ମହାରାଷ୍ଟ୍ରରେ ଡେଲଟା ପ୍ଲସରେ ୬୬ ସଂକ୍ରମିତ ; ୫ ମୃତ
ମହାରାଷ୍ଟ୍ର, (ଓଡିଶା ଟାଇମ୍): ମହାରାଷ୍ଟ୍ରରେ କରୋନାର ଡେଲଟା ପ୍ଲସରେ ଏଯାଏଁ ୬୬ ଜଣ ସଂକ୍ରମିତ ହୋଇଥିବା ନେଇ ଖବର ମିଳିଛି। ଏହାସହ ସେମାନଙ୍କ ମଧ୍ୟରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଉକ୍ତ ୬୬ ସଂକ୍ରମିତଙ୍କ ମଧ୍ୟରୁ କିଛି ଜଣ ଟିକାର ୨ଟ … Read More











