ରାଜ୍ୟରେ କରୋନା ନେଲା ୬୭ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୨୧୮୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୯୯୨କୁ ବୃଦ୍ଧି … Read More

୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୨୧୮୨ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୨୧୮୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୫୨୧୧୧ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୫୮ଜଣ … Read More

ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ, ମିଳିପାରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ବର, (ଓଡିଶା ଟାଇମ୍): ଶନିବାର ରାଜ୍ୟ କ୍ୟାବିନେଟ୍‌ର ବୈଠକ । ଲୋକସେବା ଭବନରେ ସଂଧ୍ୟା ସମୟରେ ବସିବ କ୍ୟାବିନେଟ ବୈଠକ । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମୋହର ବାଜିବାର ସମ୍ଭାବନା ରହିଛି । ତେବେ ଶନିବାର ମୁଖ୍ୟମନ୍ତ୍ରୀଙ୍କ … Read More

ଆଜି ୩ ରଥର ହେବ ଦକ୍ଷିଣ ମୋଡ଼

ପୁରୀ, (ଓଡିଶା ଟାଇମ୍): ମଙ୍ଗଳବାର ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଏଥିପାଇଁ ଆଜି ତିନିରଥକୁ ଦକ୍ଷିଣ ମୋଡ଼ କରାଯିବାର ବିଧି ରହିଛି । ଗୁଣ୍ଡିଚାମନ୍ଦିର ସିଂହଦ୍ୱାର ସମ୍ମୁଖରୁ ଯାଇ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ଦଣ୍ଡାୟମାନ ହେବ ରଥତ୍ରୟ । ଠାକୁରଙ୍କ … Read More

ନିର୍ମାଣ ଶ୍ରମିକଙ୍କ ପାଇଁ ୩୮୫ କୋଟି ଟଙ୍କାର କୋଭିଡ୍ ସହାୟତା ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟର ନିର୍ମାଣ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର ସହାୟତା ଘୋଷଣା କରିଛନ୍ତି । ମୋଟ ୩୮୫ କୋଟି ଟଙ୍କାର କୋଭିଡ୍ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଦ୍ବାରା ରାଜ୍ୟର ପ୍ରାୟ ୨୬ … Read More

ଭୁବନେଶ୍ବର ସତ୍ୟ ସାଇ ଏନ୍‌କ୍ଲେଭ୍‌ ଅଞ୍ଚଳ କନଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ଭୁବନେଶ୍ବର, (ଓଡିଶା ଟାଇମ୍): lଭୁବନେଶ୍ବର ଖଣ୍ଡିଗିରି ସ୍ଥିତ ସତ୍ୟ ସାଇ ଏନ୍‌କ୍ଲେଭକୁ ମାଇକ୍ରୋ କନଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସଂକ୍ରମଣ ମାତ୍ରା ବୃଦ୍ଧି ପାଇଥିବାରୁ ଏଭଳି ପଦକ୍ଷେପ ନେଇଛି ଭୁବନେଶ୍ବର ମ୍ୟୁନିସିପାଲିଟି କର୍ପୋରେସନ । ସେଠାରେ ଏକାଧିକ ବ୍ୟକ୍ତି ସଂକ୍ରମିତ … Read More

ଦକ୍ଷିଣ ଆଫ୍ରିକାରେ ବଢି ଚାଲିଛି ହିଂସା: ଏବେ ଯାଏଁ ଗଲାଣି ୭୨ ଜଣଙ୍କ ଜୀବନ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ପୂର୍ବତନ ରାଷ୍ଟ୍ରପତି ଜ୍ୟାକବ ଜୁମାଙ୍କୁ ଜେଲ ପଠାଯିବା ପରେ ଦକ୍ଷିଣ ଆଫ୍ରିକାରେ ହିଂସା ଜାରି ରହିଛି। ମଙ୍ଗଳବାର ଦିନ ବିଭିନ୍ନ ସହରର ସପିଂ ମଲରେ ଲୁଟ୍ ଘଟଣା ଘଟିଛି। ବର୍ତ୍ତମାନ ସୁଦ୍ଧା ୭୨ ରୁ ଅଧିକ ଲୋକଙ୍କର … Read More

ନୟାଗଡ ନାବାଳିକା ଅପହରଣ ଓ ହତ୍ୟା ମାମଲା : ସୁପ୍ରିମକୋର୍ଟରେ ଆସନ୍ତାକାଲି ଯାଏଁ ଶୁଣାଣି ସ୍ଥଗିତ

ନୂଆଦିଲ୍ଲୀ ,(ଓଡିଶା ଟାଇମ୍): ବହୁ ଚର୍ଚ୍ଚିତ ନୟାଗଡ ନାବାଳିକା ଅପହରଣ ଓ ହତ୍ୟା ମାମଲାକୁ ବର୍ଷେ ପୁରିଛି । ଗୁରୁବାର ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହୋଇଛି । ମାମଲାର ଶୁଣାଣିକୁ ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥିଗିତ ରଖିଛନ୍ତି କୋର୍ଟ । ଆବେଦନକାରୀଙ୍କୁ … Read More

ମେଡିକାଲ ଛାତ୍ରଙ୍କ ଆୟୁଷ ଟ୍ରେନିଂକୁ ବିରୋଧ କଲା ଆଇଏମଏ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ନ୍ୟାସନାଲ ମେଡିକାଲ କମିଶନ (ଏନଏମସି) ତରଫରୁ ନିକଟରେ ଇଣ୍ଟର୍ନସିପକୁ ନେଇ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ବିରୋଧ କରିଛି। ଆଇଏମଏ କହିଛି ଯେ ଆୟୁଷ ଏବଂ ଏହାର ଉପାଦାନଗୁଡିକ ବହୁତ ବିଶାଳ। ଏପରି … Read More

ସାରା ରାଜ୍ୟରେ ଗଡ଼ିବ ବସ୍‌

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ କମୁଥିବା ସଂକ୍ରମଣ ନଜରରେ ରଖି ରାଜ୍ୟ ସରକାର ଲକ୍‌ଡାଉନ୍‌ କୋହଳ କରିଛନ୍ତି । ରାଜ୍ୟରେ ଅନଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସମିଟ୍‌ ଜରିଆରେ ନୂଆ ଗାଇଡଲାଇନ୍‌ ନେଇ … Read More