ସେପ୍ଟେମ୍ବରରେ ବସିବ ମୌସୁମୀ ଅଧିବେଶନ, ଟିକା ନେଇନଥିବା ବିଧାୟକଙ୍କୁ ବିଧାନସଭା ମନା

ଭୁବନେଶ୍ବର, (ଓଡିଶା ଟାଇମ୍): ସେପ୍ଟେମ୍ବରରେ ବସିବ ବିଧାନସଭା ମୌସୁମୀ ଆଧିବେଶନ । ଏହାର ୧୪ ଦିନ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଡବଲ ଡୋଜ ଟିକା ନେଇ ନଥିଲେ ବିଧାନସଭା … Read More

ପୋଲିସ୍‌କୁ ଆକ୍ରମଣ କରି ବନ୍ଧା ହେଲେ ୫ ଜଣ

ଜୟପୁର, (ଓଡିଶା ଟାଇମ୍): କୋରାପୁଟ ଜିଲ୍ଲା କାକିରିଗୁମା ଥାନା ଓଆଇସିଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମାଡ ମାରିବା ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ କାକିରୁଗୁମା ଥାନା ନିକଟରେ … Read More

ଛତିଶଗଡରେ ପୋଲିସ-ମାଓ ଗୁଳିବିନିମୟ

ମାଲକାନାଗିରି, (ଓଡିଶା ଟାଇମ୍): ଛତିଶଗଡରେ ପୋଲିସ-ମାଓବାଦୀ ଗୁଳିବିନିମୟ । ମାଲକାନଗିରି ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ମାଓ ହିଂସା । ନାରାୟଣପୁର ଜିଲ୍ଲାର ଆମଦାଇ ଖଣି ନିକଟସ୍ଥ ପ୍ଲାଣ୍ଟରେ ନିୟୋଜିତ ଥିବା ୬ଟି ଗାଡିକୁ ପୋଡିବା ସହ … Read More

୧୫ ବର୍ଷ ପରେ ୨ୟ ପତ୍ନୀଙ୍କୁ ଛାଡ଼ପତ୍ର ଦେଲେ ଅମୀର ଖାନ

ମୁମ୍ବାଇ, (ଓଡିଶା ଟାଇମ୍): ବିବାହର ୧୫ ବର୍ଷ ପରେ ଅମୀର ଖାନ ଏବଂ କିରଣ ରାଓ ଅଲଗା ହୋଇଯାଇଛନ୍ତି। ସେ ଏକ ସରକାରୀ ବିବୃତ୍ତି ଦେଇ ଏହି ସୂଚନା ଦେଇଛନ୍ତି। ପାରସ୍ପରିକ ସମ୍ମତି ସହିତ, ସେମାନେ ଅଲାଗ ହାବାର ନିଷ୍ପତ୍ତି ନେଇଛନ୍ତି … Read More

ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଅଫିସର

କଳାହାଣ୍ଡି, (ଓଡିଶା ଟାଇମ୍): ଲାଞ୍ଚ ନେଇ ଫସିଗଲେ ଭିଜିଲାନ୍ସ ପିପି । ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଆଶୁତୋଷ ମିଶ୍ର । କଳାହାଣ୍ଡି ମହୁଲପାଟଣା ଫାଣ୍ଡି ପୁର୍ବତନ ଏଏସଆଇ ମଳୟ ରଣାଙ୍କ ଭିଜିଲାନ୍ସ କେଶ ରଫା ଦଫା ପାଇଁ ୧ … Read More

ଛାତ ଉପରୁ ରଥଯାତ୍ରା ଦେଖିବା ମନା, ଲାଗୁ ହେବ କଡ଼ା ନିୟମ

ପୁରୀ, (ଓଡିଶା ଟାଇମ୍): ରଥଟଣା ବେଳେ ବଡ଼ଦାଣ୍ଡ ଉଭୟ ପାଶ୍ୱର୍ରେ ଥିବା ଘର ଉପର ବାଲ୍‌କୋନିରେ ବସି ସ୍ଥାନୀୟ ବାସିନ୍ଦାମାନେ ଘୋଷଯାତ୍ରା ଦେଖି ପାରିବେ ନାହିଁ । ରଥଯାତ୍ରା ପାଇଁ ଏଭଳି କଟକଣା ଜାରି କରାଯିବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ … Read More

କିଏ ହେବ ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ !

ଡେରାଡୁନ, (ଓଡିଶା ଟାଇମ୍): ଏକ ନାଟକୀୟ ଘଟଣାକ୍ରମରେ ଶୁକ୍ରବାର ରାତିରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥସିଂ ରାୱତ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପରେ ଆଜି ବିଜେପି ବିଧାୟକ ଦଳର ବୈଠକ ବସିବାକୁ ଯାଉଛି । ଏହି ବୈଠକରେ ନୂଆ ନେତା … Read More

ଜୁଲାଇ ୧୯ରୁ ସଂସଦର ମୌସୁମୀ ଅଧିବେଶନ; ଅଗଷ୍ଟ ୧୩ରେ ଶେଷହେବ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ସଂସଦର ମୌସୁମୀ ଅଧିବେଶନ ଚଳିତ ଜୁଲାଇ ମାସ ୧୯ ତାରିଖରୁ ଆରମ୍ଭ ହେବ । ଏହା ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଲୋକ ସଭା ପକ୍ଷରୁ ଶୁକ୍ରବାର ଏକ ବିବୃତିରେ କୁହାଯାଇଛି । ଏଥିରେ … Read More

ଘଡ଼ଘଡ଼ି ସହ ବଜ୍ରପାତ ଆଶଙ୍କା; ୧୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ଵର, (ଓଡିଶା ଟାଇମ୍): ରାଜ୍ୟରେ ମୌସୁମୀ ବର୍ଷାର ପ୍ରଭାବ ସାମାନ୍ୟ ହ୍ରାସ ପାଇଛି। କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ଜଣାପଡ଼ିଛି। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଉପକୂଳ ଓ ଆଭ୍ୟନ୍ତରୀଣ କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ … Read More

୨୪ ଘଣ୍ଟାରେ ୪୪ ହଜାରରୁ ଅଧିକ ପଜିଟିଭ୍, ୭୩୮ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ୧ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ … Read More