ଭୂକମ୍ପରେ ଥରିଲା ଦୁଇ ରାଜ୍ୟର ମାଟି, ରାଜସ୍ଥାନ ବିକାନେରରେ ୫.୩ ତୀବ୍ରତାରେ କମ୍ପନ ଅନୁଭୂତ
ନୂଆଦିଲ୍ଲୀ,(ଓଡିଶା ଟାଇମ୍): ଗତ କିଛି ଘଣ୍ଟା ମଧ୍ୟରେ ଦେଶର ଦୁଇଟି ରାଜ୍ୟରେ ଭୂକମ୍ପ ଅନୁଭୂତ ହୋଇଛି । ତେବେ, ବିକାନେରରେ ୫.୩ ତୀବ୍ରତାରେ କମ୍ପନ ଅନୁଭୂତ ହୋଇଛି । ଏହା ବ୍ୟତୀତ ମେଘାଳୟରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ଜାତୀୟ … Read More











