ରାଜ୍ୟରେ ସୁସ୍ଥ ହେଲେ ଆଉ ୩୧୨୦ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ସୁସ୍ଥ ହେଲେ ଆଉ ୩୧୨୦ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୯ ଲକ୍ଷ ୯ ହଜାର ୬୩୯ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ ଟ୍ବିଟ୍ କରି … Read More

ଅନନ୍ତନାଗରେ ସୁରକ୍ଷାକର୍ମୀ ଏବଂ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ : ୨ ଆତଙ୍କବାଦୀ ନିହତ

ଅନନ୍ତନାଗ, (ଓଡିଶା ଟାଇମ୍): ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲା କଓ୍ବାରୀଗାମ ଅଞ୍ଚଳରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏନକାଉଣ୍ଟରରେ ୨ ଜଣ ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି । ଆତଙ୍କବାଦୀମାନେ ପ୍ରଥମେ ସେନା ଉପରକୁ … Read More

ଜୁଲାଇ ୧୯ ଯାଏ ଲକଡାଉନ ବୃଦ୍ଧି କଲେ ତାମିଲନାଡ଼ୁ ସରକାର

ଚେନ୍ନାଇ, (ଓଡିଶା ଟାଇମ୍ ): ଜୁଲାଇ ୧୯ ପର୍ଯ୍ୟନ୍ତ କରୋନା ଲକଡାଉନ ଅବଧି ବୃଦ୍ଧି କରିଛନ୍ତି ତାମିଲନାଡ଼ୁ ସରକାର। ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କ ସହ ଆଲୋଚନା ପରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ଶନିବାର ଏନେଇ ଘୋଷଣା କରିଛନ୍ତି। ତେବେ ଏଥର … Read More

ଜେଲ୍ ଅଧିକାରୀଙ୍କ ମାଡରେ ୨ ବିଚାରାଧୀନ କଏଦୀ ଗୁରୁତର

ବରଗଡ଼, (ଓଡିଶା ଟାଇମ୍): ବରଗଡ ସବଜେଲର ଅଧିକାରୀ ଦୁଇ ବିଚାରାଧୀନ କଏଦୀଙ୍କୁ ନିସ୍ତୁକ ମାଡ ମାରିଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଜେଲ୍ ଅଧିକାରୀଙ୍କ ମାଡରେ ଉଭୟ କଏଦୀ ଗୁରୁତର ହୋଇପଡିଛନ୍ତି । ସୂଚନାଯୋଗ୍ୟ ଯେ, ଏକ ଡକାୟତି … Read More

ଅଶ୍ୱିନୀ ବୈଷ୍ଣବ ଆଇଟି ମନ୍ତ୍ରୀ ହେବା ମାତ୍ରେ ହ୍ୱାଟସ୍ ଆପ୍‌ର ୧୮୦ ଡିଗ୍ରୀ ୟୁ-ଟର୍ନ୍

ରବି ଶଙ୍କର ପ୍ରସାଦଙ୍କ ସମୟରେ ଗାଲୁ ମାରୁଥିବା ହ୍ୱାଟସ୍ ଆପ୍ ବର୍ତ୍ତମାନ ନୀରବ ! ହ୍ୱାଟସ୍ ଆପ୍‌ର ପରାମର୍ଶଦାତା ଶୁକ୍ରବାର ଦିନ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛନ୍ତି ଯେ ତତ୍‌କ୍ଷଣାତ୍ ମେସେଜିଂ ପ୍ଲାଟଫର୍ମର ଉପଭୋକ୍ତାମାନେ ନୂତନ ଗୋପନୀୟତା ନୀତି ପାଇଁ ସାଇନ୍ ଅପ୍ … Read More

‘ବିଗ୍ ଟେକ୍’ ଫେସବୁକ୍ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ପ୍ରଭାବିତ କରୁଛି : ସୁପ୍ରିମକୋର୍ଟ

