ପୁଣି ନିରାଶ କଲେ ଦୂତି; ୨୦୦ ମିଟର ହିଟ୍‍ ସେମିଫାଇନାଲରେ ୭ମ ସ୍ଥାନ

ଟୋକିଓ, (ଓଡିଶା ଟାଇମ୍): ଭାରତୀୟ ଧାବିକା ଦୂତି ଚାନ୍ଦ ଏଠାରେ ଚାଲିଥିବା ଟୋକିଓ ଅଲିମ୍ପିକ୍ସର ୨୦୦ ମିଟର ହିଟ୍‍ ରେ ମଧ୍ୟ ପୁନର୍ବାର ଭାରତୀୟ କ୍ରୀଡାପ୍ରେମୀଙ୍କୁ ନିରାଶ କରିଛନ୍ତି। ସୋମବାର ଦିନ ସେ ୨୦୦ ମିଟର ହିଟ୍‍ କୁ ୨୩.୮୫ ସେକେଣ୍ଡରେ … Read More

ମେନପୁର ଡିଭିଜନ୍ ମାଓବାଦୀ ଲଗାଇଲେ ପୋଷ୍ଟର

ନବରଙ୍ଗପୁର, (ଓଡିଶା ଟାଇମ୍): ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଜୋଡେଙ୍ଗା ପଞ୍ଚାୟତ ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର। ରାଇଘରରୁ କୁନ୍ଦେଇ ଯାଉଥିବା ମୁଖ୍ୟ ରାସ୍ତା କଡରେ ଲାଗିଛି ଏହି ପୋଷ୍ଟର । ମେନପୁର ଡିଭିଜନ୍ ମାଓବାଦୀଙ୍କ ପକ୍ଷରୁ ସହିଦ … Read More

୨୪ ଘଣ୍ଟାରେ ବାହାରିଲେ ୪୦ ହଜାରରୁ ଅଧିକ ପଜିଟିଭ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ୧ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ … Read More

ପଥର ଫିଙ୍ଗାଳିଙ୍କୁ ମିଳିବନି ସରକାରୀ ଚାକିରି, ପାସପୋର୍ଟ

ଶ୍ରୀନଗର, (ଓଡିଶା ଟାଇମ୍): ସୁରକ୍ଷା କର୍ମୀଙ୍କ ଉପରକୁ ପଥର ଫିଙ୍ଗିବା କିମ୍ବା ଏପରି କୌଣସି ହିଂସାରେ ଜଡିତ ଥିବା ବ୍ୟକ୍ତିଙ୍କୁ ସରକାରୀ ଚାକିରି କିମ୍ବା ବିଦେଶ ଯାତ୍ରା ଲାଗି ପାସପୋର୍ଟ ମିଳିବ ନାହିଁ। ଜାମ୍ମୁ-କାଶ୍ମୀର ହିଂସାର ପ୍ରମୁଖ ଅଂଶ ପଥର ଫିଙ୍ଗିବା। … Read More

ଚଳିତ ମାସରେ ଆସିବ ତୃତୀୟ ଲହର; ଅକ୍ଟୋବରରେ ଶିଖର ଛୁଇଁବ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): କରୋନାକୁ ନେଇ ବିଶେଷଜ୍ଞଙ୍କ ଆକଳନ ପୁଣି ଚିନ୍ତା ବଢାଇ ଦେଇଛି । ମହାମାରୀର ଦ୍ୱିତୀୟ ଲହର ପ୍ରକୋପ ନକମୁଣୁ ପୁଣି ତୃତୀୟ ଲହର ଆତଙ୍କ ଗ୍ରାସିଲାଣି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଦେଶରେ କରୋନାର ତୃତୀୟ ଲହର … Read More

କୋଭିଡ୍‌ କଟକଣା ଭିତରେ ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଖୋଲିବ କୋଣାର୍କ ମନ୍ଦିର

ଭୁବନେଶ୍ବର, (ଓଡିଶା ଟାଇମ୍): ଗାଇଡଲାଇନ୍‌ରେ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଆଜିଠାରୁ(ସୋମବାର) ଖୋଲିବ । ପ୍ରବେଶ କରିବା ପାଇଁ ଅନ୍‌ଲାଇନ୍‌ରେ ଟିକେଟ ଉପଲବ୍ଧ ହେବ । ମୁଖ୍ୟ ପ୍ରବେଶ ପଥରେ ଏଏସ୍‌ଆଇର ବୋର୍ଡ ଲଗାଯାଇଛି । ପର୍ଯ୍ୟଟକମାନେ ଏହି ବୋର୍ଡରେ ରହିଥିବା … Read More

ରାଜ୍ୟରେ କରୋନା ନେଲା ୬୭ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦୩୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭ ଜଣ କରୋନା … Read More

୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୦୩୨ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୧୦୩୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୭୯୭୩୭ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ … Read More

ଆଜି ଅଗଷ୍ଟ ୦୨ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛି

ମେଷ ସ୍ୱଗୃହୀ ଶୁକ୍ର ପ୍ରଭାବରେ ଆରୋଗ୍ୟଲାଭ କରିବେ ଏବଂ ବନ୍ଧୁଙ୍କ ପରାମର୍ଶରୁ ଆଶ୍ୱସ୍ତି ଲାଭ କରିପାରନ୍ତି । ଶିଳ୍ପ,ବାଣିଜ୍ୟ ଓ ପରିବହନ ସକାଶେ ଦିନଟି ବହୁତ ଭଲ । ବନ୍ଧୁସମ୍ପର୍କରେ ଉନ୍ନତି ଘଟିବ ଏବଂ ଫଳପ୍ରଦ ଆଲୋଚନା ହୋଇପାରେ । ଶୁଭ … Read More

ଦରମା ବିବାଦକୁ ନେଇ ମୋ ବସ୍‌ ଡ୍ରାଇଭର୍‌ଙ୍କ ଚେତାବନୀ, କାଲିଠାରୁ ଗଡ଼ିବନି ବସ୍‌

ଭୁବନେଶ୍ବର, (ଓଡିଶା ଟାଇମ୍): କାଲି ଠାରୁ ଗଡ଼ିବନି ମୋ ବସ । ଚେତାବନୀ ଦେଲେ ମୋ ବସର ଡ୍ରାଇଭର । ଦରମାକୁ ନେଇ ବିବାଦ ଥିବାରୁ ଏହି ନିଷ୍ପତି ନେଇଛନ୍ତି ସମସ୍ତ ଡ୍ରାଇଭର । ବର୍ତ୍ତମାନ ଦିନକୁ ୮ ଘଣ୍ଟା ଡ୍ୟୁଟି … Read More