ସାଢେ ୧୧ଟାରେ କୋଭିଡ୍ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ କରୋନା ଭାଇରସର ମାମଲା ଧିରେଧିରେ ହ୍ରାସ ପାଉଛି । ୨୦୦୦ ତଳେ ଦୈନିକ ସଂକ୍ରମଣ ରହୁଛି । ଏସବୁ ମଧ୍ୟରେ ଶୁକ୍ରବାର କରୋନା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ … Read More

୨୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର, (ଓଡିଶା ଟାଇମ୍): ବର୍ଷା ଅଭାବରୁ ରାଜ୍ୟରେ ମରୁଡ଼ି ଆଶଙ୍କା ଦେଖା ଦେଇଥିବାବେଳେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ଏହା ପ୍ରଭାବରେ ଗୁରୁବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଛି । ଭାରତୀୟ ପାଣିପାଗ … Read More

ସେନା-ଆତଙ୍କବାଦୀ ମୁହାଁମୁହିଁ, ଟଳିଲେ ୨ ଆତଙ୍କୀ

ଶ୍ରୀନଗର, (ଓଡିଶା ଟାଇମ୍):ଉତ୍ତର କାଶ୍ମୀରର ସୋପୋର ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଏହି ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ଜଣାପଡିଛି । ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି । ସୂଚନାନୁସାରେ, ସେନାକୁ ଆତଙ୍କବାଦୀ … Read More

ଭିଜିଲାନ୍ସ ପଞ୍ଝାରେ GPO

କଣ୍ଟାବାଞ୍ଜି, (ଓଡିଶା ଟାଇମ୍): ଭିଜିଲାନ୍ସ ଜାଲରେ ତୁରେକେଲା ବ୍ଲକ ଗ୍ରାମ ପଞ୍ଚାୟତ ଅଫିସର (GPO) । ବ୍ଲକ ଗ୍ରାମ ପଂଚାୟତ ଅଫିସର ଗୋବିନ୍ଦ ଭୋଇ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ବରଗଡ଼ ବଲାଙ୍ଗୀର ସୋନପୁର ଭିଜିଲାନ୍ସ ଟିମର … Read More

ରାଜ୍ୟରେ କରୋନା ନେଲା ୬୯ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୧୯୧୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୩୭୭କୁ ବୃଦ୍ଧି … Read More

୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୯୧୭ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୧୯୧୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୬୩୮୫୧ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୦୯ଜଣ … Read More

ପ୍ରଫେସର ସନ୍ତୋଷ ତ୍ରିପାଠୀ ଫକୀର ମୋହନ ବିଶ୍ବବିଦ୍ୟାଳୟର ନୂଆ କୁଳପତି

ଭୁବନେଶ୍ବର, (ଓଡିଶା ଟାଇମ୍): ବାଲେଶ୍ବର ଫକୀର ମୋହନ ବିଶ୍ବବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ନିଯୁକ୍ତି ପାଇଛନ୍ତି। ଗୁରୁବାର ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ୪ ବର୍ଷ ପାଇଁ ତାଙ୍କୁ ଫକୀର ମୋହନ ବିଶ୍ବବିଦ୍ୟାଳୟର … Read More

ବଙ୍ଗୋପସାଗରରେ ଲଘୁଚାପ : ବଡ ଧରଣର ବର୍ଷା ସମ୍ଭାବନା

ଭୁବନେଶ୍ବର, (ଓଡିଶା ଟାଇମ୍): ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଓଡ଼ିଶା ଉପକୂଳରେ ଗୁରୁବାର ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ବଡ ଧରଣର ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଏବଂ ଜଳବାୟୁ … Read More

ପେଗାସସ୍‌ ମାମଲାରେ କମ୍ପିଲା ଗୃହ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଇସ୍ରାଏଲ ସଫ୍ଟ ଓୟାର ପେଗାସ୍‌କୁ ନେଇ ଗୁରୁବାର ମଧ୍ୟ ସଂସଦରେ ଉଠିଲା ଝଡ। ବିରୋଧୀଙ୍କ ନାରାବାଜି ଏବଂ ପ୍ରବଳ ହଟ୍ଟଗୋଳରେ କମ୍ପିଲା ଗୃହ। ସ୍ଥିତି ଏମିତି ହେଲା ଯେ, ଆଇଟି ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ନିଜର ଉତ୍ତର … Read More

ସୌମ୍ୟଙ୍କ କ୍ୱାର୍ଟର୍ସରେ କ୍ରାଇମବ୍ରାଞ୍ଚ, ପାଇଲା ପୋଡ଼ା ଦାଗ

ପାରଳାଖେମୁଣ୍ଡି, (ଓଡିଶା ଟାଇମ୍):ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ଘଟଣାରେ ହେଲା ନୂଆ ଖୁଲାସା। କ୍ରାଇମବ୍ରାଞ୍ଚ ଟିମ୍‌ ଆଜି ସୌମ୍ୟଙ୍କ କ୍ୱାର୍ଟର୍ସରେ ତଦନ୍ତ କରୁଥିବା ବେଳେ ଘର ଭିତରେ ପୋଡ଼ା ଦାଗ ଥିବା କହିଛନ୍ତି  କ୍ରାଇମବ୍ରାଞ୍ଚ ଡିଏସ୍‌ପି। ପାରଳାଖେମୁଣ୍ଡି ପୁଲିସ୍‌ ସହ … Read More