 “ଏହାର ବ୍ୟବହାରକାରୀଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ବାର୍ତ୍ତା କିମ୍ବା ସୂଚନା ବିଷୟରେ ଫେସବୁକ୍‌ର ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଏ । ଏହାର ଭୂମିକା ଏତେ ସରଳ ନୁହେଁ ଯେ ନିଜ ପ୍ଲାଟଫର୍ମରେ ପୋଷ୍ଟ କରାଯାଇଥିବା ସୂଚନାଠାରୁ ନିଜକୁ ଦୂରେଇ ରଖିବା ।” … Read More

ବେଦ-ବେଦାଙ୍ଗ ଏବଂ ଉପନିଷଦ ବିଷୟରେ ଜ୍ଞାନ, ସରସ୍ୱତୀ ସଭ୍ୟତାର ବର୍ଣ୍ଣନା

 ୟୁଜିସିର ନୂତନ ଇତିହାସ ପାଠ୍ୟକ୍ରମରେ ବାବର-ଖିଲଜୀ ଆକ୍ରମଣକାରୀ ଏବେ କଲେଜ ପାଠ୍ୟକ୍ରମରେ ଧର୍ମ ଏବଂ ଦର୍ଶନ ଉପରେ ଭାରତର ଦୃଷ୍ଟିକୋଣ କ’ଣ, ଏହାକୁ ଅଧ୍ୟୟନ କରାଯିବ । ଭାରତରେ ଶାସନ, ଜିଲ୍ଲା ଏବଂ ଗ୍ରାମ ସ୍ୱୟଂ ଶାସନ ବିଷୟରେ ମଧ୍ୟ ଅଧ୍ୟୟନ … Read More

ନୂଆ ରୂପ ନେବ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ

ଭୁବନେଶ୍ବର, (ଓଡିଶା ଟାଇମ୍): ନୂଆ ରୂପ ନେବ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ପରିସରରେ ଏକ Indoor athletic ଷ୍ଟାଡିୟମ ନିର୍ମାଣ ହେବ । ୪୦୦ ମିଟର ଟ୍ରାକ ଥିବା ଏକ Indoor athletic ଷ୍ଟାଡିୟମ ନିର୍ମାଣ … Read More

୧୬ ଲକ୍ଷ କିଲୋମିଟର ବେଗରେ ଆସୁଛି ସୌର ଝଡ଼, ରବିବାର ଦିନ ପୃଥିବୀକୁ ଆସିପାରେ ବିପଦ !

ସୂର୍ଯ୍ୟ ପୃଷ୍ଠରୁ ଜନ୍ମିତ ଏକ ଶକ୍ତିଶାଳୀ ସୌର ଝଡ଼ ଘଣ୍ଟା ପ୍ରତି ୧୬୦୯୩୪୪ କିଲୋମିଟର ବେଗରେ ପୃଥିବୀ ଆଡ଼କୁ ଗତି କରୁଛି । ଏହି ସୌର ଝଡ଼ ରବିବାର କିମ୍ବା ସୋମବାର ଦିନ ପୃଥିବୀକୁ ଆସିପାରେ । ଏହି ଝଡ଼ ଯୋଗୁଁ … Read More

ବୌଦ୍ଧ-କନ୍ଧମାଳ ସୀମାରେ ମାଓ ଅପରେସନ୍

ଫୁଲବାଣୀ, (ଓଡିଶା ଟାଇମ୍): ବୌଦ୍ଧ-କନ୍ଧମାଳ ସୀମାରେ ମାଓ ଅପରେସନ୍ । ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ନାରାୟଣ ପ୍ରସାଦ ଓ ଉମା ଜଙ୍ଗଲରେ ଗୁଳି ବିନିମୟ ଜାରି ରହିଥିବା ଜଣାପଡିଛି । ଜଙ୍ଗଲରେ ଦୀର୍ଘ ସମୟ ଧରି … Read More