା କଲା ସବିଏସଇ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ସବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରସ୍ତୁତ ପାଇଁ ମୂଲ୍ୟାଙ୍କର ନୀତି ଜାରି କରିଛି। ବୋର୍ଡ ପକ୍ଷରୁ ଫଳାଫଳ ଘୋଷଣା ପାଇଁ ପ୍ରସ୍ତୁତି ଚାଲିଛି। ଦ୍ୱାଦଶ ପରୀକ୍ଷାର ଫଳ ୧୦ମ, ଏକାଦଶ ଏବଂ ଦ୍ୱାଦଶର ପ୍ରିବୋର୍ଡ ପରୀକ୍ଷା ଫଳ … Read More

ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଦର ଲିଟର ପିଛା ୨୮ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ଦର ଲିଟର ପିଛା ୨୬ ପଇସା ବୃଦ୍ଧି ପାଇଛି। ଇଣ୍ଟରନାଶନାଲ ମାର୍କେଟରେ  … Read More

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨ ହଜାରରୁ ଅଧିକ ପଜିଟିଭ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ ତଳକୁ ଖସୁଛି କରୋନା ସଂକ୍ରମଣ । ଲକ୍ଷ ଲକ୍ଷ ଟ୍ରେଣ୍ଡ ପରେ ଏବେ କରୋନା ପାରା ୫୦ ହଜାର ତଳକୁ ଖସିବାରେ ଲାଗିଛି । ଏହାରି ଭିତରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦ … Read More

ପଞ୍ଜାବ କଂଗ୍ରେସ ସଙ୍କଟ : ଆଜି କଂଗ୍ରେସ କମିଟି ସମ୍ମୁଖରେ ହାଜର ହେବେ କ୍ୟାପଟେନ୍ ଅମରିନ୍ଦର

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ପଞ୍ଜାବ କଂଗ୍ରେସରେ ବଢୁଥିବା ବିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଦିଲ୍ଲୀରେ ଅଛନ୍ତି । ଆଜି କ୍ୟାପଟେନ କଂଗ୍ରେସ ପାର୍ଟି ପ୍ୟାନେଲକୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ପ୍ୟାନେଲରେ ରାଜ୍ୟସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ୱ … Read More

ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା

ପୁରୀ, (ଓଡିଶା ଟାଇମ୍): ପୁରୀରେ ସ୍ନାନ ପୂର୍ଣ୍ଣିମା ଅବସରରେ ୧୪୪ ଧାରା ଜାରି। ସହରର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜନ ସମାଗମକୁ ବାରଣ କରିବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ … Read More