ରାଜ୍ୟରେ ୨୪ ଘଣ୍ଟାରେ ୩୫୫୪ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୩୫୫୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୯୭୦୬୨ ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ … Read More

ଆଜି ଜୁନ ୨୬ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛି

ମେଷ ମନରେ ଉଦ୍‌ବେଗ ଜାତ ହୋଇପାରେ । ଭ୍ରାତୃଭାବ ଅତୁଟ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ବଳି ଓ ଶତ୍ରୁଜୟୀ ହେବେ । ମାନସିକ ଦୁଶ୍ଚିନ୍ତା ଦୂର ହେବ ଓ ଶାନ୍ତି ମିଳିବ । … Read More

ପାସବୁକ୍ ଏଣ୍ଟ୍ରି ପାଇଁ ବ୍ୟାଙ୍କ ଯାଇଥିଲେ ରେଳ କର୍ମଚାରୀ: ମାସ୍କ ପିନ୍ଧିନଥିଲେ ବୋଲି ଗୁଳି କଲେ ସିକ୍ୟୁରିଟି ଗାର୍ଡ

ବରେଲି ,(ଓଡିଶା ଟାଇମ୍): ଉତ୍ତର ପ୍ରଦେଶ ବରେଲିରେ ଥିବା ବ୍ୟାଙ୍କ ଅଫ୍ ବରୋଦାର ବଡ ଅବହେଳା ସାମ୍ନାକୁ ଆସିଛି। ମାସ୍କ ପିନ୍ଧି ନ ଥିବାରୁ ବ୍ୟାଙ୍କ ଗାର୍ଡ ଏଠାରେ ଜଣେ ରେଳ କର୍ମଚାରୀଙ୍କୁ ଗୁଳି କରିଛନ୍ତି। ରେଳ କର୍ମଚାରୀଙ୍କୁ ପୋଲିସ ଜିଲ୍ଲା … Read More

ଅକ୍ସିଜେନ ରିପୋର୍ଟକୁ ନେଇ ବିଜେପି-ଆପ ମୁହାଁମୁହିଁ: ପରସ୍ପର ଉପରେ ଆଣିଲେ ମିଥ୍ୟା ଅଭିଯୋଗ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦିଲ୍ଲୀ ପାଇଁ ଅନ୍ୟ ରାଜ୍ୟରେ ଅକ୍ସିଜେନ ସଂକଟ ହୋଇଥିବା ଅଭିଯୋଗ । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । କରୋନାର ଦ୍ୱିତୀୟ ଲହରୀରେ ଅକ୍ସିଜେନ ବ୍ୟବହାର ଉପରେ … Read More

ଭାକ୍ସିନ ନେଲେ ଗୁରୁତର ହେବା କମିଯିବ-DMET

ଭୁବନେଶ୍ବର, (ଓଡିଶା ଟାଇମ୍ ): ସଂକ୍ରମଣ ହ୍ରାସ ପାଇବା ନିଶ୍ଚିତ ଭାବେ ଭଲ ସ୍ଥିତି ବୋଲି କୁହାଯାଇପାରେ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ସବୁ ଭାଇରସର ମ୍ୟୁଟେସନ ନିୟମିତ ପ୍ରକ୍ରିୟା। ମାର୍ଚ୍ଚ ମାସରେ ଡେଲଟା ପ୍ଲସ୍ ଚିହ୍ନଟ ହେଲା। … Read More

ଓଡିଶା​‌ରେ ପ୍ରଥମ ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍): ଓଡିଶାରେ ପ୍ରଥମ ଡେଲଟା ପ୍ଲସ୍ ଭାରିଆଣ୍ଟ ଚିହ୍ନଟ । ରାଜ୍ୟରେ ପ୍ରଥମ ଡେଲଟା ପ୍ଲସ୍ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର । ଏହଳ ଛଡା ଦେଶରେ ବର୍ତ୍ତମାନ ସୁଦ୍ଧା ୪୮ଟି … Read More

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ପାସ୍‌ ହାରରେ ରେକର୍ଡ

କଟକ, (ଓଡିଶା ଟାଇମ୍): ପ୍ରକାଶ ପାଇଲା ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ । ବୋର୍ଡ ଇତିହାସରେ ରେକର୍ଡ।  ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ପ୍ରକାଶ ପାଇଛି ୧୦ମ ବୋର୍ଡ ପରୀକ୍ଷା ଫଳ। ନିର୍ଦ୍ଧାରିତ ହୋଇଛି ସାଢେ ୬ ଲକ୍ଷ ଛାତ୍ରଛାତ୍ରୀଙ୍କ … Read More

ବନ୍ଦ ହେଲା ଭୁବନେଶ୍ୱର ୟୁନିଟ-୧ ହାଟ

ଭୁବନେଶ୍ବର, (ଓଡିଶା ଟାଇମ୍): କୋଭିଡ କଟକଣାକୁ ଦେଖି ଭୁବନେଶ୍ୱର ୟୁନିଟ-୧ ଭିତର ହାଟକୁ ବନ୍ଦ କରାଯାଇଛି। ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଏହି ହାଟ ବନ୍ଦ ରହିବ ବୋଲି BMC ପକ୍ଷରୁ ସୂଚନା ଦିଆଯାଇଛି।  ଉଭୟ ହୋଲସେଲ ଓ ରିଟେଲ ବ୍ୟବସାୟୀଙ୍କ … Read More

ମହାରାଷ୍ଟ୍ରରେ କରୋନା ଗ୍ରାଫ୍‌ ଉପର ମୁହାଁ, ତୃତୀୟ ଲହର ନେଇ ଆଶଙ୍କା

ମହାରାଷ୍ଟ୍ର, (ଓଡିଶା ଟାଇମ୍): ଦେଶରେ କରୋନାର ତୃତୀୟ ଲହର ମହାରାଷ୍ଟ୍ରରୁ ଆରମ୍ଭ ହେବା ନେଇ ଆଶଙ୍କା ଦେଖାଦେଇଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ହାର ବଢ଼ିବା ପରେ ଏଭଳି ଆଶଙ୍କା ସୃଷ୍ଟି ହୋଇଛି। ଗତକାଲି ମହାରାଷ୍ଟ୍ରରେ ୯ ହଜାର … Read More

ଦେଶରେ ୨୪ ଘଣ୍ଟାରେ ୫୧ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ, ୧୩୨୯ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ୧ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ … Read More