ଆଜି ପବିତ୍ର ବାହୁଡା ଯାତ୍ରା

ପୁରୀ, (ଓଡିଶା ଟାଇମ୍): ଆଜି ହେଉଛି ମହାବାହୁଙ୍କ ପବିତ୍ର ବାହୁଡା ଯାତ୍ରା । ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡିବେ ଶ୍ରୀଜିଉ । ଶ୍ରୀଗୁଣ୍ଡିଚା ଆଗରେ ଦଣ୍ଡାୟମାନ ଅଛନ୍ତି ୩ରଥ । ଏଥର ରଥ ଉପରେ ଶ୍ରୀଜିଉଙ୍କ ମନ ପୁରାଇ ଦେଖିପାରିଲେନି ଭକ୍ତ । … Read More

୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୨୦୮୫ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୨୦୮୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୫୮୦୫୯ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୯୮ଜଣ … Read More

ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ୫୬ ନେତାଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ସୋମବାର ଦିନ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମ ଦିନ ସଂସଦରେ ନାନା ହଙ୍ଗାମା ହୋଇଥିଲା। ବିରୋଧୀ ଦଳ ମହଙ୍ଗା ଦର, ବେକାର ସମସ୍ୟା ଓ କୃଷକ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିଲେ। ମୌସୁମୀ … Read More

ଓଡ଼ିଶାରେ ଏବେ ଆସିନି ଥାର୍ଡ ଓ୍ୱେଭ୍ : ଡିଏମଇଟି

ଭୁବନେଶ୍ବର, (ଓଡିଶା ଟାଇମ୍): ଓଡ଼ିଶାରେ କରୋନାର ସ୍ଥିତି ଠିକ ଟେଲି ଫେନୋମେନନ ଅବସ୍ଥାରେ ରହିଛି । ଅର୍ଥାତ ସଂକ୍ରମଣ କମି ସ୍ଥିର ଅବସ୍ଥାରେ ରହିଛି । ଗତ କିଛି ଦିନ ଧରି ଏହି ଟ୍ରେଣ୍ଡ ଲାଗିରହିଛି । ଅନ୍ୟ କିଛି ରାଜ୍ୟରେ … Read More

ମୁମ୍ବାଇରେ ଭୀଷଣ ବର୍ଷା; ମୃତ୍ୟୁସଂଖ୍ୟା ୩୩କୁ ବୃଦ୍ଧି

ମୁମ୍ବାଇ, (ଓଡିଶା ଟାଇମ୍): ମୁମ୍ବାଇରେ ଲାଗି ରହିଥିବା ଭୀଷଣ ବର୍ଷା ପ୍ରଭାବରେ ମହାନଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଜଳପ୍ଳାବନ ଜନିତ ଗୁରୁତର ପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷା ଯୋଗୁ ରେଳଲାଇନ ଉପରେ ପାଣି ଜମିରହିଥିବାରୁ ମୁମ୍ବଇ ମହାନଗରୀ ମଧ୍ୟରେ … Read More

୨୪ ଘଣ୍ଟାରେ ଦେଶରେ ବାହାରିଲେ ୩୮ ହଜାରରୁ ଅଧିକ ପଜିଟିଭ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ୧ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ … Read More

ଦକ୍ଷିଣ କାଶ୍ମୀରରେ ସୁରକ୍ଷାବାହିନୀକୁ ବଡ ସଫଳତା, ଏନକାଉଣ୍ଟରରେ ୨ ଆତଙ୍କବାଦୀ ସଫା

ଶ୍ରୀନଗର, (ଓଡିଶା ଟାଇମ୍): ଦକ୍ଷିଣ କାଶ୍ମୀର ଆତଙ୍କବାଦ ବିରୋଧରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା । ଦକ୍ଷିଣ କାଶ୍ମୀରର ସୋପିଆନରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ବର୍ତ୍ତମାନ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି … Read More

ଆଜିଠୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ। ଜୁଲାଇ ୧୯ରୁ ଅଗଷ୍ଟ ୧୩ ଭିତରେ ମୋଟ ୧୯ ଦିନ ଅଧିବେଶନ ହେବ। ଉଭୟ ଲୋକସଭା ଓ ରାଜ୍ୟସଭା ସକାଳ ୧୦ରୁ ସଂଧ୍ୟା ୬ଟା ଯାଏଁ କାର୍ଯ୍ୟ କରିବ। କୋଭିଡ କଟକଣା … Read More

ଆଜିଠୁ ସାରା ରାଜ୍ୟରେ ଗଡିବ ବସ୍

ଭୁବନେଶ୍ବର, (ଓଡିଶା ଟାଇମ୍): ସୋମବାରଠୁ ସାରା ରାଜ୍ୟରେ ଗଡିବ ବସ୍। ନିଖିଳ ଓଡ଼ିଶା ବସ୍ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ୧୦ଦଫା ଦାବିକୁ ରାଜ୍ୟ ସରକାର ଗ୍ରହଣ କରିନେଇଥିବାରୁ ଆଜିଠୁ ବସ୍ ଚଳାଳଚ ସ୍ବାଭାବିକ କରିବାକୁ ବସ୍ ମାଲିକ ସଂଘ … Read More

ରାଜ୍ୟରେ କରୋନା ନେଲା ୫୮ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୬୪୮ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୮ ଜଣ କରୋନା … Read More